Biblia Todo Logo
အွန်လိုင်း သမ္မာကျမ်းစာ

- ကြော်ငြာတွေ -




୨ କରନ୍ତି 11:31 - ବ୍‌ଡ଼୍ ହ୍‌ର୍‌ଜା ବାଇବଲ

31 ମାପ୍‌ରୁ ଯୀଶୁ ଖ୍ରୀଷ୍ଟର୍ ଉବା ଇଶ୍ଵରାର୍ ନାଉଁ ସ୍‌ବୁବ୍‌ଳ୍ ମଇମା ଅଉଅ, କାଇତାକ୍ ସେ ଜାଣୁଲା ଯେ ମୁଇ ମିଚ୍ କଇନ୍‌କେରି।

အခန်းကိုကြည့်ပါ။ ကော်ပီ

ସଃର୍ଗାର୍‌ ବାଟ୍‌ ନଃଉଁଆ ନିଅମ୍‌

31 ମୁୟ୍‌ଁ ଜେ ମିଚ୍ ନଃକଃଉଁଲେ, ଇରି ମାପ୍ରୁ ଜିସୁର୍‌ ଇସ୍ୱର୍‌ ଉବା ଜାଣୁଲା; ସେ ଜୁଗେଜୁଗେ ଦନ୍ୟ ।

အခန်းကိုကြည့်ပါ။ ကော်ပီ




୨ କରନ୍ତି 11:31
22 ပူးပေါင်းရင်းမြစ်များ  

ଉବା ଇଶ୍ୱର୍‌ ଆର୍ ମୁଇ ଗଟେକ୍।”


ଯୀଶୁ ତାକେ କଇଲା, “ମକେ ଦ୍‍ରି ର୍‍କୁକ୍ ଚେଷ୍ଟା କ୍‍ରାନାଇ, କାଇତାକ୍ ମୁଇ ଅବେହ୍‍ତେକ୍ ମର୍ ଉବାର୍ ଲ୍‌ଗେ ଜାଇ ନ୍‌କେରିତା, ମ୍‍ତର୍ ମର୍ ବାଇମ୍‍ନ୍‍କାର୍ ଲ୍‌ଗେ ଜା, ଆର୍ ସେମ୍‍ନ୍‍‍କେ କ୍ଉ, ମୁଇ ମର୍ ଉବା ଆର୍ ତୁମାର୍ ଉବା, ମର୍ ଇଶ୍ୱର୍‌ ଆର୍ ତୁମାର୍ ଇଶ୍ଵରାର୍ ଲ୍‌ଗେ ଜ୍‍ମ୍‍ଲେ।”


ଲକ୍‍ମ୍‍ନ୍ ଇଶ୍ଵରାର୍ ସ୍‌ତ୍ ବାଦୁଲେ ମିଚ୍ କେ ମାନ୍‌ଲାଇ। ସେମ୍‍ନ୍ ତିଆର୍ ଅଇଲା ଜିନିଷ୍‌ମ୍‌ନ୍‌କାର୍ ହୁଜା ଆର୍ ସେବା କ୍‌ଲାଇ। ସେମ୍‍ନ୍ ଇ ତିଆର୍ ଅଇଲା ଜିନିଷ୍‌ମ୍‌ନ୍‌କାର୍ ତିଆର୍ କ୍‌ଲାର୍ ଇଶ୍ୱର୍‌କେ ଆରାଦନା କ୍‌ରିନ୍‌କେଲାଇ। ଇଶ୍ୱର୍‌ ହ୍‌କା ସ୍‌ବୁବ୍‌ଳ୍ ଆରାଦନା ହାଉତାର୍ ଯଗ୍ୟ। ଆମେନ୍।


ମୁଇ ମର୍ ମ୍‌ନ୍‌ହ୍‌ରାଣ୍ ସ୍‌ଙ୍ଗ୍ ଇଶ୍ଵରାର୍ ଆରାଦନା କ୍‌ରୁଲେ, ଆର୍ ମୁଇ ତାର୍ ହଇସିର୍ ସୁବ୍‌କ୍‌ବର୍ ପର୍‍ଚାର୍ କ୍‌ରୁଲେ। ସେ ଇଶ୍ୱର୍‌ ହ୍‌କା ମର୍ ସାକି ଆଚେ ମୁଇ ଜୁଇରି କ୍‌ମ୍‌ଲେ ସ୍‌ତ୍ କ୍‌ମ୍‌ଲେ।


ତ୍‌ନ୍‌ଅଇଲେକ୍ ତୁମି ସ୍‌ବୁଲକ୍ ଗଟେକ୍ ମ୍‌ନ୍ ଆର୍ ଗଟେକ୍ ଟଣ୍ଡ୍ ଅଇ ଅମାର୍ ମାପ୍‌ରୁ ଯୀଶୁ ଖ୍ରୀଷ୍ଟର୍ ଉବା ଇଶ୍ୱର୍‌କେ ମଇମା କ୍‌ରୁହାରାସ୍।


ମୁଇ ଖ୍ରୀଷ୍ଟର୍ ଲ୍‌ଗେଆଚି, ଆର୍ ମୁଇ ସ୍‌ତ୍ କ୍‌ମ୍‌ଲେ। ପବିତର୍ ଆତ୍ମା ଆଇତେ ମର୍ ବାବ୍‌ନା ଆଚି। ଇ ବାବ୍‌ନା ମକେ କଇଦ୍ ଯେ ମୁଇ ମିଚ୍ କଇନ୍‌କେରି।


ସେମ୍‍ନ୍ ଅମାର୍ ହୁର୍‌ବାର୍ ଲକ୍‌ମ୍‌ନ୍‌କାର୍‌ ବ୍ଉଁସ୍ ଆଚ୍‌ତି। ସେମ୍‍ନ୍‍କାର୍ ତ୍‌ଇହ୍‌ଣି ଜ୍‍ଗତ୍‌କେ ଖ୍ରୀଷ୍ଟର୍ ପରିବାର୍। ସ୍‌ବୁ ବିଷୟେ ଖ୍ରୀଷ୍ଟ ଇଶ୍ଵର୍ ଆଚେ। ତାକେ ସ୍‌ବୁବ୍‌ଳ୍ ସ୍‌ର୍‌ଦା କ୍‍ରା ଆମେନ୍।


ମ୍‍ତର୍ ମୁଇ ଇଶ୍ଵର୍‍କେ ସାକି ମାନି ମର୍ ଜୀବନେ ସ୍‌ପତ୍ କ୍‌ରୁଲେ ଯେ, ତୁମାର୍‌ମ୍‌ନ୍‌କାର୍ ଲାଗି ଦୟା ଦ୍‍କି କରନ୍ତିକେ ଆର୍ ଗଟେତର୍ ଜାଇନ୍‌କେରି।


ଅମାର୍ ମାପ୍‌ରୁ ଯୀଶୁ ଖ୍ରୀଷ୍ଟର୍ ଇଶ୍ଵର୍ ଆର୍ ଉବାର୍ ମଇମା ଅଉଅ। ସେ ଦୟା କ୍‌ର୍‌ତା ଉବା ଆର୍ ସବ୍‍କେ ସାସ୍ ଦେତା ଇଶ୍ଵର୍।


ମୁଇ କାଇତାକ୍ ଅନ୍‍କ୍‍ରି କ୍‌ମ୍‌ଲେ ବ୍‌ଲେକ୍ ମୁଇ ତୁମୁକେ ଲାଡ୍ ନ୍‌କେରି କି? ମୁଇ ତୁମୁକ୍ କ୍‍ତେକ୍ ଲାଡ୍ କ୍‌ରୁଲେ ସେରି ଇଶ୍ଵର୍ ହ୍‌କା ଜାଣୁଲା।


ଇଶ୍ଵର୍ ଜାଣିଆଚେ ମୁଇ ଜୁଇ ବିଷୟ୍ ତୁମୁକେ ଲେକୁଲେ ସେରି ସ୍‌ବୁ ସ୍‌ତ୍।


ଅମାର୍‌ମ୍‌ନ୍‌କାର୍‌ ମାପ୍‌ରୁ ଯୀଶୁ ଖ୍ରୀଷ୍ଟର୍ ଇଶ୍ଵର୍ ଦନ୍ୟ, କାଇତାକ୍ ସେ ଅମୁକ୍ ଖ୍ରୀଷ୍ଟର୍ ସ୍‍ଙ୍ଗ୍‍ ଗଟେକ୍ କ୍‌ରାଇକ୍‌ରି ସ୍‌ର୍‌ଗାର୍ ସ୍‌ବୁ ଆତ୍ମିକ୍ ଆଶିର୍‌ବାଦ୍‌ ଅମୁକ୍ ଦିଲାଆଚେ।


ସେତାର୍‍ଗିନେ ଜୁଇ ଉବା ଇଶ୍ଵରାର୍ ତ୍ଇହ୍‍ଣି ସ୍‌ର୍‌ଗ୍ ଆର୍ ହୁର୍‌ତିବିର୍ ସ୍‌ବୁ ବ୍ଉଁସ୍ ନାଉଁ ହାଉତି,


ଅମିମ୍‌ନ୍ ଖ୍ରୀଷ୍ଟ ଯୀଶୁର୍ ଲ୍‌ଗେରିଲା ତୁମାର୍ ବିଶ୍‍ବାସ୍ ଆର୍ ସ୍‌ର୍‌ଗେ ତୁମାର୍‌ମ୍‌ନ୍‌କାର୍ ଗିନେ ସ୍‌ଙ୍ଗାଇରିଲା ଆଶାର୍ ଗିନେ ସ୍‌ବୁ ଇଶ୍ଵରାର୍ ଲକ୍‌ମ୍‍ନ୍‌କେ କ୍‌ର୍‌ତିରିଲା ତୁମାର୍ ଲାଡ୍ ବିଷୟେ ଶୁଣି।


ତୁମିମ୍‍ନ୍ ଜାଣିଆଚାସ୍ ଯେ, କ୍‌ବେ ହେଁ ଅମି ପୁସ୍‌ଲାଇ କ୍‍ରି କ୍‌ତାକଇ ତୁମୁକ୍ ଗୁହାମ୍‌କେ ଚେଷ୍ଟାକ୍‌ରି ନ୍‌କେରୁ, ଅମି ତୁମାର୍‌ମ୍‌ନ୍‌କାର୍ ଟ୍‍କା ଚାଇଁ ନ୍‌କେରୁ, ତୁମାର୍‌ମ୍‌ନ୍‌କାର୍ ତ୍‌ଇହ୍‌ଣି ଅମି ନିଜାର୍ ହାଇଁ କାଇରି ହେଁ ବାବି ଲୁକାଇ ନ୍‌କେରୁ, ଇଶ୍ଵର୍ ଜାଣେ ଯେ ଇରି ସ୍‌ତ୍‌।


ଇଶ୍ଵର୍ ମକେ ଲକ୍‌ମ୍‌ନ୍‌କାର୍‌ ଗିନେ ସୁବ୍‌କ୍‌ବର୍ ପର୍‍ଚାର୍ କ୍‌ରୁକେ ଇ ଆଦେଶ୍ ଅକାବାଗ୍ ଦିଲାଆଚେ, ଇ ମଇମାର୍ ସୁବ୍‍କ୍‍ବର୍ ଇଶ୍ଵରାର୍ ତ୍‌ଇହ୍‌ଣି ଆସିଆଚେ।


ସେ ସ୍‌ବୁବ୍‌ଳାର୍ ର୍‍ଜାର୍ ସ୍‌ର୍‌ଦା ଆର୍ ସନ୍‌ମାନ୍ ଅଉଅ, ସେ ନ୍‌ଡିସେ ଆର୍ ନ୍‍ଷ୍ଟ ଅଇନ୍‌କେରେ, ସ୍‌ର୍‌ଦା ଆର୍ ସନ୍‌ମାନ୍ ଜୁଗେ ଜୁଗେ ଇଶ୍ଵରାର୍ ଅଉଅ ଆମେନ୍।


ସେ କ୍‌ବେ ହେଁ ନ୍‌ମରେ, ସେ ହ୍‌କା ମାନାଇମ୍‌ନ୍ ନ୍‍ଜାଣ୍‌ତାର୍‌ ଉଜାଳାର୍ ଦେଶେ ବାସା କ୍‌ରୁଲା, କେ ତାକେ ନ୍‌ଦେକେ କି କ୍‍ବେହେଁ ଦ୍‌କୁ ନ୍‌ହାରେ, ତାର୍ ମଇମା ଅଉଅ ଆର୍ ତାର୍ ପବିତର୍‌ ରାଇଜ୍‌ ଜୁଗେ ଜୁଗେ ରେଉଅ। ଆମେନ୍।


ଅମାର୍ ମାପ୍‌ରୁ ଯୀଶୁ ଖ୍ରୀଷ୍ଟର୍ ଉବା ଇଶ୍ଵର୍ ଦନ୍ୟ ଅଉଅ, ତାର୍ ବ୍‌ଡ୍ ଆଶିର୍‌ବାଦ୍‌ ଦ୍ବାରା ସେ ଅମୁକେ ଗଟେକ୍ ନ୍ଉଁଆ ଜୀବନ୍ ଦ୍‌ଇଆଚେ, ଯୀଶୁ ଖ୍ରୀଷ୍ଟର୍ ମ୍‌ର୍‌ନେ ହ୍‌ଣି ଜୀବନ୍ ଅଉତା ଦ୍ବାରା ଇ ନ୍ଉଁଆ ଜୀବନ୍ ଅମୁକେ ଗଟେକ୍ ନ୍‌ସେର୍‌ତା ଜୀବନାର୍ ଆଶା ଦ୍‌ଇଆଚେ।


ကြှနျုပျတို့နောကျလိုကျပါ:

ကြော်ငြာတွေ


ကြော်ငြာတွေ