Biblia Todo Logo
အွန်လိုင်း သမ္မာကျမ်းစာ

- ကြော်ငြာတွေ -




ପେରିତ୍‌ 11:20 - ବ୍‌ଡ଼୍ ହ୍‌ର୍‌ଜା ବାଇବଲ

20 ମ୍‍ତର୍ ସେମ୍‍ନ୍‍କାର୍ ବିତ୍‌ରେ କ୍‍ତେକ୍ ବିଶ୍‍ବାସିମ୍‌ନ୍‌ ସାଇପ୍ରସ୍ ଆର୍ କୂରୀଣୀୟାର୍ ଲକ୍ ଆନ୍ତିୟଖିଆ ଜାଇକ୍‍ରି ଯିହୁଦି ଚାଡି ବିନ୍‌ଜାତିର୍ ଲକ୍‌ମ୍‌ନ୍‌କାର୍‌ ଲ୍‌ଗେ ଯୀଶୁ ମାପ୍‌ରୁର୍ ସୁବ୍‌କ୍‌ବର୍ ପର୍‍ଚାର୍ କ୍‌ରୁକେ ଲାଗ୍‌ଲାଇ।

အခန်းကိုကြည့်ပါ။ ကော်ပီ

ସଃର୍ଗାର୍‌ ବାଟ୍‌ ନଃଉଁଆ ନିଅମ୍‌

20 ମଃତର୍‌ ସେମଃନାର୍‌ ବିତ୍ରେ କଃତେକ୍‌ ସାଇପ୍ରସ୍‌ ଆର୍‌ କୁରିଣିୟର୍‌ ଲକ୍‌ ଆନ୍ତିଅକିଆକ୍‌ ଆସି ଗ୍ରିକ୍‌ମଃନ୍‌କେ ହେଁ ମାପ୍ରୁ ଜିସୁର୍‌ ନିକ କବୁର୍‌ ପର୍ଚାର୍‌ କଃରୁକେ ଦଃର୍ଲାୟ୍‌ ।

အခန်းကိုကြည့်ပါ။ ကော်ပီ




ପେରିତ୍‌ 11:20
28 ပူးပေါင်းရင်းမြစ်များ  

ସେମ୍‍ନ୍ ଦେଶ୍ ବାହାରେ ଜାତାବ୍‍ଳ୍ ଶିମୋନ୍ ନାଉଁ ଏକ୍‍ଲା କୂରୀଣୀୟ ଲକ୍‌କେ ଦ୍‍କି ଯୀଶୁର୍ କୁର୍‍ଶକାଟ୍ ବ୍‍ମ୍‍କେ ତାକେ ଜ୍‌ବର୍ ଦସ୍ତ କ୍‌ଲାଇ।


ଯିହୁଦି ନେତାମ୍‍ନ୍ ତାକାର୍ ତାକାର୍ ବିତ୍‌ରେ କ୍ଉଆ କୁଇ ଅଇଲାଇ, “ସେ କ୍ଇ ଜାଇଦ୍, ଯେ ଅମିମ୍‍ନ୍ ତାକେ କଜୁ ନାହାରୁ? ଜୁଇ ଗ୍ରୀକ୍ ଦେଶେ ଅମାର୍ ନିଜାର୍ ଜାତିର୍‌ ଲକ୍‍ମ୍‍ନ୍ ଆତ୍‍ତି, ସେତିକେ ଜାଇଦ୍ ଆର୍ ସେମ୍‍ନ୍‍‍କେ ଶିକ୍ୟା ଦ୍‌ଇଦ୍ କି?


ସେତାକ୍ ସ୍ତିଫାନ୍‌କେ ମ୍‌ର୍‌ନେ ମାର୍‍ଲା ହ୍‌ଚେ ଚିନ୍‍ବିନ୍ ଅଇ ଜାଇରିଲାଇ ବିଶ୍‍ବାସିମ୍‌ନ୍‌ ଫେନିକିଆ, ସାଇପ୍ରସ୍, ଆର୍ ଆନ୍ତିୟଖିଆ ସ୍‌ହର୍ ହ୍‌ତେକ୍ ବୁଲି ଚୁଚାଇ ଯିହୁଦି ଲକାର୍‌ ଲଗେ ହ୍‌କା ପର୍‍ଚାର୍ କ୍‌ଲାଇ।


ସେମ୍‍ନ୍‍କାର୍ ଇକ୍‍ତା ଯିରୁଶାଲମାର୍ ମ୍‌ଣ୍ତଳିର୍ ଲକ୍ ଶୁଣ୍‌ଲାଇ, ସ୍‌ଡେବ୍‌ଳ୍ ସେମ୍‍ନ୍ ବର୍ଣ୍ଣବାକେ ଆନ୍ତିୟଖିଆକେ ହ୍‌ଟାଇଲାଇ।


ସେତି ସେ ପାଉଲ୍‌କେ ହାଇ ଆନ୍ତିୟଖିଆକେ ଦ୍‍ରି ଆଇଲା, ଇ ଦୁଇ ଲକ୍ ଗଟେକ୍ ବର୍ଷ ଇ ମ୍‌ଣ୍ତଳିର୍ ବିଶ୍‍ବାସିମ୍‌ନ୍‌କାର୍ ସ୍‍ଙ୍ଗ୍‍ ମିସିକ୍‌ରି ଗାଦା ସ୍‌ବୁ ଲକ୍‍ମ୍‍ନ୍‌କେ ଶିକ୍ୟା ଦିଲାଇ। ଆର୍ ଅନ୍ତିୟଖିଆର୍ ଚେଲାମ୍‍ନ୍‍କେ ହ୍‌ର୍‌ତୁ ଖ୍ରୀଷ୍ଟାନ୍ ବ୍‌ଲି ନାଉଁ ଦିଆଅଇଲି।


ସ୍‌ଡେବ୍‌ଳ୍ ଯିରୁଶାଲମ୍‌ ହ୍‍ଣି କ୍‍ତେକ୍ ବବିଶତ୍ କ୍‌ତା କ୍‌ଉତାଲକ୍ ଆନ୍ତିୟଖିଆକେ ଆଇଲାଇ।


ସ୍‌ଡେବ୍‌ଳ୍ ଆନ୍ତିୟଖିଆ ମ୍‌ଣ୍ତଳିଲ୍‌ଗେ କ୍‍ତେକ୍ ବବିଶତ୍ କ୍‌ତା କ୍‌ଉତାଲକ୍ ଆର୍ ଶିକ୍ୟା ଦେତା ଗୁରୁମ୍‌ନ୍ ରିଲାଇ, ସେମ୍‍ନ୍ ଅଇଲାଇ ବର୍ଣ୍ଣବା, ଶିମିୟନ୍, ଜାକେ କି ନିଗର୍ ବ୍‌ଲି କ୍‌ଉତି, କୂରୀଣୀୟ, ଲୁକିୟ, ମ୍‌ନ୍‌ହେନ୍ ଯେ କି ହେରୋଦ୍ ର୍‍ଜାର୍ ଗ୍‍ରେ ବାଡିରିଲା, ଆର୍ ଶାଉଲ।


ସେମ୍‍ନ୍ ସେତିହ୍‍ଣି ଜାଜେ ଚ୍‌ଗିକ୍‌ରି ଆନ୍ତିୟକେ ଲେଉଟି ଆଇଲାଇ, ଇ ଆନ୍ତିୟଖିଆ ତ୍‌ଇ ଅବେ ଗଟିରିଲା କାମାର୍ ବିଷୟେ ଇଶ୍ଵରାର୍ ଆଶିର୍‌ବାଦ୍‌ ଲାଗି ସେମ୍‍ନ୍ ସ୍‌ହ୍‌ରି ଅଇଲାଇ।


ସ୍‌ଡେବ୍‌ଳ୍ ହ୍‌ଟାଇଲା ଚେଲାମ୍‌ନ୍, ମ୍‌ଣ୍ତଳିର୍ ପାରାଚିନ୍‍ମ୍‍ନ୍, ଆର୍ ମ୍‌ଣ୍ଡଳିର୍ ସ୍‌ବୁ ଦ୍‌ଳାର୍ ଲକ୍‌ମ୍‍ନ୍‌କେ ବାଚିକ୍‌ରି ପାଉଲ୍ ଆର୍ ବର୍ଣ୍ଣବାର୍ ସ୍‍ଙ୍ଗ୍‍ ସେମ୍‌ନ୍‌କେ ଆନ୍ତିୟଖିଆକେ ହ୍‌ଟାମ୍‌କେ ଟିକ୍ କ୍‌ଲାଇ। ବର୍ଶବା ନାଉର୍ ଯୀହୂଦା ବ୍‌ଲି କ୍‌ଉତି ତାକେ ଆର୍ ଶୀଲାକେ ସେମ୍‍ନ୍ ବାଚ୍‌ଲାଇ। ଇ ଲକ୍‌କେ ବିଶ୍‍ବାସିମ୍‌ନ୍‌ ବେସି ମାନ୍‍ତି ରିଲାଇ।


ଇ ଦୁଇଲକାର୍ ଆତେ ସେମ୍‍ନ୍ ଚିଟି ଲେକି ହ୍‌ଟାଇଲାଇ, ଆନ୍ତିୟଖିଆ, ସିରିୟା, କିଲିକିଆ ତ୍‌ଇହ୍‌ଣି ଆସିରିଲା ଯିହୁଦି ଚାଡି ବିନ୍‍ଜାତି ବାଇ ବେଣିମ୍‌ନ୍ ହ୍‌ଟାଇଲା ଚେଲାମ୍‌ନ୍ ଆର୍ ମ୍‌ଣ୍ତଳିର୍ ପାରାଚିନ୍‍ମ୍‍ନ୍ ଜୁଆର୍ ଜାଣାମ୍‌ଲାଇ।


ସେ କ୍‌ବର୍ କାରିଆମ୍‌ନ୍ ଆନ୍ତିୟଖିଆ ସ୍‌ହର୍‌କେ ଆଇଲାଇ, ଆର୍ ସ୍‌ବୁ ବିଶ୍‍ବାସି ଲକ୍‌ମ୍‍ନ୍‌କେ ରୁଣ୍ଡାଇ କ୍‍ରି ସେ ଚିଟିକେ ଦିଲାଇ।


କ୍‍ତେକ୍ ଏପିକୂରୀୟ ଆର୍ ସ୍ତୋୟିକ୍ ଶିକ୍ୟା ଗୁରୁ ମ୍‌ନ୍‌କାର୍ ସ୍‍ଙ୍ଗ୍‍ ଟେକାଟେକି ଅଇଲାଇ, ସେମ୍‍ନ୍‍କାର୍ ବିତ୍‌ରେ କ୍‍ତେକ୍ ଲକ୍ କଇଲାଇ, “ଏ ଗଟେକ୍ ବୁଦି ନ୍‍ରିଲା ବ୍‌ୟା, କାଇରି କ୍‍ମ୍‍କେ ମ୍‌ନ୍ ନ୍‍କେରୁଲା କି?” କ୍‍ତେକ୍ ଲକ୍‍ମ୍‍ନ୍ କଇଲାଇ ସେ ନ୍‌ଜାଣ୍‌ତା ଦେବ୍‌ତାମ୍‌ନ୍‌କାର୍ ପର୍‍ଚାର୍ କ୍‌ର୍‌ତାଲକ୍ ହର୍ ଜାଣା ହ୍‌ଳୁଲା, ଯୀଶୁ ମରିକ୍‍ରି ଜିଇ ଉଟ୍‌ଲା ବିଷୟାର୍ ସୁବ୍‌କ୍‌ବର୍ ପର୍‍ଚାର୍ କ୍‌ର୍‌ତିରିଲାର୍ ଶୁଣି, ସେମ୍‍ନ୍ ଅନ୍‌କ୍‌ରି କଇଲାଇ।


କାଇସରିୟା ସ୍‌ହରେ ହଚ୍‌ଲା ହ୍‌ଚେ ମ୍‌ଣ୍ତଳିର୍ ଲକ୍‌ମ୍‍ନ୍‌କେ କୁଦୁକେ ଯିରୁଶାଲମ୍‌ ସ୍‌ହରେ ଗ୍‍ଲା, ସେତିହ୍‍ଣି ସେ ଆନ୍ତିୟଖିଆ ସ୍‌ହର୍‌କେ ଗ୍‍ଲା।


ଆରେକ୍‌ କ୍‍ତେକ୍ ଲକ୍ ଫ୍ରୁଗିଆ ଆର୍ ପଂଫୂଲିଆ, ମିସର ଦେଶ୍ ଆର୍ କୁରିଣୀ ସହର୍ ଲ୍‌ଗେରିଲା ଲିବିଆ ଦେଶ୍ ଲ୍‌ଗାର୍ କ୍‍ତେକ୍ ଲକ୍, ଆର୍ କ୍‍ତେକ୍ ଲକ୍ ରୋମ୍ ଦେଶେହ୍‌ଣି ଆସିରିଲା ଯିହୁଦିଲକ୍ ଆର୍ ଯିହୁଦି ଦ୍‌ର୍‌ମ୍ ମାନ୍‌ତା ଲକ୍,


ଆରେକ୍‌ ଯୋଷେପ୍ ନାଉଁର୍ ଗଟେଲକ୍ ଯେ କି ଲେବୀ ବ୍‌ଉଁଶେ ଜ୍‍ର୍‍ନ୍‌ ଅଇରିଲା ଗଟେକ୍ ସାଇପ୍ରସ୍ ଜାତିର୍‌ ଲକ୍, ତାକେ ହ୍‌ଟାଇଲା ଚେଲାମ୍‌ନ୍ “ବର୍ଣ୍ଣବା” ଗଟେକ୍ ବୁଜା ସୁଜା ଲକ୍‌ବ୍‌ଲି କୁଦ୍‌ତିରିଲାଇ।


ଆର୍ ସେସ୍‍ବୁ ବିଶ୍‍ବାସିମ୍‌ନ୍‌ ସ୍‌ବୁଦିନ୍ ମନ୍ଦିରେ ଆର୍ ଗ୍‍ରେ ଗ୍‍ରେ ଯୀଶୁ ଖ୍ରୀଷ୍ଟର୍ ସୁବ୍‌କ୍‌ବର୍ ପର୍‍ଚାର୍ କ୍‌ର୍‌ତି ରିଲାଇ, ଆର୍ ଶିକ୍ୟା ଦେତିରିଲାଇ।


ଜ୍‌ଡେବ୍‌ଳ୍ ଚେଲାମ୍‌ନ୍ ବାଡୁକେ ଲାଗ୍‌ଲାଇ, ସ୍‌ଡେବ୍‌ଳ୍ ଗ୍ରୀକ୍ ବାଷା କ୍‌ଉତିରିଲା ଯିହୁଦି ବିଶ୍‍ବାସିମ୍‌ନ୍‌, ସେତି ବାସା କ୍‌ର୍‌ତିରିଲା ଗ୍ରୀକ୍ ବାଷା କ୍ଉତା ଯିହୁଦି ଆର୍ ଏବ୍ରୀ ବାଷା କ୍ଉତା ଯିହୁଦିମ୍‌ନ୍‌କାର୍ ମାଡ୍‌ଗଳ୍ ଆରମ୍ ଅଇଲି, ଦିନ୍‌କେ ଦିନ୍ ଜୁଇକାଦି ବାଟା କ୍‍ର୍‍ତିରିଲାଇ ସେ କାଦି ତାକାର୍ ରାଣ୍ତି ମାଇଜି ମ୍‌ନ୍‌କେ ନ୍‌ଦେମ୍‌ଲାଇ ବ୍‌ଲି ଗ୍ରୀକ୍ ବାଷା କ୍‌ଉତି ରିଲାର୍ ଲକ୍‍ମ୍‍ନ୍ ବିରଦ୍ କ୍‌ଲାଇ।


ତ୍‍ବେ ମ୍‌ଣ୍ଡଳିର୍ ବିଶ୍‍ବାସିମ୍‌ନ୍‌ ହ୍‌ଟାଇଲା ଚେଲାମ୍‌ନ୍‌କାର୍ କ୍‌ତାଇ ରାଜି ଅଇଲାଇ, ବିଶ୍‍ବାସ୍ ଆର୍ ପବିତର୍ ଆତ୍ମାଇ ବର୍‌ତି ଅଇରିଲାର୍ ସ୍ତିଫାନ୍ ନାଉଁର୍ ଗଟେକ୍ ମାନାଇ, ଫିଲିପ୍ପ, ପ୍ରଖରେ, ନୀକାନୋର୍, ତୀମୋନ୍, ପାମନା ଆର୍ ଅନ୍ତିୟଖିଆର୍ ଯିହୁଦି ଅଇରିଲାର୍ ନୀକଲାୟକେ ସେମ୍‍ନ୍ ବାଚ୍‌ଲାଇ,


ମ୍‍ତର୍ ଲିବତ୍ତୀନ୍, କୂରୀଣୀୟ ଆର୍ ଆଲେକ୍‌ଜାଣ୍ତାର୍ ତ୍‌ଇହ୍‌ଣି ମୁକ୍‌ଳିରିଲା, ଯିହୁଦିମ୍‌ନ୍‌କାର୍ ଗିନେ ତିଆର୍ ଅଇରିଲା ପାର୍‌ତେନା ଗ୍‍ରେ କ୍‌ତିଲକ୍‌ମ୍‌ନ୍ ସ୍ତିଫାନ୍‌କେ ବିରଦ୍ କ୍‌ଲାଇ, ସେମ୍‍ନ୍ ଅଇଲାଇ କିଲିକିଆ ସ୍‌ହରାର୍ ଆର୍ ଆସିଆ ଦେଶାର୍ ବିନ୍‌ସ୍‌ବୁ ଯିହୁଦି ଲକ୍‍ମ୍‍ନ୍, ସେମ୍‍ନ୍ ସ୍ତିଫାନାର୍ ସ୍‍ଙ୍ଗ୍‍ ଟେକାଟେକି ଅମ୍‍କେ ଲାଗ୍‌ଲାଇ,


ସେତାର୍‍ଗିନେ ଫିଲିପ୍ପ ଟଣ୍ତ୍ ହୁଟାଇକ୍‌ରି ଦ୍‌ର୍‌ମ୍ ଶାସ୍‌ତରାର୍ ଇ ବାକ୍ୟ କ୍‍ମ୍‍କେ ଆରାମ୍ କ୍‍ରି ତାର୍ ଲ୍‌ଗେ ଯୀଶୁର୍ ସୁବ୍‌କ୍‌ବର୍ ପର୍‍ଚାର୍ କ୍‍ଲା।


ଆରେକ୍‌ ଫିଲିପ୍ପ ଶମିରୋଣାର୍ ବ୍‍ଡ୍ ସ୍‌ହରେ ଗ୍‍ଲା ଆର୍ ଲକ୍‌ମ୍‌ନ୍‌କାର୍‌ ଲ୍‌ଗେ ଖ୍ରୀଷ୍ଟର୍ ବିଷୟେ ପର୍‍ଚାର୍ କ୍‍ଲା।


ଆରେକ୍‌ ଯୀଶୁ ଯେ ଇଶ୍ଵରାର୍ ହଇସି ଇରି ସେ ବେଗିଆସି ପାର୍‌ତେନା ଗ୍‍ର୍‍ଲ୍‌ଗେ ପର୍‍ଚାର୍ କ୍‌ରୁକେ ଲାଗ୍‌ଲା।


ମାପ୍‌ରୁର୍ ନାଉଁ ସାହାସ୍‌କ୍‌ରି ପର୍‍ଚାର୍ କ୍‌ରୁକେ ଲାଗ୍‌ଲାଇ, ଆର୍, ସେ ଗ୍ରୀକ୍ ବାସା କ୍‌ଉତା ଯିହୁଦିମ୍‌ନ୍‌କାର୍ ସ୍‌ଙ୍ଗ୍‌ କ୍‌ତାବାର୍‍ତା ଆର୍ ଯୁକ୍‌ତି ତର୍‌କ କ୍‌ର୍‌ତିରିଲା, ମ୍‍ତର୍ ସେମ୍‌ନ୍‌ ତାକେ ମାରୁକେ ଚେଷ୍ଟା କ୍‌ରୁକେ ଲାଗ୍‌ଲାଇ।


ମ୍‌ତର୍ ଜ୍‌ଡେବ୍‌ଳ୍ ମୁଇ ତୁମାର୍ ସ୍‌ଙ୍ଗ୍ ରେତିରିଲେ ସ୍‌ଡେବ୍‌ଳ୍ ମୁଇ ଯୀଶୁ ଖ୍ରୀଷ୍ଟର୍ ଆର୍ ତାର୍ କୁର୍‍ଶକାଟେ ମ୍‌ଲା କ୍‌ତାକେ ବେସି କଇରିଲେ ତାର୍ ବିନା ଆରେକ୍‌ ବିନ୍‌କୁଇ ବିଷୟ୍ ମୁଇ ଜାଣୁକେ ମ୍‌ନ୍‌କ୍‌ରି ନ୍‌ରିଲେ।


ମ୍‌ତର୍ ପିତର୍ ଆନ୍ତିୟଖିଆ ଆସିରିଲାବ୍‌ଳ୍ ମୁଇ ତାକେ ସ୍‍ବୁଲକାର୍‌ ମୁଇଏ ଉଳ୍‌ଲେ। କାଇତାକ୍ ସେ ବୁଲ୍‌କାମ୍ କ୍‌ର୍‌ତିରିଲା।


ମୁଇ ଇଶ୍ଵରାର୍ ସ୍‌ବୁ ସାଦୁ ମ୍‌ନ୍‌କାର୍ ବିତ୍‌ରେ ବେସି ସାନ୍‌ଲକ୍, ମ୍‍ତର୍ ଯିହୁଦି ଚାଡି ବିନ୍‍ଜାତିର୍ ଲକ୍‌ମ୍‌ନ୍‌କାର୍‌ ଲ୍‌ଗେ, ଯୀଶୁ ଖ୍ରୀଷ୍ଟର୍ ନ୍‌ସେର୍‌ତା ସେବାର୍ ଆଶ୍‌ରିବାଦାର୍ ସୁବ୍‌କ୍‌ବର୍ ପର୍‍ଚାର୍ କ୍‌ରୁକେ,


ကြှနျုပျတို့နောကျလိုကျပါ:

ကြော်ငြာတွေ


ကြော်ငြာတွေ