Biblia Todo Logo
အွန်လိုင်း သမ္မာကျမ်းစာ

- ကြော်ငြာတွေ -




୧ ଜହନ୍‌ 3:1 - ବ୍‌ଡ଼୍ ହ୍‌ର୍‌ଜା ବାଇବଲ

1 ଦ୍‌କା, ଉବା ଇଶ୍ଵର୍ ଅମୁକ୍‌ମ୍‌ନ୍ ବେସି ଲାଡ୍‌କ୍‌ଲା। ଅମି ଇଶ୍ଵରାର୍ ହିଲା ବ୍‌ଲି ନାଉଁ ଅଉତା ଦ୍ବାରା ଅମାର୍ ଉହ୍‌ରେ ତାର୍ ବେସି ଲାଡ୍ ଦ୍‌କାଇଲା। ଅମିମ୍‌ନ୍ ସ୍‌ତ୍‌କ୍‌ରି ଇଶ୍ଵରାର୍ ହିଲା, ମ୍‍ତର୍ ଇ ଜ୍‍ଗତ୍‍ ଇଶ୍ଵର୍‍କେ ଚିନୁ ନ୍‌ହାର୍‌ଲାକ୍ ଅମୁକ୍‌ମ୍‌ନ୍ ହେଁ ଇଶ୍ଵରାର୍ ହିଲା ବ୍‌ଲି ଚିନୁ ନ୍‌ହାର୍‌ଲା।

အခန်းကိုကြည့်ပါ။ ကော်ပီ

ସଃର୍ଗାର୍‌ ବାଟ୍‌ ନଃଉଁଆ ନିଅମ୍‌

1 ଦଃକା ଉବା ଅଃମିମଃନ୍‌କ୍‌ କଃଡେକ୍‌ ଲାଡ୍‌ କଃରି ଆଚେ ଜେ, ଅଃମିମଃନ୍‌ ଇସ୍ୱରାର୍‌ ହିଲା ବଃଲି ଡାକେହୁଟୁନ୍ଦ୍‌, ଆର୍‌ ସଃତ୍‌କଃରି ଅଃମିମଃନ୍‌ ତାର୍‌ ହିଲାମଃନ୍‌, ଇତାର୍‌ ଗିନେ ଜଃଗତ୍‌ ଅଃମିମଃନ୍‌କ୍‌ ନଃଚିନୁଲି ବଃଲେକ୍‌ ସେରି ତାକ୍‌ ଚିନି ନଃରିଲି ।

အခန်းကိုကြည့်ပါ။ ကော်ပီ




୧ ଜହନ୍‌ 3:1
33 ပူးပေါင်းရင်းမြစ်များ  

ଆରେକ୍‌ ସେମ୍‍ନ୍ କ୍‌ବେ ହେଁ ନ୍‍ମର୍‍ତି, କାଇତାକ୍ ସେମ୍‍ନ୍ ସ୍‌ର୍‌ଗାର୍ ଦୂତ୍‍ମ୍‌ନ୍‌କାର୍ ହର୍ ଅଇରେତି, ଆର୍ ମ୍‌ରିକ୍‍ରି ଜିଇ ଉଟ୍‌ଲାର୍ ଗିନେ ସେମ୍‍ନ୍ ଇଶ୍ଵରାର୍ ହିଲାଜିଲା ଅଉତି।


ମ୍‍ତର୍ ଜ୍‌ତେକ୍ ଲକ୍‍ମ୍‍ନ୍ ତାକେ ମ୍‌ନ୍‌କ୍‌ଲାଇ ଆର୍ ତାର୍ ଉହ୍‍ରେ ବିଶ୍‍ବାସ୍ କ୍‌ଲାଇ, ସେସ୍‍ବୁ ଲକ୍‌ମ୍‍ନ୍‌କେ ସେ ଇଶ୍ଵରାର୍ ହଇସି ଅମ୍‍କେ ଅଦିକାର୍ ଦିଲା।


ମ୍‍ତର୍ ସେ ସ୍‍ବୁ ଚିନ୍‍ବିନ୍ ଅଇରିଲାର୍ ଇଶ୍ଵରାର୍ ଲକ୍‌ମ୍‍ନ୍‌କେ ଗଟେକ୍ ଗଷ୍ଟି କ୍‌ରୁକେ, ଯୀଶୁ ମ୍‍ରେଦ୍ ବ୍‍ଲି ବାବବାଣି ଜାଣାଇ ଦିଲା।


ମ୍‍ତର୍ ମର୍‌ଗିନେ ସେମ୍‍ନ୍ ତୁମୁକ୍‌ମ୍‌ନ୍ ଇ ସ୍‌ବୁ ଲିନ୍ଦା ତାଳ୍‌ନା କ୍‌ର୍‌ତି କାଇତାକ୍ ମକେ କେ ହ୍‍ଟାଇ ଆଚେ ସେରି ସେମ୍‍ନ୍ ନ୍‍ଜାଣ୍‍ତି।


ଲକ୍‍ମ୍‍ନ୍ ଇ ସ୍‌ବୁ ତୁମୁକ୍ କ୍‌ର୍‌ତି କାଇତାକ୍ ସେମ୍‍ନ୍ ମକେ କି ମର୍ ଉବାକେ ନ୍‍ଜାଣ୍‍ତି।


ପବିତର୍‌ ଉବା ହୁର୍‌ତିବି ତକେ ନ୍‍ଜାଣେ ମ୍‍ତର୍ ମୁଇ ତକେ ଜାଣିଆଚି, ଆର୍ ଏମ୍‌ନ୍ ହେଁ ଜାଣୁଲାଇ ଯେ ତୁଇମକେ ହ୍‍ଟାଇ ଆଚ୍‍ସି ବ୍‍ଲି।


କାଇତାକ୍ ଇଶ୍ୱର୍‌ ହୁର୍‌ତିବିର୍ ଲକ୍‍ମ୍‍ନକେ ବେସି ଲାଡ୍‌କ୍‌ଲା, ଆର୍ ସେ ତାର୍ ଗଟେକ୍ ହ୍‌କା ଲାଡାର୍ ହଇସିକେ ହୁର୍‌ତିବିର୍ ଲକ୍‍ମ୍‍ନ୍‍କାର୍ ଗିନେ ଦାନ୍‍ଦିଲା, ଜୁଇ ଲକ୍‌ମ୍‌ନ୍‌ ତାର୍ ଲ୍‌ଗେ ବିଶ୍‍ବାସ୍ କ୍‌ର୍‌ତି, ସେ ସ୍‍ବୁ ଲକ୍ ନ୍‍ଷ୍ଟ ନଇକ୍‌ରି, ନ୍‌ସେର୍‌ତା ଜୀବନ୍ ହାଉତି।


ମ୍‌ତ‍ର୍ ଅମିସ୍‌ବୁ ପାପି ରିଲା ସ୍‌ମୟରେ ଖ୍ରୀଷ୍ଟ ଅମାର୍ ହାଇଁ ମ୍‌ଲା। ଇତାର୍ ଲାଗି ଇଶ୍ୱର୍‌ ହ୍‍ର୍‍ମାଣ୍ କ୍‍ଲା ଯେ, ସେ ଅମୁକେ ବେସି ଲାଡ୍ କ୍‍ରିଆଚେ।


ଇଶ୍ୱର୍‌ ଯାଇରି ସ୍‌ବୁ ତିଆର୍ କ୍‍ରିଆଚେ, ସେ ସ୍‌ବୁ ବ୍‍ଡ୍ ଆଶାରେ ସେ ସ୍‌ମୟ୍‌କେ ଜାଗିଆଚେ ଯେ କ୍‌ଡେବ୍‌ଳ୍ ଇଶ୍ୱର୍‌ ଜ୍‍ଗତ୍‌କେ ଜାଣାଇ ଦେଇଦ୍ ଯେ, କୁଇଲକ୍ ତାର୍ ହିଲା ଅଉତି। ସ୍‌ବୁ ଜ୍‍ଗତେ ଇ ଗଟ୍‍ଣା ଗଟ୍ ବ୍‌ଲି ଜାଗି ବ୍‌ସିଆତ୍‌ତି।


ଜ୍‌ନ୍‌କ୍‌ରି ଇଶ୍ଵରାର୍ ତିଆର୍ କ୍‌ରିରିଲା ସ୍‌ବୁ ଜିନିଷ୍ ନାସ୍ ନ୍‌ଅଇକ୍‌ରି ମୁକ୍‌ତି ହାଉତି। ଆର୍‌ ଯେ ଇଶ୍ଵରାର୍ ହିଲାମ୍‌ନ୍‌କାର୍ ହାଇଁ ଯାଇରି ସ୍‌ବୁ ତିଆର୍ ଅଇଲିଆଚେ ସେରିମ୍‌ନ୍ ତାକାର୍ ନିଜାର୍ ଇଚାରେ ମଇମାର୍ ବାଗିଦାର୍ ଅଉତି।


ଯେ ନିଜାର୍ ହଇସିକ୍ ହେଁ ଉଦାର୍‌ ନ୍‌କେଲା, ମ୍‍ତର୍ ଅମାର୍ ସ୍‌ବ୍‌କାର୍ ହାଇଁ ତାକେ ସ୍‌ହ୍‌ରିଦିଲା, ସେ କ୍‍ନ୍‍କ୍‍ରି ତାର୍‌ସ୍‍ଙ୍ଗ୍‍ ହେଁ ସ୍‌ବୁ ବିଷଇ ଅମୁକ୍‌ମ୍‌ନ୍‌କେ ଦୟାର୍ ଦାନ୍ ନ୍‌କେରେ?


“ମୁଇ ତୁମାର୍‌ମ୍‌ନ୍‌କାର୍ ଉବାଦି ଅଇନ୍ଦ୍, ଆରେକ୍‌, ତୁମିମ୍‍ନ୍ ମର୍ ହିଲା ଆର୍ ଟକି ଅଉଆସ୍, ଇରି ସ୍‌ବ୍‌କେ ଶ୍‌କ୍ତିଶାଳି ମାପ୍‌ରୁ କଇଦ୍।”


କାଇତାକ୍ ବିଶ୍‍ବାସାର୍ ଗିନେ ତୁମିମ୍‍ନ୍ ଖ୍ରୀଷ୍ଟ ଯୀଶୁର୍ ଲ୍‌ଗେ ଗଟେକ୍ ଅଇକ୍‌ରି ଇଶ୍ଵରାର୍ ହିଲାଜିଲା ଅଇଆଚାସ୍।


ତୁମିମ୍‍ନ୍ ଖ୍ରୀଷ୍ଟର୍ ଅଇଲେକ୍ ଅବ୍ରାହାମାର୍ ବ୍‌ଉଁଶାର୍ ଲକ୍‌ ଅମ୍‌ହାରାସ୍, ତ୍‌ବେ ଇଶ୍ଵର୍ ଅବ୍ରାହାମ୍‌କେ ଜୁଇରି ହ୍‌ର୍‌ମାଣ୍ କ୍‌ଲାଆଚେ ସେରି ତୁମିମ୍‍ନ୍ ହେଁ ହାଉଆସ୍।


କାଇତାକ୍ ତୁମିମ୍‍ନ୍ ମ୍‌ରି ଆଚାସ୍, ଆରେକ୍‌ ତୁମାର୍‌ମ୍‌ନ୍‌କାର୍ ଜୀବନ୍ ଇଶ୍ଵର୍ ଯୀଶୁ ଖ୍ରୀଷ୍ଟର୍ ସ୍‌ଙ୍ଗ୍‌ ଲୁକି ଆଚେ।


ସେତାକ୍ କୁଇଲକ୍ ଇଶ୍ଵରାର୍ ହିଲା ଆର୍ କୁଇଲକ୍ ଶଇତାନାର୍ ହିଲା, ସେରି ତୁମିମ୍‍ନ୍ ଜାଣୁହାରାସ୍, ଜୁଇଲ୍‌କ୍ ସ୍‌ତ୍ କାମ୍‍କ୍‍ରି ନ୍‌କେରେ, ସେମ୍‌ନ୍ ଇଶ୍ଵରାର୍ ହିଲା ନଇ, ଯେ କି ନିଜାର୍ ବାଇକେ ଲାଡ୍‌କ୍‌ରି ନ୍‌କେରେ, ସେ ହେଁ ଇଶ୍ଵରାର୍ ହିଲା ନଇ।


ଏ ମର୍ ଲାଡାର୍ ବାଇମ୍‌ନ୍, ଅବେ ଅମିମ୍‌ନ୍ ଇଶ୍ଵରାର୍ ହିଲା, ମ୍‍ତର୍ ବବିଶତ୍‌ରେ ଅମି କାଇରି ଅମା ସେରି ଅମୁକେ ଜାଣାଇ ଦିଆଅଇ ନ୍‌କେରେ। ଅମି ଇରି ଜାଣୁନ୍ଦ୍ ଯେ ଖ୍ରୀଷ୍ଟ ଆର୍ ଗଟେତର୍ ଆସ୍‌ତାବ୍‌ଳ୍ ଅମିସ୍‌ବୁ ତାର୍ ହ୍‌ର୍ ଅଇ ଯୁମା, ସେ ଜ୍‌ନ୍‌କ୍‌ରି ଅମି ତାକେ ସେ ରୁପ୍ ଦ୍‌କୁନ୍ଦ୍।


ଯ୍‌ଦି ଅମି ଇଶ୍ଵରାର୍ ଲାଡେ ତିର୍‌ଅଇ ରେମ୍ ତ୍‍ବେ ତାର୍ ବିଚାର୍‌ ଦିନ୍ ଅମିମ୍‌ନ୍ ନ୍‌ଡିରି ବ୍‌ର୍‌ସା କ୍‍ରି ରେମ୍ ହାରୁ, ଇ ଜ୍‍ଗତେ ଅମୁକ୍‌ମ୍‌ନ୍ ଯୀଶୁର୍ ହ୍‌ର୍ ଅଇରିଲାକ୍ ନ୍‌ଡିରି ରେମ୍‌ ହାରୁ।


ଜୁଇ ଲକ୍ କ୍‍ରାପ୍ କାମ୍‌କେ ଆରାଇକ୍‌ରି ଜିତେଦ୍, ସେ ଇରିସ୍‌ବୁ ହାଇଦ୍। ମୁଇ ତାର୍ ଇଶ୍ଵର୍ ଅଇନ୍ଦ୍ ଆର୍ ସେ ମର୍ ହିଲା।


ကြှနျုပျတို့နောကျလိုကျပါ:

ကြော်ငြာတွေ


ကြော်ငြာတွေ