11 ସ୍ବୁବ୍ଳ୍ ହାଇଁ ସ୍ବୁଶ୍କ୍ତି ଇଶ୍ଵରାର୍ ହ୍କା ଅଇଦ୍, ଆମେନ୍।
11 ବଳ୍ବପୁ ଜୁଗେଜୁଗେ ତାର୍ ଆମେନ୍ ।
ଇଶ୍ଵର୍ ସ୍ବୁ ତିଆର୍ କ୍ରିଆଚେ। ସ୍ବୁ ବିଷୟ୍ ତାର୍ ତ୍ଇ ଆର୍ ତାର୍ ହାଇଁ ଆଚେ ତାର୍ ମଇମା ଜୁଗେ ଜୁଗେ ଅଉଅ। ଆମେନ୍।
ଜୁଇ ଲକ୍ ପର୍ଚାର୍ କ୍ରୁକେ ଚାହେଁଦ୍, ସେ ଇଶ୍ଵରାର୍ ବାକ୍ୟ ପର୍ଚାର୍ କ୍ର, ଜୁଇ ଲକ୍ ସେବା କ୍ରେଦ୍, ସେ ଇଶ୍ଵର୍ ଦିଲା ଶ୍କ୍ତି ସାଇଜରେ ସେବା କ୍ର, ତୁମି ଇସ୍ବୁକାମ୍ ଅନ୍କା ବାବ୍ରେ କ୍ର୍ତା ଉଚିତ୍ ଖ୍ରୀଷ୍ଟର୍ ଦ୍ଇ ଜ୍ନ୍କ୍ରି ଇଶ୍ଵର୍ ସ୍ବୁ ବିଷୟ୍ରେ ମଇମା ହାଉତି, ଶ୍କ୍ତି ଆର୍ ମଇମା ସ୍ବୁବ୍ଳ୍ ହାଇଁ ତାର୍ ଅଇଦ୍। ଆମେନ୍।
ଯୀଶୁ ଅମୁକ୍ମ୍ନ୍ ଗଟେକ୍ ରାଇଜ୍ ହର୍ କ୍ରିଆଚ୍ତି ଆର୍ ସେ ଅମୁକ୍ମ୍ନ୍ ତାର୍ ଉବା ଇଶ୍ଵରାର୍ ସେବା କ୍ର୍ତାର୍ ହାଇଁ ଜାଜକ୍ ହର୍ ବାଚି ଆଚ୍ତି। ତାର୍ ମଇମା ଆର୍ ଶ୍କ୍ତି ଜୁଗେ ଜୁଗେ ଅଉଅ। ଆମେନ୍।
ଆରେକ୍ ମୁଇ ସ୍ର୍ଗ୍, ହୁର୍ତିବି, ହାତାଳ୍ ଆର୍ ସ୍ମ୍ଦୁରେ ରେତା ସ୍ବୁ ଜ୍ତୁ, ହେଁ, ସାରା ଜ୍ଗତେ ଜୀବନ୍ ରେତା ସ୍ବୁ ଇରି କ୍ଉତାର୍ ଶୁଣ୍ଲେ, “ପ୍ରଶଂସା, ସନ୍ମାନ୍, ମଇମା ଆର୍ ଅଦିକାର୍ ସ୍ବୁବ୍ଳ୍ ରାଜ୍ଗାଦି ତ୍ଇ ବ୍ସିରିଲା ଲକାର୍ ଆର୍ ମେଣ୍ଢା ଯେ କି ଯୀଶୁର୍ ସ୍ବୁବ୍ଳ୍ ଅଉଅ।”