୧ ତେସଲନିକି 5:1 - ବ୍ଡ଼୍ ହ୍ର୍ଜା ବାଇବଲ1 ମ୍ତର୍ ଏ ମର୍ ଲାଡାର୍ ବାଇ ଆର୍ ବେଣିମ୍ନ୍! ଗଣ୍ଟା ଆର୍ ତାରିଖ୍ ବିଷୟେ ଅବେ କାଇରି ଲେକ୍ତା ଦ୍ର୍କାର୍ ନାଇ। အခန်းကိုကြည့်ပါ။ସଃର୍ଗାର୍ ବାଟ୍ ନଃଉଁଆ ନିଅମ୍1 ମଃତର୍ ଏ ବାୟ୍ବେଣିମଃନ୍, ଇ ସଃବୁ କଃତା କଃବେ ଆର୍ କଃନ୍କା ବେଳାୟ୍ ଗଃଟେଦ୍, ଇ କଃତା ତୁମିମଃନ୍କେ କାୟ୍ରି ଲେକି ଜାଣାଉଁକ୍ ଲଳା ନାୟ୍ । အခန်းကိုကြည့်ပါ။ |
ମୁଇ ମର୍ ସ୍ବୁଶ୍କ୍ତି ଦ୍ଇ ଅମି ସ୍ବୁଲକ୍ ବାଗିଦାର୍ ରିଲା ଅମାର୍ ଉଦାର୍ ଆର୍ ନ୍ଉଆ ଜୀବନ୍ ଜୁଇରି ଯୀଶୁର୍ ଦ୍ବାରା ଇଶ୍ୱର୍ ତ୍ଇହ୍ଣି ଆସେଦ୍ ସେ ବିଷୟେ ତୁମୁକେ ଲେକୁଲେ। ମ୍ତର୍ ଅବେ ମୁଇ ଇ ଚିଟି ଦ୍ବାରା ତୁମୁକେ ସାସ୍ କ୍ରାମ୍କେ ଇ ଚିଟି ଲେକୁଲେ, ତ୍ବେ ତୁମି କ୍ଷ୍ଟ ଅଇଲେକ୍ ହେଁ ତୁମାର୍ ଖ୍ରୀଷ୍ଟାନ୍ ବିଶ୍ବାସ୍କେ ଦ୍ରି ରେମ୍ହାରାସ୍। ଇଶ୍ୱର୍ ଇ ବିଶ୍ବାସ୍କେ ତାର୍ ସ୍ବୁ ଲକ୍କେ ଗଟେତର୍ ଦିଲା ଆର୍ ଇରି ବାଦ୍ଲୁ ନାହାରେ।