କ୍ତେକ୍ ଏପିକୂରୀୟ ଆର୍ ସ୍ତୋୟିକ୍ ଶିକ୍ୟା ଗୁରୁ ମ୍ନ୍କାର୍ ସ୍ଙ୍ଗ୍ ଟେକାଟେକି ଅଇଲାଇ, ସେମ୍ନ୍କାର୍ ବିତ୍ରେ କ୍ତେକ୍ ଲକ୍ କଇଲାଇ, “ଏ ଗଟେକ୍ ବୁଦି ନ୍ରିଲା ବ୍ୟା, କାଇରି କ୍ମ୍କେ ମ୍ନ୍ ନ୍କେରୁଲା କି?” କ୍ତେକ୍ ଲକ୍ମ୍ନ୍ କଇଲାଇ ସେ ନ୍ଜାଣ୍ତା ଦେବ୍ତାମ୍ନ୍କାର୍ ପର୍ଚାର୍ କ୍ର୍ତାଲକ୍ ହର୍ ଜାଣା ହ୍ଳୁଲା, ଯୀଶୁ ମରିକ୍ରି ଜିଇ ଉଟ୍ଲା ବିଷୟାର୍ ସୁବ୍କ୍ବର୍ ପର୍ଚାର୍ କ୍ର୍ତିରିଲାର୍ ଶୁଣି, ସେମ୍ନ୍ ଅନ୍କ୍ରି କଇଲାଇ।