3 ମ୍ତର୍ ଜୁଇଲକ୍ ଇଶ୍ଵର୍କେ ଲାଡ୍ କ୍ରେଦ୍, ଯେ ତାକେ ଇଶ୍ଵର୍ ଜାଣିଆଚେ।
3 ମଃତର୍ କେ ଜଦି ଇସ୍ୱର୍କେ ଲାଡ୍ କଃରେଦ୍, ଇସ୍ୱର୍ ତାକେ ଜାଣି ଆଚେ ।
ସେଡେବ୍ଳ୍ ମୁଇ ସେମ୍ନ୍କେ ନିକାକ୍ରି କଇନ୍ଦ୍, ମୁଇ ତୁମୁକ୍ମ୍ନ୍ କ୍ବେ ହେଁ ଜାଣି ନ୍କେରି। ରେ ଅନ୍ୟାୟ୍ କାରି ମ୍ନ୍ ମର୍ଲ୍ଗେହ୍ଣି ଦୁରି ଅଉଆ।”
ମୁଇ ବ୍ଲ୍ ମେଣ୍ଢାଗ୍ଉଳିଆ, ଇଶ୍ୱର୍ ମକେ ଜ୍ନ୍କ୍ରି ଜାଣୁଲା ଆର୍ ମୁଇ ସେନ୍କ୍ରି ତାକେ ଜାଣୁଲେ,
ଯୀଶୁ ଶିମୋନ୍କେ ତିନିତର୍ ହ୍ଚାର୍ଲା, “ଯୋହନାର୍ ହଇସି ଶିମୋନ୍ ତୁଇମକେ ଲାଡ୍ କ୍ରୁଲିସ୍ କି?” ଯୀଶୁ ତାକେ ଅନ୍କ୍ରି ତିନିତର୍ ହ୍ଚାର୍ଲାକ୍ ପିତର୍ ଦୁକ୍ ଅଇ କଇଲା, “ମାପ୍ରୁ ତୁଇ ତ ସ୍ବୁ ବିଷୟ୍ ଜାଣୁଲିସ୍ ଆର୍ ମୁଇ ଯେ ତକେ ଲାଡ୍ କ୍ରୁଲେ ଇକ୍ତା ତୁଇ ଜାଣୁଲିସ୍।” ଯୀଶୁ ତାକେ କଇଲା, “ମର୍ ମେଣ୍ଢାମ୍ନ୍କାର୍ ଜ୍ତୁନ୍କ୍ର୍।
ସେମ୍ନ୍ ଜଲମ୍ ଅଉତା ଆଗେ ଇଶ୍ଵର୍ ଇସ୍ରାଏଲ୍ ଲକ୍ମ୍ନ୍କେ ବାଚିରିଲା। ଇଶ୍ଵର୍ ସେମ୍ନ୍କେ ଚାଡି ନ୍କେରେ। ଏଲିୟ ଜ୍ଡେବ୍ଳ୍ ଇଶ୍ଵରାର୍ ତ୍ଇ ଇସ୍ରାଏଲ୍ ଲକ୍ମ୍ନ୍କାର୍ ବିରୁଦେ ପାର୍ତେନା କ୍ର୍ତି ରିଲାଇ, ତାର୍ ବିଷୟେ ପବିତର୍ ଶାସ୍ତର୍ ଜୁଇରି କ୍ଇଦ୍, ତୁମି ଜାଣିଆଚାସ୍ କି?
ଅମି ଅବେ ଜୁଇସ୍ବୁ ଦ୍କୁଲୁ ସେ ହ୍ର୍ନା ଦ୍ର୍ହାଣେ ବ୍ଲ୍ବାବେ ନ୍ଡିସ୍ତି ରିଲାହର୍ ଅମାର୍ ରୁପ୍ହର୍। ମ୍ତର୍ ଦିନ୍ ଆସେଦ୍ ଅମିମ୍ନ୍ ସାମ୍ନା ସାମ୍ନି ଅଇକ୍ରି ଦ୍କୁନ୍ଦ୍। ଅବେ ମୁଇ ଜୁଇରି ଜାଣୁଲେ ସେରି ଅଳ୍କ୍ ସେ ଜାଣୁଲେ, କାଇତାକ୍ ଇଶ୍ଵର୍ ମକେ ସ୍ବୁ ଜାଣ୍ଲେକ୍ ମୁଇ ହେଁ ସେଦିନ୍ ଇଶ୍ଵର୍କେ ହୁରାକ୍ରି ଜାଣିନ୍ଦ୍।
ଦ୍ର୍ମ୍ ଶାସ୍ତରେ ଲ୍ଗେ ଲେକାଆଚେ, “ଆକି ଜୁଇରି କ୍ବେ ନ୍ଦେକି ଆଚେ କି କାନ୍ ଜୁଇରି ନ୍ଶୁଣି ଆଚେ, ଆର୍ ଜୁଇରି ଗ୍ଟେଦ୍ ବ୍ଲି କେ ବାବିନ୍ରିଲାଇ, ଇଶ୍ଵର୍ ତାକେ ଲାଡ୍ କ୍ର୍ତା ଲକ୍ମ୍ନ୍କାର୍ ଗିନେ ସେସ୍ବୁ ବିଷୟ୍ ତିଆର୍ କ୍ଲାଆଚେ।”
ଅବେ ତୁମିମ୍ନ୍ ଇଶ୍ଵର୍କେ ଜାଣିଆଚାସ୍, ଆର୍ ମୁଇ କ୍ମ୍ଲେ ଇଶ୍ଵର୍ ତୁମୁକେ ଜାଣିଆଚେ, ତ୍ବେ କ୍ନ୍କ୍ରି ତୁମିମ୍ନ୍ ଆରେକ୍ ସେ ବପୁ ନ୍ରିଲା, ଆର୍ ଡ୍ଣ୍ତ୍ ହାଉତା ଦେବ୍ତାମ୍ନ୍କାର୍ ଲ୍ଗେ ଲେଉଟି ଜ୍ମ୍କେ ମ୍ନ୍କ୍ରୁଲାସ୍? ତୁମିମ୍ନ୍ ଆରେକ୍ କାଇତାକ୍ ତାର୍ ଦାସ୍ ଅମ୍କେ ମ୍ନ୍କ୍ରୁଲାସ୍?
ମ୍ତର୍ ଇଶ୍ଵର୍ ଜୁଇ ଅଟୁଆ କୁନାଦି ହ୍କାଇ ଆଚେ ସେତାକ୍ କେ ହେଁ ଦ୍ଲ୍କାମ୍ ନ୍ହାରେ, ଅନ୍କ୍ରି ଲେକାଆଚେ। ଇଶ୍ଵର୍ ତାର୍ ନିଜାର୍ ଲକ୍ମ୍ନ୍କେ ଜାଣୁଲା କାଇତାକ୍ ଯେ ନିଜ୍କେ ଇଶ୍ଵରାର୍ ଲକ୍ବ୍ଲି କଇଦ୍, ସେ ଦୁଷ୍ଟ କାମେହ୍ଣି ଅଲ୍ଗା ରେଉଅ।
ଜୁଇଲ୍କ୍ ପରୀକ୍ଷା ହାଇ ଡାଟ୍ଅଇ ର୍ଇଦ୍, ସେ ସ୍ର୍ଦା ଅଉତା ଦ୍ର୍କାର୍, କାଇତାକ୍ ସେ ତାର୍ ବିଶ୍ବାସ୍କେ ଡାଟ୍ ବ୍ଲି ହ୍ର୍ମାଣ୍ କ୍ରି ସ୍ରାଇଲା ହ୍ଚେ ଇଶ୍ଵର୍ ତାକେ ନ୍ସେର୍ତା ଜୀବନାର୍ ପୁରୁସ୍କାର୍ ଦ୍ଇଦ୍, ଇଶ୍ଵର୍କେ ଲାଡ୍ କ୍ର୍ତା ସ୍ବୁଲକ୍କେ ମାପ୍ରୁ ଇକ୍ତା ଦ୍ଇଆଚେ।
ଏ ମର୍ ଲାଡାର୍ ବାଇ ଆର୍ ବେଣିମନ୍ ଶୁଣା, ଇଶ୍ଵରାର୍ ବିଶ୍ବାସେ ଦ୍ନି ଅମ୍କେ ହୁର୍ତିବିର୍ ଗ୍ରିବ୍ ଲକ୍ମ୍ନ୍କେ ବାଚିଆଚେ, ବିଶ୍ବାସ୍ କ୍ରି ଦ୍ନ୍ ସ୍ମ୍ପତି ଦନୀ ଅମ୍କେ, ଆର୍ ନିଜାର୍ ଲାଡ୍ କ୍ର୍ତା ଲକ୍ମ୍ନ୍କେ ଜୁଇ ରାଇଜ୍ ଦେମ୍କେ ଇଚା କ୍ରିଆଚେ, ସେତିର୍ ଅଦିକାରି ଅଉତାର୍ ଗିନେ ବାଚି ନ୍କେରେ?
ତୁମି ଖ୍ରୀଷ୍ଟକେ ନ୍ଦେକି ହେଁ ଲାଡ୍ କ୍ରୁଲାସ୍ ଆର୍ ତୁମି ତାକେ ଅବେ ନ୍ଦେକି ହେଁ ବିଶ୍ବାସ୍ କ୍ରୁଲାସ୍। ତୁମି କ୍ତାଇ କ୍ମ୍ ନ୍ହାର୍ଲା ହର୍ ମଇମାରେ ବ୍ର୍ତି ସ୍ର୍ଦା ହାମ୍ଲାସ୍।
ଇଶ୍ଵର୍ ହ୍ର୍ତୁ ଅମୁକ୍ମ୍ନ୍ ଲାଡ୍ କ୍ଲାକେ ଅମିମ୍ନ୍ ତାକେ ଲାଡ୍ କ୍ଲୁ।
ଏ ମର୍ ଲାଡାର୍ ବାଇମ୍ନ୍, ଅମିମ୍ନ୍ ସ୍ବୁ ଲକ୍କେ ଲାଡ୍ କ୍ର୍ତା ଉଚିତ୍ କାଇତାକ୍ ଲାଡ୍ ଇଶ୍ଵରାର୍ ତ୍ଇହ୍ଣି ଆସେଦ୍, ଜୁଇଲ୍କ୍ ଲାଡ୍ କ୍ରେଦ୍, ସେ ଇଶ୍ଵରାର୍ ହିଲା ଆର୍ ଇଶ୍ଵର୍କେ ଜାଣି ହାରେ।
ମୁଇ ଜାଣିନ୍ଦ୍ ଯେ, ଶଇତାନାର୍ ରାଜ୍ଗାଦି ଜୁଇତି ଆଚେ, ସେ ସ୍ହରେ ତୁମି ବାସା କ୍ରୁଲାସ୍। ତ୍ନ୍ଅଇଲେକ୍ ହେଁ ତୁମି ମର୍ହାଇଁ ସ୍ତ୍ରେ ଆଚାସ୍ ଅନ୍କ୍ରି କି, ଶଇତାନ୍ ବାସା କ୍ର୍ତେରିଲା ସେ ସ୍ହରେ ମର୍ ବିଶ୍ବାସ୍ର୍ ସାକ୍ଷି ଆନ୍ତିପାକେ ମ୍ର୍ନେ ମାର୍ତା ସ୍ମୟେ ହେଁ ତୁମି ମର୍ଲ୍ଗେ ବିଶ୍ବାସ୍ କ୍ରୁଲାସ୍ ମ୍ନାକ୍ରି ନ୍ରିଲାସ୍।
ମୁଇ ତୁମାର୍ କାମ୍ ବିଷୟେ ଜାଣି, ମୁଇ ତୁମାର୍ ଲାଡ୍, ବିଶ୍ବାସ୍, ସେବା, ଆର୍ ସାସ୍ ବିଷୟେ ହେଁ ଜାଣି। ମୁଇ ଜାଣି ତୁମି ଆରାମେ କ୍ରିରିଲା କାମେ ହ୍ଣି ଅଦିକ୍ କାମ୍ କ୍ରୁଲାସ୍।
“ମୁଇ ତୁମାର୍ କ୍ଷ୍ଟ ଜାଣିନ୍ଦ୍। ମୁଇ ଜାଣି, ତୁମି ବେସି ଗ୍ରିବ୍, ମ୍ତର୍ ପର୍କୁତରେ ତୁମି ଦ୍ନି ଲକ୍। ତୁମାର୍ ବିରୁଦେ ଲିନ୍ଦାକ୍ତା କ୍ଉତାର୍ ମୁଇ ଶୁଣି ଆଚି, ସେ କ୍ରାପ୍ କ୍ତା କ୍ଉତାଲକ୍ ଯିହୁଦି ଲକ୍ମ୍ନ୍। ମ୍ତର୍ ସ୍ତ୍ ଯିହୁଦି ନାଇ। ସେମ୍ନ୍ ଶଇତାନାର୍ ଦ୍ଳାର୍ ଲକ୍।