20 ବବିଶତ୍ କ୍ତା କ୍ଉତାଲକ୍ କଇଲା ବବିସତ୍ କ୍ତାକେ ଇନସ୍ତା କ୍ରାନାଇ,
20 ଇସ୍ୱରାର୍ କବୁର୍କେ ଗିଣ୍ କଃରା ନାୟ୍ ।
ସ୍ଡେବ୍ଳ୍ ଆନ୍ତିୟଖିଆ ମ୍ଣ୍ତଳିଲ୍ଗେ କ୍ତେକ୍ ବବିଶତ୍ କ୍ତା କ୍ଉତାଲକ୍ ଆର୍ ଶିକ୍ୟା ଦେତା ଗୁରୁମ୍ନ୍ ରିଲାଇ, ସେମ୍ନ୍ ଅଇଲାଇ ବର୍ଣ୍ଣବା, ଶିମିୟନ୍, ଜାକେ କି ନିଗର୍ ବ୍ଲି କ୍ଉତି, କୂରୀଣୀୟ, ଲୁକିୟ, ମ୍ନ୍ହେନ୍ ଯେ କି ହେରୋଦ୍ ର୍ଜାର୍ ଗ୍ରେ ବାଡିରିଲା, ଆର୍ ଶାଉଲ।
ଆର୍ ପାଉଲ୍ ସେମ୍ନ୍କାର୍ ଉହ୍ରେ ତାର୍ ଆତ୍ ସ୍ଙ୍ଗାଇଲାକେ ପବିତର୍ ଆତ୍ମା ସେମ୍ନ୍କାର୍ ଉହ୍ରେ ଉତ୍ରି ଆଇଲି, ଆରେକ୍ ସେମ୍ନ୍ ବିନ୍ବିନ୍ ବାଷାଇ କ୍ତାବାର୍ତା କ୍ଲାଇ ଆର୍ ଇଶ୍ଵରାର୍ ବାବବାଣି କଇଲାଇ।
ସେତାର୍ଗିନେ ମୁଇ ମାନାଇ ମୁଣ୍ତକେ ଡାହିକ୍ରି ପାର୍ତେନା କ୍ରେଦ୍ କି ବାକ୍ୟ ପର୍ଚାର୍ କ୍ରେଦ୍, ତ୍ବେ ସେ ଖ୍ରୀଷ୍ଟର୍ ଲିନ୍ଦା କ୍ରେଦ୍।
କାକେ ଚାନିଆକାମ୍ କ୍ରୁକେ ଶ୍କ୍ତି, କାକେ ବବିଶ୍ବତ୍ କ୍ତା କ୍ଉତା ଶ୍କ୍ତି, କାକେ ବିନ୍ବିନ୍ ଆତ୍ମା ଚିନ୍ତାର୍ ଶ୍କ୍ତି, କାକେ ବିନ୍ବିନ୍ ବାଷାଇ କ୍ତା କ୍ଉତା ଶ୍କ୍ତି, ଆର୍ କାକେ ସେ ବାଷାର୍ ଅର୍ତ କ୍ଉତା ଶ୍କ୍ତିଦିଲାଆଚେ।
ଇଶ୍ଵର୍ ମ୍ଣ୍ତଳିଲ୍ଗେ ହ୍ର୍ତୁ ହ୍ଟାଇଲା ଚେଲାକେ, ହ୍ଚେ ବବିଶତ୍ କ୍ତା କ୍ଉତା ଲକ୍କେ, ତାର୍ହ୍ଚେ ଶିକ୍ୟା ଦେତା ଗୁରୁମ୍ନ୍କେ ବାଚ୍ଲା ଆଚେ। ତାର୍ହ୍ଚେ ଚମ୍ତ୍କାର୍ କାମ୍ କ୍ର୍ତା ମାନାଇକେ, ରଗ୍ ନିକା କ୍ର୍ତା ଲକେ, ସାଇଜ କ୍ର୍ତା ଲକେ, ନେତାମ୍ନ୍କେ, ହ୍ଚେ ବିନ୍ବିନ୍ ବାଷାଇ କ୍ତା କ୍ଉତା ମାନାଇକେ ସେ ବାଚ୍ଲା ଆଚେ।
ଯଦି ମର୍ଲ୍ଗେ ବାବବାଣି କ୍ଉତାର୍ ଶ୍କ୍ତି ର୍ଇଦ୍ ଆର୍ ବୁଦି ଗ୍ଯାନ୍ ହେଁ ର୍ଇଦ୍, ସ୍ବୁ ଲୁକିରିଲା ବାକ୍ୟ ବୁଜୁକେ ମର୍ ବୁଦି ର୍ଇଦ୍, ବିଶ୍ବାସ୍ କ୍ରି ଡଙ୍ଗୁର୍କେ ଗୁଚାମ୍କେ ହେଁ ମର୍ ଶ୍କ୍ତି ର୍ଇଦ୍, ମ୍ତର୍ ମର୍ଲ୍ଗେ ଲାଡ୍ନାଇ ତ୍ବେ ଇସ୍ବୁ ରିଲେକ୍ ହେଁ କାଇ ଲାବ୍ନାଇ।
ଅମାର୍ ବୁଦି ଗ୍ଯାନ୍ ଆର୍ ଇଶ୍ଵରାର୍ ବାକ୍ୟ ପର୍ଚାର୍ କ୍ର୍ତାର୍ ଦାନ୍ ଅଳ୍କ୍ ହ୍କା।
ସେତାର୍ଗିନେ ତୁମିମ୍ନ୍ ନିଜାର୍ ନିଜାର୍ ବିତ୍ରେ ଲାଡ୍ କ୍ରୁକେ ଶିକା, ଆର୍ ଆତ୍ମିକ୍ ବ୍ଡ୍ ଦାନ୍ ହାଉତାର୍ ଗିନେ ଚେଷ୍ଟାକ୍ରା, ମ୍ତର୍ ବାବବାଣିର୍ ଦାନ୍ ହାମ୍କେ ବେସି ଚେଷ୍ଟାକ୍ରା।
ତ୍ବେ ଜୁଇଲକ୍ ଇ ଶିକ୍ଯାକେ ଅପମାନ୍ କ୍ରେଦ୍, ସେ ଇଶ୍ଵର୍କେ ଅପମାନ୍ କ୍ରେଦ୍, ମାନାଇକେ ନଇ। ଇଶ୍ଵର୍ ତାର୍ ପବିତର୍ ଆତ୍ମା ତୁମୁକେ ଦ୍ଇ ର୍ଇଦ୍।
ଏ ଲାଡାର୍ ବାଇମ୍ନ୍, ଇ ଜ୍ଗତ୍ ତ୍ଇ ବେସି ମିଚ୍ ବବିସ୍ତ୍ କ୍ଉତାଲକ୍ ଆତିତ୍, ସେତାକ୍ ସ୍ବୁ ଆତ୍ମାକେ ବିଶ୍ବାସ୍ କ୍ରାନାଇ, ମ୍ତର୍ ସେମ୍ନ୍ ଇଶ୍ଵରାର୍ ତ୍ଇହ୍ଣି ଆଇଲାଇ ଆତି କି ନାଇ, ଇରି ପରିକ୍ୟା କ୍ରି ଦ୍କା।