Biblia Todo Logo
အွန်လိုင်း သမ္မာကျမ်းစာ

- ကြော်ငြာတွေ -




1 ପିତର୍ 4:16 - ବ୍‌ଡ଼୍ ହ୍‌ର୍‌ଜା ବାଇବଲ

16 ତୁମି ସେ ଖ୍ରୀଷ୍ଟାନ୍ ନାଉଁଆର୍ ହାଇଁ ଇଶ୍ଵର୍‍କେ ଦନ୍ୟବାଦ୍‌ ଦିଆସ୍।

အခန်းကိုကြည့်ပါ။ ကော်ပီ

ସଃର୍ଗାର୍‌ ବାଟ୍‌ ନଃଉଁଆ ନିଅମ୍‌

16 ମଃତର୍‌ କେ ଜଦି କ୍ରିସ୍ଟାନ୍‌ ଅୟ୍‌ ଡଃଣ୍ଡ୍‌ ବୟ୍‌ଗ୍‌ କଃରେଦ୍‌, ତଃନ୍‌ଅୟ୍‌ଲେକ୍‌ ସେ ଲାଜ୍‌ ନଃଉଅ, ମଃତର୍‌ ଇ ନାଉଁଆର୍‌ ଗିନେ ଇସ୍ୱରାର୍‌ ଗୁଣ୍‌ କଃଉଆ ।

အခန်းကိုကြည့်ပါ။ ကော်ပီ




1 ପିତର୍ 4:16
20 ပူးပေါင်းရင်းမြစ်များ  

ସେତି ସେ ପାଉଲ୍‌କେ ହାଇ ଆନ୍ତିୟଖିଆକେ ଦ୍‍ରି ଆଇଲା, ଇ ଦୁଇ ଲକ୍ ଗଟେକ୍ ବର୍ଷ ଇ ମ୍‌ଣ୍ତଳିର୍ ବିଶ୍‍ବାସିମ୍‌ନ୍‌କାର୍ ସ୍‍ଙ୍ଗ୍‍ ମିସିକ୍‌ରି ଗାଦା ସ୍‌ବୁ ଲକ୍‍ମ୍‍ନ୍‌କେ ଶିକ୍ୟା ଦିଲାଇ। ଆର୍ ଅନ୍ତିୟଖିଆର୍ ଚେଲାମ୍‍ନ୍‍କେ ହ୍‌ର୍‌ତୁ ଖ୍ରୀଷ୍ଟାନ୍ ବ୍‌ଲି ନାଉଁ ଦିଆଅଇଲି।


ଆଗ୍ରିପ୍ପା ପାଉଲ୍‌କେ କଇଲା, “ଇ ଅଳକ୍ ସ୍‌ମୟେ ତୁଇ କାଇରି ମକେ ଖ୍ରୀଷ୍ଟାନ୍ କ୍‌ରିନ୍ଦ୍ ବ୍‌ଲି ବାବୁଲିସ୍?”


ମ୍‍ତର୍ ଅମିମ୍‍ନ୍ ତର୍ ଇଚା କାଇରି ସେରି ଜାଣୁକେ ମ୍‌ନ୍ କ୍‌ରୁଲୁ। କାଇତାକ୍ ସ୍‌ବୁ ଲକ୍‍ମ୍‍ନ୍ ତୁମାର୍ ଦ୍‌ଳାର୍ ବିଷୟେ କ୍‌ମ୍‌ଲାଇ।


ସେତାର୍‍ଗିନେ ହ୍‌ଟାଇଲା ଚେଲାମ୍‌ନ୍ ମିଟିଙ୍ଗ୍ ବ୍‌ସ୍‌ଲା ତ୍‌ଇହ୍‌ଣି ସ୍‌ର୍‌ଦା ଅଇକ୍‌ରି ବାରିଗ୍‍ଲାଇ, କାଇତାକ୍ ସେମ୍‍ନ୍ ଯୀଶୁର୍ ଗିନେ ଦୁକ୍‍କ୍‍ଷ୍ଟ ଆର୍ ଡ୍‌ଣ୍ତ୍ ବଗୁକେ ଦ୍‌ର୍‌କାର୍ ବ୍‌ଲି ଜାଣିରିଲାଇ।


ଇ ବିଷୟେ ମର୍ ଗଟେକ୍ ଆଶା ଆର୍ ବର୍‌ସା ଆଚେ, ଯେ ମୁଇ କୁଇ ବିଷୟ୍ ଗିନେ ହେଁ ଇନସ୍ତା ନଇ, ମ୍‍ତର୍ ସ୍‌ବୁବ୍‌ଳାର୍ ହର୍ ଅବେ ହେଁ ବେସି ସାସାର୍ ସ୍‌ଙ୍ଗ୍‌, ଜୀବନ୍ ରିଲେକ୍ କି ମ୍‌ଲେକ୍ ହେଁ, ଖ୍ରୀଷ୍ଟକେ ମର୍ ଜୀବନ୍ ଦ୍‌ଇ ମଇମା କ୍‌ରିନ୍ଦ୍।


କାଇତାକ୍ ଖ୍ରୀଷ୍ଟର୍ ଲ୍‌ଗେ ବିଶ୍‍ବାସ୍ କ୍‌ରୁକେ ତୁମୁକ୍‍ମ୍‌ନ୍‍କେ ଦୟା ଦିଆଅଇଲିଆଚେ, ସେରି ନଇ, ମ୍‍ତର୍ ତାର୍‌ଉହ୍‌ରେ ବିଶ୍‍ବାସ୍ କ୍‌ର୍‌ତାର୍ ଗିନେ ଦୁକ୍ ବଗୁକେ ହେଁ ତୁମୁକେ ଦୟା ଦିଆଅଇଲିଆଚେ।


ସେତାର୍‍ଗିନେ ମୁଇ ଅବେ ଜ୍‌ଇଲେ ଦୁକ୍‍କ୍‍ଷ୍ଟ ବଗୁଲେ, ଜାକେ ମୁଇ ବିଶ୍‌ବାସ୍‌ କ୍‌ରୁଲେ ତାକେ ମୁଇ ସ୍‌ବୁ ଜାଣିଆଚି, ସେ ମକେ ଜୁଇ ବଜ୍ ଦିଲାଆଚେ ସେତାକ୍ ପର୍‍ଚାର୍ କ୍‌ରୁକେ, ସେରି ବ୍‌ଡ୍ ବିଚାର୍‌ କ୍‍ର୍‍ତାଦିନ୍ ହ୍‌ତେକ୍ ଉଦାର୍‌ ଅଇର୍‌ଇଦ୍, ଇରି ମୁଇ ବ୍‌ଲ୍‌ବାବେ ଜାଣୁଲେ ଆର୍ ସେରି ଆଶା କରୁଲେ।


ଆର୍ ଜୁଇ ଯୀଶୁର୍‌ ନାଉଁରେ ତୁମିମ୍‍ନ୍ ବ୍‍ଡ୍‌ବ୍‍ଲି ନାଉଁ ହୁଟି ଆଚାସ୍ ଆର୍ ଯେ ଅମୁକ୍‌ମ୍‌ନ୍ ନିଜାର୍ କ୍‍ରି ଆତ୍‍ତି, ସେମ୍‍ନ୍ ତାକାର୍ ଲିନ୍ଦା କ୍‍ରି ଆତ୍‍ତି।


ମାପ୍‌ରୁକେ ବିଶ୍‍ବାସ୍ ନ୍‌କେର୍‌ତା ଲକ୍‍ମ୍‍ନ୍ ତୁମାର୍ ଚାରିବାଟ୍ ଆଚ୍‌ତି। ସେମନ୍ କ୍‌ମ୍‌ହାର୍‌ତି ଯେ ତୁମି କ୍‍ରାପ୍ କାମ୍ କ୍‍ରୁଲାସ୍। ତ୍‌ବେ ବ୍‍ଲ୍ ଜୀବନ୍ ଜାପନ୍ କ୍‍ରା ତ୍‌ନ୍‌ଅଇଲେକ୍ ତୁମି କ୍‌ରିରିଲା ବ୍‌ଲ୍‌କାମ୍ ସେମ୍‌ନ୍ ଦ୍‍କ୍‌ତି ଆର୍ ଖ୍ରୀଷ୍ଟ ଆସ୍‌ତା ଦିନ୍ ସେମ୍‌ନ୍ ଇଶ୍ଵର୍‍କେ ମଇମା କ୍‌ର୍‌ତି।


ଜୁଇ ଲକ୍ ପର୍‌ଚାର୍ କ୍‌ରୁକେ ଚାହେଁଦ୍, ସେ ଇଶ୍ଵରାର୍ ବାକ୍ୟ ପର୍‌ଚାର୍ କ୍‌ର, ଜୁଇ ଲକ୍ ସେବା କ୍‍ରେଦ୍, ସେ ଇଶ୍ଵର୍ ଦିଲା ଶ୍‌କ୍‌ତି ସାଇଜରେ ସେବା କ୍‌ର, ତୁମି ଇସ୍‌ବୁକାମ୍ ଅନ୍‌କା ବାବ୍‌ରେ କ୍‌ର୍‌ତା ଉଚିତ୍ ଖ୍ରୀଷ୍ଟର୍ ଦ୍‌ଇ ଜ୍‌ନ୍‌କ୍‌ରି ଇଶ୍ଵର୍ ସ୍‌ବୁ ବିଷୟ୍‌ରେ ମଇମା ହାଉତି, ଶ୍‌କ୍‌ତି ଆର୍ ମଇମା ସ୍‌ବୁବ୍‌ଳ୍ ହାଇଁ ତାର୍ ଅଇଦ୍। ଆମେନ୍।


ତୁମିମ୍‍ନ୍ ଖ୍ରୀଷ୍ଟର୍ ହ୍‌ଚେ ଜ୍‌ମ୍‌ଲାସ୍ ବ୍‌ଲି ଲକ୍ ତୁମୁକେ କ୍‍ରାପ୍ କ୍‌ତା କଇଲେକ୍, ତ୍‌ବେ ତୁମି ଦନ୍ୟ ବ୍‌ଲି ଜାଣା। କାଇତାକ୍ ତୁମାର୍ ବିତ୍‌ରେ ମଇମା ହାଉତା ଆତ୍ମା ଆଚେ, ସେରି ହ୍‌କା ଅମ୍‌ଲି ଇଶ୍ଵରାର୍ ପବିତର୍ ଆତ୍ମା।


ତ୍‌ବେ ଜୁଇ ଲକ୍‍ମ୍‍ନ୍ ଇଶ୍ଵରାର୍ ଇଚା ଅନୁସାରେ ଦୁକ୍‍କ୍‍ଷ୍ଟ୍‌ ବଗୁଲାଇ, ସେମ୍‌ନ୍ ତାକେ ସେମ୍‌ନ୍‌କାର୍ ଆତ୍ମା ବିଶ୍‌ବାସ୍ ସ୍‌ଙ୍ଗ୍ ସ୍‌ହ୍‌ରି ଦେତା ଉଚିତ୍। ଇଶ୍ଵର୍ ସେମ୍‌ନ୍‌କେ ତିଆର୍ କ୍‍ରିଆଚେ ସେତାକ୍ ସେମ୍‌ନ୍ ତାକେ ବିଶ୍‌ବାସ୍ କ୍‌ରୁହାର୍‌ତି, ଆର୍ ସେମ୍‌ନ୍ ବ୍‍ଲ୍‌କାମ୍‍କ୍‍ରି ଚାଲ୍‌ତା ଉଚିତ୍।


ကြှနျုပျတို့နောကျလိုကျပါ:

ကြော်ငြာတွေ


ကြော်ငြာတွေ