୨ କରନ୍ତି 11:10 - ବ୍ଡ଼୍ ହ୍ର୍ଜା ବାଇବଲ10 ମର୍ ହୁର୍ଦୟେ ରିଲା ଖ୍ରୀଷ୍ଟର୍ ସ୍ତ୍କେ ମୁଇ ସାକି ମାନିକ୍ରି କ୍ମ୍ଲେ ଯେ, ଆଖାୟା ଜିଲାର୍ କେହେଁ ମର୍ ଇ ଗ୍ର୍ବ୍କେ ମିଚ୍ବ୍ଲି କ୍ମ୍ ନାହାର୍ତି। အခန်းကိုကြည့်ပါ။ସଃର୍ଗାର୍ ବାଟ୍ ନଃଉଁଆ ନିଅମ୍10 ମର୍ତଃୟ୍ ରିଲା କ୍ରିସ୍ଟର୍ ସଃତ୍କେ ସାକି ମାନି ମୁୟ୍ଁ କଃଉଁଲେ ଜେ, ଆକାୟାର୍ ହଲିମଃନାର୍ ତଃୟ୍ ମର୍ ଇ ଗଃର୍ବ୍ କେ ତେବାଉଁ ନଃହାର୍ତି । କାୟ୍ତାକ୍ ? အခန်းကိုကြည့်ပါ။ |
କାଇତାକ୍ ମୁଇ ତୁମାର୍ମ୍ନ୍କାର୍ ଇଚା ଜାଣିନ୍ଦ୍, ଆର୍ ସେ ବିଷୟେ ମାକିଦନିଆ ସ୍ହରାର୍ ଲକ୍ମ୍ନ୍କାର୍ ଲ୍ଗେ ତୁମାର୍ମ୍ନ୍କାର୍ ବିଷୟେ ମୁଇ ଗ୍ର୍ବ୍ କ୍ରିନ୍ଦ୍ ଯେ, ଆଖାୟା ଜିଲାର୍ ଲକ୍ ଗ୍ଲା ବର୍ଷ ହ୍ଣି ତିଆର୍ ଅଇ ଆଚ୍ତି, ଆରେକ୍ ତୁମାର୍ମ୍ନ୍କାର୍ ସ୍ର୍ଦା ଦ୍କି ଇ ଲ୍ଗାର୍ ବେସିଲକ୍ ସ୍ର୍ଦା ଅଇ ସେବାର୍ ଗିନେ ଦାନ୍ ଦେତାର୍ ହାଇଁ ତିଆର୍ ଅଇଆତ୍ତି।