25 ଏ ମର୍ ବାଇ ଆର୍ ବେଣିମ୍ନ୍ ଅମାର୍ ହାଇଁ ପାର୍ତେନା କ୍ରା।
25 ଏ ବାୟ୍ବେଣିମଃନ୍, ଅଃମାର୍ ଗିନେ ହେଁ ପାର୍ତ୍ନା କଃରା ।
ଏ ମର୍ ଲାଡାର୍ ବାଇ ଆର୍ ବେଣିମ୍ନ୍, ଅମାର୍ ମାପ୍ରୁ ଯୀଶୁ ଖ୍ରୀଷ୍ଟର୍ ନାଉଁଏ ମୁଇ ତୁମୁକ୍ମ୍ନ୍ ଗ୍ଉଆରି କ୍ରୁଲେ ଯେ ମର୍ହାଇଁ ଇଶ୍ଵରାର୍ ଲ୍ଗେ ପାର୍ତେନା କ୍ରି ମର୍ କ୍ଷ୍ଟ ତ୍ଇ ବାଗି ଅଉଅ ପବିତର୍ ଆତ୍ମା ଦ୍ୱାରା ତୁମୁକେ ଦିଆ ଅଉତା ମର୍ହାଇଁ ଲାଡ୍ ହାଇଁ ଇରି କ୍ରା।
ତୁମିମ୍ନ୍ ହେଁ ଯଗ୍ ଦ୍ଇ ପାର୍ତେନାଇ ଅମାର୍ମ୍ନ୍କାର୍ ଉପ୍କାର୍ କ୍ରୁଲାସ୍, ଜ୍ନ୍କ୍ରି ଅମୁକ୍ମ୍ନ୍କେ ଜୁଇ ଆଶିର୍ବାଦ୍ ଦାନ୍ ଦିଆଅଇଲି ଆଚେ, ସେତାର୍ଲାଗି ବେସିଲକାର୍ ଟଣ୍ଡେ ହ୍ଣି ଅମାର୍ମ୍ନ୍କାର୍ ହାଇଁ ବେସି ଦନ୍ୟବାଦ୍ ଦିଆଅଇଦ୍।
କାଇତାକ୍ ମୁଇ ଜାଣି ଯେ, ତୁମାର୍ମ୍ନ୍କାର୍ ପାର୍ତେନା ଆର୍ ଯୀଶୁ ଖ୍ରୀଷ୍ଟର୍ ପବିତର୍ ଆତ୍ମା ସାଇଜ ଦ୍ବାରା ମୁଇ ଉଦାର୍ ହାଇନ୍ଦ୍।
ଅମାର୍ ଗିନେ ହେଁ ପାର୍ତେନା, ଇଶ୍ଵରାର୍ କ୍ବର୍ ଲକ୍ମ୍ନ୍କେ କ୍ମ୍କେ ଅମୁକେ ସୁଜଗ୍ ଦିଲେକ୍, ଇଶ୍ଵର୍କେ ପାର୍ତେନା କ୍ରା, ଖ୍ରୀଷ୍ଟର୍ ବିଷୟେ ଇଶ୍ଵର୍ ଜୁଇ ଲୁକିରିଲା ଶ୍ବ୍ଦ ଜାଣାଇଦ୍, ତାକେ ଜ୍ନ୍କ୍ରି ଅମି ପର୍ଚାର୍ କ୍ରୁନ୍ଦ୍, ସେତାର୍ଗିନେ ପାର୍ତେନା କ୍ରା। ଇ ଶ୍ବ୍ଦ ପର୍ଚାର୍ କ୍ରୁଲିସ୍ ବ୍ଲି ମୁଇ ଜେଲ୍ ଗ୍ରେ ବନ୍ଦି।
ତାର୍ସ୍ଙ୍ଗ୍ ଆର୍ ଗଟେକ୍ କାମ୍କ୍ର୍, ମୁଇ ରେତାର୍ ଗିନେ ତର୍ ଗ୍ରେ ଗଟେକ୍ ବ୍କ୍ରା ସ୍ଜାଇ କ୍ରି ର୍କ୍, କାଇତାକ୍ ମୁଇ ଆଶା କ୍ରୁଲେ ମାପ୍ରୁ ତୁମାର୍ ପାର୍ତେନା ଶୁଣେଦ୍, ଆର୍ ତୁମୁକେ ଆର୍ ତରେକ୍ ଦ୍କୁକେ ଜେଇଲେ ହ୍ଣି ମକେ ବାର୍କ୍ରି ତୁମାର୍ ଲ୍ଗେ ଆଣେଦ୍।