Biblia Todo Logo
အွန်လိုင်း သမ္မာကျမ်းစာ

- ကြော်ငြာတွေ -




୧ କରନ୍ତି 5:13 - ବ୍‌ଡ଼୍ ହ୍‌ର୍‌ଜା ବାଇବଲ

13 ମ୍‌ତର୍ ଜୁଇଲକ୍ ମ୍‌ଣ୍ତଳି ବାହାରେ ଆତ୍‍ତି ସେମ୍‌ନ୍‌କେ ଇଶ୍ଵର୍ ବିଚାର୍‌ କ୍‍ରେଦ୍, ଦ୍‌ର୍‌ମ୍ ଶାସ୍‌ତରେ ଲେକାଆଚେ, “ଦୁଷ୍ଟ ଲକ୍‌ମ୍‍ନ୍‌କେ ତୁମାର୍ ବିତ୍‌ରେହ୍‌ଣି ବାଆର୍ କ୍‍ରି ଦିଆସ୍।”

အခန်းကိုကြည့်ပါ။ ကော်ပီ

ସଃର୍ଗାର୍‌ ବାଟ୍‌ ନଃଉଁଆ ନିଅମ୍‌

13 ମଃତର୍‌ ଜୁୟ୍‌ମଃନ୍‌ ହଃଦାୟ୍‌ ଆଚ୍‌ତି, ସେମଃନ୍‌କାର ବିଚାର୍‌ ଇସ୍ୱର୍‌ କଃରେଦ୍‌ । ଦଃର୍ମ୍‌ ସାସ୍ତରେ ଲେକା ଆଚେ, “ସେ ଦୁସ୍ଟ୍‌ ଲକ୍‌ମଃନ୍‌କେ ତୁମାର୍‌ ବିତ୍ରେ ହୁଣି ବାର୍‌କଃରି ଦିଆସ୍‌ ।”

အခန်းကိုကြည့်ပါ။ ကော်ပီ




୧ କରନ୍ତି 5:13
18 ပူးပေါင်းရင်းမြစ်များ  

ଇରି ଅଇଲେକ୍ ହେଁ ଯଦି ସେ ସେମ୍‌ନ୍‍କାର୍ କ୍‌ତା ନ୍‌ମାନେ, ତ୍‍ବେ ମ୍‌ଣ୍ତଳିକେ କ୍ଉଆ, ଆର୍ ସେ ମ୍‌ଣ୍ତଳିର୍ କ୍‌ତା ହେଁ ନ୍‌ମାନେ, ତ୍‍ବେ ତାକେ ଯିହୁଦି ଚାଡି ବିନ୍‍ଜାତିର୍ ଲକ୍ କି ସିସ୍‌ତୁ ନେତାଲକ୍ ମ୍‌ନ୍‌କାର୍ ହର୍ ତୁମାର୍ ଲ୍‌ଗେହ୍‍ଣି ବିନେ କ୍‍ରା।


କାଇତାକ୍ ସେ ଗଟେଦିନ୍ ତିଆର୍ କ୍‌ଲାଆଚେ ସେଦିନ୍ ସେ ତାର୍ ବାବିରିଲା ମାନାଇର୍ ସ୍‍ଙ୍ଗ୍‍ ହୁର୍‌ତିବିର୍ ବିଚାର୍‌ କ୍‍ରେଦ୍, ସେ ମାନାଇକେ ସେ ମ୍‌ଲାତ୍‌ଇହ୍‌ଣି ଉଟାଇକ୍‌ରି ଅମୁକେ ଜାଣାଇ ଦିଲାଆଚେ।


ମର୍ ସୁବ୍‌କ୍‌ବର୍ ଅନୁସାରେ, ସେ ଦିନ୍ ଇକ୍‍ତା ଗ୍‌ଟେଦ୍ ଜୁଇ ଦିନ୍ ଇଶ୍ୱର୍‌ ଲକ୍‌ମ୍‌ନ୍‌କାର୍‌ ବିତ୍‌ରେ ରିଲା ଲୁକ୍‌ଲା କ୍‌ତାକେ ଯୀଶୁ ଖ୍ରୀଷ୍ଟର୍ ଦ୍ୱାରା ନିୟାଇ ବିଚାର୍‌ କ୍‌ର୍‌ତି।


ମୁଇ ଶୁଣୁଲେ ଯେ ତୁମାର୍ ବିତ୍‌ରେ ବେଶି ଦାରିକାମ୍ ଅମ୍‌ଲି, ସେନ୍‍କ୍‌ରି ଦାରିକାମ୍ ବିନ୍‍ଜାତି ଲକ୍‌ମ୍‌ନ୍‌କାର୍‌ ଲ୍‌ଗେ ହେଁ ନ୍‌ମ୍‌ଲି, ଆରେକ୍‌ ମୁଇ ଶୁଣୁଲେ, ଯେ ତୁମାର୍ ବିତ୍‌ରେ ଗଟେଲକ୍ ତାର୍ କୁଡ୍ ଆଇସିର୍ ସ୍‌ଙ୍ଗ୍ ହେଁ ସ୍‌ଉଆବ୍‌ସା କ୍‌ଲାଆଚେ।


ତ୍‌ବେ ହଁ କ୍‍ନ୍‍କ୍‍ରି ତୁମିମ୍‍ନ୍ ତୁମାର୍ ନିଜାର୍ ବିଷୟେ ଗ୍‌ର୍‌ବ୍ କ୍‍ରୁଲାସ୍? ସ୍‌ତ୍‌କ୍‌ରି ତୁମିମ୍‍ନ୍ ଲାଜ୍ ଅଇକ୍‌ରି, ତୁମାର୍ ବିତ୍‌ରେହ୍‌ଣି ସେନ୍‍କ୍‌ରି ଲକ୍‌କେ ବାର୍‌କ୍‌ରି ଦେତାଲଳା।


ମାପ୍‌ରୁ ଯୀଶୁର୍ ଶ୍‌କ୍‌ତି ସ୍‌ଙ୍ଗ୍ ସେନ୍‍କ୍‌ରି ମାନାଇକେ ତାର୍ ପାପାର୍ ଜୀବନ୍ ନ୍‌ଷ୍ଟ ଅମ୍‌କେ ଶଇତାନାର୍ ଆତେ ଚାଡିଦିଆସ୍, ତ୍‌ବେ ସେ ପାପ୍‌କାମ୍ ଚାଡି ମ୍‌ନ୍‌ ବାଦ୍‌ଲାଇ ମାପ୍‌ରୁ ଯୀଶୁ ଖ୍ରୀଷ୍ଟ ବିଚାର୍‌ କ୍‌ରୁକେ ଆସ୍‌ତା ଦିନ୍ ଉଦାର୍‌ ହାଇଦ୍।


ତୁମାର୍ ବିତ୍‌ରେହ୍‌ଣି ପାପାର୍ ହ୍‌ର୍‌ନା ସଳାକେ ହିଙ୍ଗିକ୍‌ରି ହ୍‌ର୍‌ଚାଳ୍ ଅଉଆ, ତ୍‌ବେ ତୁମିମ୍‍ନ୍ ସଳା ନ୍‌ରିଲା ହ୍‌ର୍‌ଚାଳ୍ ଅଟାଗୁଣ୍ତ ହର୍ ଅଉଆସ୍। ମୁଇ ଜାଣୁଲେ ଯେ ଅବେ ତୁମିମ୍‍ନ୍ ସେନ୍‍କ୍‌ରି ହ୍‌ର୍‌ଚାଳ୍ ଅଇଆଚାସ୍ ବ୍‌ଲି। ଅମାର୍ ଉଦାର୍‌ ଗିନେ ଖ୍ରୀଷ୍ଟ ନିସ୍ତାର୍ ହ୍‌ର୍‌ବାର୍ ମେଣ୍ଢାହିଲା ହର୍ ଅଇ, ନିଜେ ମାନ୍‍ସି ଅଇଲାଆଚେ।


ସ୍‌ବୁ ଲକ୍‍ମ୍‍ନ୍ ବିବାକେ ସନ୍‌ମାନ୍‌ ଦେଅଉତ୍, ଦୁଇ ବୁଡା ବୁଡି ତାକାର୍ ତାକାର୍ ବିତ୍‌ରେ ଟକାଟକି ନ୍‌ଉଅତ୍ କାଇତାକ୍ ଇଶ୍ଵର୍ ଦାରିୟା ମ୍‌ନ୍‌କେ ଆର୍ କ୍‍ରାପ୍ କାମ୍ କ୍‌ର୍‌ତା ଲକ୍‌ମ୍‌ନ୍‌କାର୍‌ ବିଚାର୍‌ କ୍‍ରେଦ୍।


ଇରି ଜାଣାମ୍‌ଲି ବ୍‌ଡ୍ ବିଚାର୍‌ ଦିନ୍ ଦାର୍‌ମିକ୍ ଲକ୍‌ମ୍‍ନ୍‌କେ କ୍‍ନ୍‍କ୍‍ରି ସେମ୍‌ନ୍‌କାର୍ କ୍‌ଷ୍ଟ ତ୍‌ଇହ୍‌ଣି ଉଦାର୍‌ କ୍‍ରେଦ୍ ଆର୍ ଦୁଷ୍ଟ ଲକ୍‌ମ୍‍ନ୍‌କେ କ୍‍ନ୍‍କ୍‍ରି ଡ୍‌ଣ୍ତ୍ ଦେଇଦ୍।


ကြှနျုပျတို့နောကျလိုကျပါ:

ကြော်ငြာတွေ


ကြော်ငြာတွေ