25 ତାର୍ହ୍ଚେ ବର୍ଣ୍ଣବା ଶାଉଲ୍କେ କଜୁକେ ତାର୍ଷ ସ୍ହରେ ଗ୍ଲା,
25 ହଃଚେ ସେ ସାଉଲ୍କେ ଲଳୁକ୍ ତାର୍ସୁସ୍କେ ବାରାୟ୍ ଗଃଲା ।
ମ୍ତର୍ ଶୀଲା ସେତି ନିଜେ ରେମ୍କେ ମ୍ନ୍କ୍ଲା।
ପାଉଲ୍ କଇଲା, “ମୁଇ ଗଟେକ୍ ଯିହୁଦିଲକ୍, କିଲିକିଆର୍ ବ୍ଡ୍ ସ୍ହର୍ ତାର୍ଷ ସ୍ହରେ ବାସାକ୍ଲା ଲକ୍, ଇ ଲକ୍ମ୍ନ୍କେ କ୍ତା କ୍ମ୍କେ ମକେ ଆଦେଶ୍ ଦେ।”
ଆରେକ୍ ଯୋଷେପ୍ ନାଉଁର୍ ଗଟେଲକ୍ ଯେ କି ଲେବୀ ବ୍ଉଁଶେ ଜ୍ର୍ନ୍ ଅଇରିଲା ଗଟେକ୍ ସାଇପ୍ରସ୍ ଜାତିର୍ ଲକ୍, ତାକେ ହ୍ଟାଇଲା ଚେଲାମ୍ନ୍ “ବର୍ଣ୍ଣବା” ଗଟେକ୍ ବୁଜା ସୁଜା ଲକ୍ବ୍ଲି କୁଦ୍ତିରିଲାଇ।
ସେତାର୍ଗିନେ ମାପ୍ରୁ ତାକେ କଇଲା, “ଉଟ୍ ସଳଖ୍ ନାଉଁର୍ ବାଟେ ଜା ଆର୍, ତାର୍ଷ ସ୍ହରେ ଯିହୁଦାର୍ ଗ୍ରେ ଶାଉଲ ନାଉଁର୍ ଗଟେଲକ୍କେ କଜା। କାଇତାକ୍ ଦ୍କା ସେ ପାର୍ତେନା କ୍ରୁଲା।
ମ୍ତର୍ ବର୍ଣ୍ଣବା ତାକେ ତାର୍ସ୍ଙ୍ଗ୍ ହ୍ଟାଇଲା ଚେଲାମ୍ନ୍କାର୍ ଲଗେ ଆଣ୍ଲା, ଆରେକ୍ ବାଟେ ସେ କ୍ନ୍କ୍ରି ମାପ୍ରୁର୍ ଦ୍ର୍ଶନ୍ ହାଇରିଲା ଆର୍ ସେ ଯେ ତାର୍ସ୍ଙ୍ଗ୍ କ୍ତା ଅଇଲା ଆର୍ କ୍ନ୍କ୍ରି ସେ ଦମେସ୍କରେ ଯୀଶୁର୍ ନାଉଁଏ ସାହାସ୍କ୍ରି ପର୍ଚାର୍ କ୍ରିରିଲା, ଇରିସ୍ବୁ ସେ ସେମ୍ନ୍କାର୍ ତ୍ଇ ଜାଣାଇଲା।
ସେରି ଜାଣିକ୍ରି ବାଇମ୍ନ୍ ତାକେ କାଇସରିୟା ସ୍ହର୍କେ କୁଦିନ୍ଇ ଜାଜେ ତାକେ ତାର୍ଷ ଦେଶେ ହ୍ଟାଇଲାଇ।