Biblia Todo Logo
အွန်လိုင်း သမ္မာကျမ်းစာ

- ကြော်ငြာတွေ -




୧ କରନ୍ତି 4:17 - ବ୍‌ଡ଼୍ ହ୍‌ର୍‌ଜା ବାଇବଲ

17 ମର୍ ଖ୍ରୀଷ୍ଟାନ୍ ଜୀବନାର୍ ଲାଡାର୍ ହଇସି ତୀମଥିକେ ମୁଇ ତୁମାର୍ ଲ୍‌ଗେ ହ୍‌ଟାମ୍‌ଲେ, ମୁଇ ଖ୍ରୀଷ୍ଟର୍ ଲ୍‌ଗେ ରେଇକ୍‌ରି ଜୁଇ ନ୍‌ଉଆ ଜୀବନ୍ ବିତାମ୍‌ଲେ, ଆର୍ ସ୍‌ବୁ ଜାଗାଇ ରିଲା ମ୍‌ଣ୍ତଳିମ୍‌ନ୍‌କେ ଜୁଇସ୍‌ବୁ ଶିକ୍ୟା ଦେମ୍‍ଲେ ସେସ୍‌ବୁ ସେ ତୁମୁକ୍‌ମ୍‌ନ୍ କଇଦ୍।

အခန်းကိုကြည့်ပါ။ ကော်ပီ

ସଃର୍ଗାର୍‌ ବାଟ୍‌ ନଃଉଁଆ ନିଅମ୍‌

17 ଇତାର୍‌ ଗିନେ ମୁଁୟ୍‌ ତିମତିକେ ତୁମାର୍‌ ହାକ୍‌ ହଃଟାଉଁଲେ, ସେ ମାପ୍ରୁର୍‌ ତଃୟ୍‌ ମର୍‌ ଲାଡାର୍‌ ମାୟଃନ୍‌କାରି ହଅ; ଜଃନ୍‌କଃରି ମୁଁୟ୍‌ ସଃବୁବାଟ୍‌ ସଃବୁ ବିସ୍ୱାସି ଦଃଳ୍‌କେ ସିକାଉଁଲେ, ସେ ରଃକମ୍‌ ସେ ତୁମିମଃନ୍‌କେ ମର୍‌ ଜିସୁ କ୍ରିସ୍ଟର୍‌ ଜିବନାର୍‌ ଗୁଣ୍‌ମଃନ୍ ସଃବୁ ଏତାୟ୍‌ ଦଃୟ୍‌ଦ୍‌ ।

အခန်းကိုကြည့်ပါ။ ကော်ပီ




୧ କରନ୍ତି 4:17
33 ပူးပေါင်းရင်းမြစ်များ  

“ତ୍‍ବେ ସାଉକାର୍ ନିଜାର୍ ଗ୍‍ରାର୍ ଲକ୍‌ମ୍‍ନ୍‌କେ ଟିକ୍ ସ୍‌ମୟେ କାଦି ଦେତାର୍ ଗିନେ ଯାକେ ସେମ୍‍ନ୍‍କାର୍ ଉହ୍‍ରେ ବାଚେଦ୍ ଅନ୍‌କ୍‌ରି ବିଶ୍‌ବାସ୍‌ ଆର୍ ବୁଦିମାନ୍ ଚାକର୍‌କେ?


ତାର୍ ମାପ୍‌ରୁ ତାକେ କଇଲା, ‘ବାସ୍, ତୁଇ ବ୍‍ଲ୍ ବିଶ୍‍ବାସି ଦାସ୍, ତୁଇ ଗଟେକ୍ ସାନ୍ କାମେ ବିଶ୍‌ବାସ୍‌ ଅଇଲିସ୍, ମୁଇ ତକେ ବେସି ବିଷଇ ଉହ୍‍ରେ ବାଚିନ୍ଦ୍, ତୁମି ନିଜାର୍ ମାପ୍‌ରୁର୍ ସ୍‍ଙ୍ଗ୍‍ ସ୍‍ର୍‍ଦା ଅଉଆ।’


ତାର୍ ମାପ୍‌ରୁ ତାକେ କଇଲା, ‘ବାସ୍, ବ୍‍ଲ୍ ଆର୍ ବିଶ୍‍ବାସାର୍ ଦାସ୍, ତୁମି ଅଳକ୍ ଡାବୁକେ ବ୍‌ଲ୍‌କ୍‍ରି ବେପାରେ ଲାଗାଇ ରିଲିସ୍, ମୁଇ ତୁମୁକ୍‌ମ୍‌ନ୍ ବେସି ବିଷୟ୍ ଉହ୍‍ରେ ବାଚିନ୍ଦ୍, ତୁମି ନିଜାର୍ ମାପ୍‌ରୁର୍ ସ୍‍ଙ୍ଗ୍‍ ସ୍‍ର୍‍ଦା ଅଉଆ।’


ହ୍‌ଚେ ପାଉଲ୍ ଆର୍ ଶୀଲା ଦର୍ବୀ ଆର୍ ଲୁସ୍‌ରା ସ୍‌ହର୍‌କେ ଆଇଲାଇ, ସେତି ତୀମଥି ନାଉର୍ ଗଟେକ୍ ଚେଲା ବାସାକ୍‌ରିରିଲା, ତାର୍ ଆଇସି ଗଟେକ୍ ଯିହୁଦିଲକ୍ ରିଲି ମ୍‍ତର୍ ତାର୍ ଉବାସି ଗଟେକ୍ ଗ୍ରୀକ୍ ଲକ୍‌ରିଲା।


ଯଦି କେ ଇ ବିଷୟେ ଟେକାଟେକି ଅମ୍‌କେ ମ୍‍ନ୍‍କ୍‌ରେଦ୍, ତ୍‌ବେ ତାକେ ମୁଇ କ୍‌ମ୍‌ଲେ, ଯେ ଅମାର୍ ବିତ୍‌ରେ ଅନ୍‌କାର୍ ନିୟମ୍ ନାଇ, କି ଇଶ୍ଵରାର୍ ମ୍‌ଣ୍ତଳିଲ୍‌ଗେ ହେଁ ନାଇ।


ମୁଇ ତୁମାର୍ ଗିନେ ଗ୍‌ର୍‌ବ୍ କ୍‌ରୁଲେ, କାଇତାକ୍ ତୁମିମ୍‍ନ୍ ମକେ ସ୍‌ବୁବ୍‌ଳ୍ ଏତାମ୍‌ଲାସ୍, ଆର୍ ମୁଇ ଜୁଇସ୍‌ବୁ ଶିକ୍ୟା ଦିଲେଆଚି ସେସ୍‌ବୁ ମାନୁଲାସ୍ ଲାଗି।


ତୁମିମ୍‍ନ୍ ରୁଣ୍ତତାର୍‌ ଜ୍‌ନ୍‌କ୍‌ରି କି ଡ୍‌ଣ୍ତ୍ ଆସିନ୍‌କେରେ, ଇତାର୍‌ ଗିନେ ଯଦି କେ ବୁକେ ଆଚେ, ତ୍‌ବେ ସେ ଗ୍‍ରେ କାଦି କାଇକ୍‍ରି ଆସ, ଆର୍ ବିନ୍‌ସ୍‌ବୁ ବିଷୟ୍‌ ମୁଇ ଆଇଲେକ୍ ତୁମୁକ୍‍ମ୍‌ନ୍‍କେ ବୁଜାଇ ଦ୍‌ଇନ୍ଦ୍।


କାଇତାକ୍ ଇଶ୍ଵର୍ ମାଡ୍‌ଗଳ୍ କ୍‌ରାଉତା ଲକ୍‌ନଇ, ମ୍‌ତର୍ ସେ ଶାନ୍‌ତିର୍ ଇଶ୍ଵର୍।


ମୁଇ ଗାଲାତୀୟ ମ୍‌ଣ୍ତଳିର୍ ଲକ୍‌ମ୍‍ନ୍‌କେ ଜୁଇରି କ୍‌ରୁକେ ଆଦେଶ୍ ଦ୍‌ଇଆଚି ସେରି ଯିରୁଶାଲମ୍‌ ସ୍‌ହରେ ରିଲା ମ୍‌ଣ୍ତଳିର୍ ବିଶ୍ବାସିମ୍‌ନ୍‌କେ ଦାନ୍ ଦେତାର୍ ଗିନେ ତୁମିମ୍‍ନ୍ ହେଁ ସେନ୍‍କ୍‌ରି କାମ୍‌କ୍‌ରା।


ଯଦି ତୀମଥି ତୁମାର୍ ଲ୍‌ଗେ ଆଇଲେକ୍ ତାକେ ତୁମିମ୍‍ନ୍ ବ୍‌ଲ୍‌କ୍‍ରି ମାନ୍‍ତିକ୍‍ରା, କାଇତାକ୍ ସେ ହେଁ ମର୍‌ହର୍ ମାପ୍‌ରୁର୍ ଆରାଦନା କ୍‌ରୁଲା।


ମୁଇ ତୁମୁକ୍‌ମ୍‌ନ୍ ଲାଜ୍ କ୍‌ରୁକେ ଇସ୍‌ବୁ କ୍‌ତା ଲେକି ନ୍‌କେରି, ମ୍‌ତର୍ ତୁମିମ୍‍ନ୍ ମର୍ ନିଜାର୍ ଲାଡାର୍ ହିଲା ଅଇଚାସ୍ ଲାଗି ମୁଇ ତୁମୁକେ ଆଦେଶ୍ ଦେମ୍‌କେ, ଆର୍ ଜାଗ୍‌ରତ୍ କ୍‌ରୁକେ ଇସ୍‌ବୁ ଲେକିଆଚି।


କାଇତାକ୍ ଖ୍ରୀଷ୍ଟାନ୍ ଜୀବନେ ତୁମାର୍ ବିତ୍‌ରେ ଗାଦି ଶିକ୍ୟା ଦେତା ଗୁରୁ ରେତି, ମ୍‌ତର୍ ତୁମାର୍ ଗଟେକ୍ ହ୍‌କା ଉବା। ତୁମାର୍ ଲ୍‌ଗେ ସୁବ୍‌କ୍‌ବର୍ ପର୍‍ଚାର୍ କ୍‍ରି ଯୀଶୁ ଖ୍ରୀଷ୍ଟର୍ ଲ୍‌ଗେ ମୁଇ ତୁମାର୍ ଉବାହର୍ ଅଇଲେଆଚି।


ଆର୍ ଅନ୍‌କ୍‌ରି ଅଦିକାର୍ ହାଇରିଲା ମାନାଇ ତାର୍ ମାପ୍‌ରୁର୍ ଗିନେ ଗଟେକ୍ ବ୍‍ଲ୍ ବିଶ୍‍ବାସି ବ୍‌ଲି ଦ୍‍କାଇ ଅଉତା ଦ୍‌ର୍‌କାର୍।


ଇଶ୍ଵର୍ ଜାକେ ଜ୍‌ନ୍‌କ୍‌ରି ଆଶିର୍‌ବାଦ୍‌ କ୍‌ଲାଆଚେ, ଆର୍ ଜାକେ ଜ୍‌ନ୍‌କ୍‌ରି ବାଚ୍‌ଲା ଆଚେ, ସେନ୍‍କ୍‌ରି ଜୀବନ୍ ବିତାଉତା ଦ୍‌ର୍‌କାର୍, ଅନ୍‌କ୍‌ରି ମୁଇ ସ୍‌ବୁ ମ୍‌ଣ୍ତଳିକେ ଆଦେଶ୍ ଦେଇକ୍‍ରି ଆସୁଲେ।


ତୁମିମ୍‍ନ୍ ବିବା ନ୍‌ଉତା ଲକ୍‌ମ୍‌ନ୍‌କାର୍‌ ବିଷୟେ ଜାଣୁକେ ମ୍‌ନ୍‌କ୍‌ରିଆଚାସ୍, ଇ ବିଷୟେ ମୁଇ ମାପ୍‌ରୁର୍ ତ୍‌ଇହ୍‌ଣି କାଇ ଆଦେଶ୍ ନାହାଇ। ମ୍‌ତର୍ ମାପ୍‌ରୁର୍ ଆଶିର୍‌ବାଦ୍‌ ଦ୍ବାରା, ମୁଇ ଗଟେକ୍ ବ୍‍ଲ୍ ବିଶ୍‍ବାସି ବାବେ ମର୍ ନିଜାର୍ ଇଚାଇ ମୁଇ ତୁମୁକେ ଜାଣାମ୍‌ଲେ।


ଆରେକ୍‌, ତାକାର୍ ସ୍‌ଙ୍ଗ୍ ଅମିମ୍‌ନ୍ ଆର୍‌ଗଟ୍ ବାଇକେ ହ୍‌ଟାମ୍‌ଲୁ, ସୁବ୍‌କ୍‌ବର୍ ପର୍‌ଚାର୍ ବିଷୟରେ ତାର୍ ସ୍‌ର୍‌ଦା ସ୍‌ବୁ ହ୍‌କାର୍ ମ୍‌ଣ୍ତଳିକେ ଆଉଜି ଅଇଲିଆଚେ।


ମର୍ ବିଷୟେ ତୁମିମ୍‍ନ୍ ଜ୍‌ନ୍‌କ୍‌ରି ଜାଣୁହାରାସ୍, ସେତାର୍‍ଗିନେ ମୁଇ ଅମାର୍ ଲାଡାର୍ ବାଇ ଆର୍ ମାପ୍‌ରୁର୍ କାମ୍ କ୍‌ର୍‌ତିରିଲା ତୁଖିକ ସେ ସ୍‍ବୁକ୍‍ତା ତୁମୁକେ ଜାଣାଇଦ୍।


ମ୍‍ତର୍ ମୁଇ ତୁମାର୍ ଲ୍‌ଗେ ତୀମଥିକେ ବେଗି ହ୍‌ଟାଇନ୍ ବ୍‌ଲି ମାପ୍‌ରୁ ଯୀଶୁର୍ ଲ୍‌ଗେ ଆଶା କ୍‌ରୁଲେ, ଜ୍‌ନ୍‌କ୍‌ରି ସେ ଲେଉଟିକ୍‍ରି ଆସି ତୁମାର୍‌ମ୍‌ନ୍‌କାର୍ ବିଷୟ୍ ଜାଣାଇ କ୍‍ରି ମୁଇ ସ୍‌ର୍‌ଦା ଅଇନ୍ଦ୍।


ମ୍‍ତର୍ ତୁମି ବ୍‌ଲ୍‌କ୍‍ରି ଜାଣାସ୍ ଯେ ତୀମଥି ଗଟେକ୍ ବ୍‍ଲ୍ ଗୁଣ୍‌ରିଲା ଲକ୍। ହଇସି ଉବାସିର୍ ସେବା କ୍‌ଲାହର୍, ସେ ମର୍‌ସ୍‍ଙ୍ଗ୍‌ ସୁବ୍ କ୍‌ବରାର୍ ପର୍‍ଚାର୍ କାମେ ସେବା କ୍‌ରିରିଲା।


ଅମାର୍‌ମ୍‌ନ୍‌କାର୍‌ ବ୍‍ଲ୍ ଦାସ୍ ଏପାଫ୍ରା ତ୍‌ଇହ୍‌ଣି ତୁମିମ୍‍ନ୍ ସେନ୍‍କ୍‌ରି ଶିକ୍ୟା ହାଇଆଚାସ୍। ସେ ତୁମାର୍ ଗିନେ ଖ୍ରୀଷ୍ଟର୍ ଗଟେକ୍ ବିଶ୍‍ବାସ୍ କ୍‌ର୍‌ତା ଲକ୍।


ସେ ତୁମୁକ୍‌ମ୍‌ନ୍ ସ୍‌ର୍‌ଦା କ୍‍ରେଦ୍, ମୁଇ ଅନୀସିମକେ ହ୍‌ଟାମ୍‌ଲେ, ଅନୀସିମ ଖ୍ରୀଷ୍ଟର୍ ତ୍‌ଇ ରେତା ଗଟେକ୍ ବିଶ୍‍ବାସି ଆର୍ ଲାଡାର୍ ଆଚେ, ସେ ତୁମାର୍‌ମ୍‌ନ୍‌କାର୍ ଦ୍‌ଳାର୍ ଆଚେ, ତୁଖିକ ଆର୍ ଅନୀସିମ, ଇତି ଗ୍‌ଟ୍‌ଲା ସ୍‌ବୁ ବିଷଇ ତୁମୁକ୍‌ମ୍‌ନ୍ କଇଦେ।


ତୀମଥି ତୁଇ ମର୍ ହିଲାହର୍, ମୁଇ ତକେ ଇ ଆଦେଶ୍ ଦେମ୍‍ଲେ, କ୍‌ବେଅଲେ ତର୍ ବିଷୟେ ଜୁଇରି ସ୍‌ବୁ ବବିସତ୍ କ୍‌ତା କ୍‌ଉଆ ଅଇରିଲି, ତାର୍‌ସ୍‍ଙ୍ଗ୍‍, ଇ ଆଦେଶ୍ ଏକ୍‌ମ୍‌ତ୍ ଅଇଦ୍, ମୁଇ ତୁମୁକେ ଇ ସ୍‌ବୁ କ୍‌ମ୍‌ଲେ, ଜ୍‌ନ୍‌କ୍‌ରି ତୁମି ସେ ବବିସତ୍ କ୍‌ତା ମାନାସ୍ ଆର୍ ବିଶ୍‍ବାସ୍ ଆର୍ ବ୍‍ଲ୍ ଜୁଜ୍ କ୍‌ରୁହାରାସ୍।


ମର୍ ବିଶ୍‍ବାସାର୍ ହିଲାହର୍ ତୀମଥିର୍ ଗିନେ ଇ ଚିଟି ଲେକୁଲେ, କାଇତାକ୍ ତୁମି ମର୍‌ହର୍ ଖ୍ରୀଷ୍ଟର୍ ତ୍‌ଇ ବିଶ୍‍ବାସ୍ କ୍‍ରୁଲାସ୍। ମୁଇ ପାର୍‌ତେନା କ୍‌ରୁଲେ ଯେ ଉବା ଇଶ୍ଵର୍ ଆର୍ ଅମାର୍ ମାପ୍‌ରୁ ଯୀଶୁ ଖ୍ରୀଷ୍ଟର୍ ଦୟା, ଆଶିର୍‌ବାଦ୍‌ ଆର୍ ଶାନ୍‌ତି ତୁମାର୍ ଉହ୍‍ରେ ଅଉଅ।


ମର୍ ଲାଡାର୍ ହିଲା ତୀମଥି ଲ୍‌ଗେ ମୁଇ ଇ ଚିଟି ଲେକୁଲେ। ଉବା ଇଶ୍ଵର୍ ଆର୍ ମାପ୍‌ରୁ ଯୀଶୁ ଖ୍ରୀଷ୍ଟ ତକେ ଆଶିର୍‌ବାଦ୍‌ ଆର୍ ଶାନ୍‌ତି ଦେଉଅ।


ଗାଦି ଲକ୍‌ମ୍‌ନ୍‌କାର୍‌ ଲ୍‌ଗେ ମୁଇ ପର୍‍ଚାର୍ କ୍‌ଲାର୍ ତୁଇ ଶୁଣିଆଚ୍‌ସି। ବିନ୍‌ସ୍‌ବୁ ଲକ୍‌ମ୍‍ନ୍‌କେ ଶିକ୍ୟା ଦେତା ମାନାଇମ୍‌ନ୍‌କେ ଆର୍ ବିଶ୍‌ବାସ୍‌ ରିଲା ଲକ୍‌ମ୍‍ନ୍‌କେ ତୁଇ ଇ ସ୍‌ବୁ ଶିକାଅ।


ମ୍‍ତର୍ ତୁଇ ମର୍ ଶିକ୍ୟା, ଚାଲାବୁଲା ଆର୍ ଜୀବନାର୍ ଇଚାହର୍ ଜ୍‍ମ୍‍ଲିସ୍, ମର୍ ବିଶ୍‌ବାସ୍‌, ସ୍‌ମ୍ବାଳ୍‌ତାର୍, ଲାଡ୍, ନମ୍‌ର, ଦୁକ୍‍କ୍‍ଷ୍ଟ୍‌ ତ୍‌ଇ ସ୍‌ବୁ ଦ୍‍କି ଆଚ୍‌ସି।


ମୁଇ ତୁମୁକେ କ୍ରୀତୀଦିପ୍ ତ୍‌ଇ ଇ କାମ୍ କ୍‌ରୁକେ ଚାଡି ଆସିରିଲେ ଯେ, ତୁମି ସେତିର୍ ସ୍‌ବୁ ସ୍‌ହରେ ପାରାଚିନ୍‌ମ୍‌ନ୍‌କେ ମର୍‌ ଆଦେଶ୍ ହର୍ ବାଚୁ ହାରାସ୍।


ତୁମି ଜୁଇସ୍‌ବୁ ଦୁକ୍ ବଗୁକେ ଜ୍‌ମ୍‌ଲାସ୍, ସେତାର୍‍ଗିନେ ଡିରାନାଇ। ମୁଇ ଜାଣି, ତୁମାର୍‌ମ୍‌ନ୍‌କାର୍ ବିତ୍‌ରେହ୍‌ଣି କ୍‍ତେକ୍ ଲକ୍‌କେ ଶଇତାନ୍‌ ବନ୍ଦିଗ୍‍ରେ ର୍‌କେଦ୍। ସେ ତୁମୁକ୍‌ମ୍‌ନ୍ ପରିକ୍ୟା କ୍‌ରୁକେ ଅନ୍‌କାର୍ କ୍‍ରେଦ୍। ତୁମିମ୍‍ନ୍ ଦ୍‌ଶ୍ ଦିନ୍ ହ୍‌ତେକ୍ ଦୁକ୍‍କ୍‍ଷ୍ଟ ହାଉଆସ୍। ମ୍‌ତର୍ ସ୍‌ତ୍‌ରେ ରିଆ, କାଇତାକ୍ ଅମ୍‌ହାରେ ତୁମୁକେ ମ୍‌ରୁକେ ହେଁ ଅଇଦ୍। ଯ୍‌ଦି ତୁମି ସ୍‌ତ୍ ସ୍‌ଙ୍ଗ୍ ରିଆସ୍, ତ୍‌ବେ ମୁଇ ତୁମୁକେ ନ୍‌ସେର୍‌ତା ଜୀବନ୍ ଟହ୍‌ରିହ୍‌ର୍ ଇନାମ୍ ଦ୍‌ଇନ୍ଦ୍।”


ମୁଇ ଜାଣିନ୍ଦ୍ ଯେ, ଶଇତାନାର୍ ରାଜ୍‌ଗାଦି ଜୁଇତି ଆଚେ, ସେ ସ୍‌ହରେ ତୁମି ବାସା କ୍‍ରୁଲାସ୍। ତ୍‌ନ୍‌ଅଇଲେକ୍ ହେଁ ତୁମି ମର୍‌ହାଇଁ ସ୍‌ତ୍‌ରେ ଆଚାସ୍ ଅନ୍‌କ୍‌ରି କି, ଶଇତାନ୍ ବାସା କ୍‌ର୍‌ତେରିଲା ସେ ସ୍‌ହରେ ମର୍ ବିଶ୍‌ବାସ୍‌ର୍ ସାକ୍ଷି ଆନ୍ତିପାକେ ମ୍‌ର୍‌ନେ ମାର୍‌ତା ସ୍‌ମୟେ ହେଁ ତୁମି ମର୍‍ଲ୍‌ଗେ ବିଶ୍‌ବାସ୍ କ୍‍ରୁଲାସ୍ ମ୍‌ନାକ୍‌ରି ନ୍‌ରିଲାସ୍।


ကြှနျုပျတို့နောကျလိုကျပါ:

ကြော်ငြာတွေ


ကြော်ငြာတွေ