17 ସ୍ବୁବ୍ଳ୍ ପାର୍ତେନା କ୍ରା।
17 ସଃବୁବଃଳ୍ ପାର୍ତ୍ନା କଃରା,
ଯୀଶୁ ତାର୍ ଚେଲାମ୍ନ୍କେ ଗଟେକ୍ ଦ୍କାଇକ୍ରି କ୍ଉତା କ୍ତା କ୍ଇ ଶିକ୍ୟା ଦେମ୍କେ ଲାଗ୍ଲା, “ହାଲିଆ ଅଉଆନାଇ ସ୍ବୁବ୍ଳ୍ ଦ୍ର୍କାର୍ ବିଷୟେ ପାର୍ତେନା କ୍ରା,
ମ୍ତର୍ ତୁମିମ୍ନ୍ ଜାଗ୍ରତ୍ ଅଇକ୍ରି ସ୍ବୁବ୍ଳ୍ ପାର୍ତେନା କ୍ରା, ତ୍ବେ ତୁମିମ୍ନ୍ ଆସ୍ତା ଦିନାର୍ ଦୁକ୍ କ୍ଷ୍ଟାର୍ ତ୍ଇହ୍ଣି ଉଦାର୍ ହାମ୍ ହାରାସ୍ ଆର୍ ମୁଇ ମାନାଇ ହିଲାର୍ ମୁଏ ହେଁ ଟିଆ ଅମ୍ହାରାସ୍।”
ବ୍ର୍ସା ରିଲେକ୍ ସ୍ର୍ଦା ରିଆ। ଅସୁବିଦା ସାମ୍ନା କ୍ର୍ତାବ୍ଳ୍ ତୁମି ସାସ୍ ଦ୍ରା ଆର୍ ସ୍ବୁବ୍ଳ୍ ପାର୍ତେନା କ୍ରା।
ପାର୍ତେନା କ୍ରି ଇଶ୍ଵର୍କେ ଇସ୍ବୁ ମାଗା, ସ୍ବୁବ୍ଳ୍ ପବିତର୍ ଆତ୍ମାର୍ ଇଚାୟ୍ ପାର୍ତେନା କ୍ରା, ଜାଗ୍ରତ୍ ଅଇରିଆ ଆର୍ ଇଶ୍ଵରାର୍ ଲକ୍ମ୍ନ୍କାର୍ ଗିନେ ସ୍ବୁବ୍ଳ୍ ପାର୍ତେନା କ୍ରା।
ସ୍ବୁବ୍ଳ୍ ପାର୍ତେନା କ୍ର୍ତେରିଆ, ପାର୍ତେନା କ୍ଲାବ୍ଳ୍ ସ୍ବୁବ୍ଳ୍ ଇଶ୍ଵର୍କେ ଦନ୍ୟବାଦ୍ ଦିଆସ୍।
ସ୍ବୁ ବିଷୟ୍ ସ୍ର୍ତା ସ୍ମୟ୍ ଲ୍ଗେ ଆଇଲିବେ, ତ୍ବେ ନିଜାର୍ ମ୍ନ୍କେ ଶୁଚି ର୍କା ଆର୍ ନିଜ୍କେ ନିଜାର୍ ଆୟତେ ର୍କା, ଇରି ତୁମୁକେ ପାର୍ତେନା କ୍ରୁକେ ସାଇଜ କ୍ରେଦ୍।