Biblia Todo Logo
အွန်လိုင်း သမ္မာကျမ်းစာ

- ကြော်ငြာတွေ -




୧ କରନ୍ତି 4:15 - ବ୍‌ଡ଼୍ ହ୍‌ର୍‌ଜା ବାଇବଲ

15 କାଇତାକ୍ ଖ୍ରୀଷ୍ଟାନ୍ ଜୀବନେ ତୁମାର୍ ବିତ୍‌ରେ ଗାଦି ଶିକ୍ୟା ଦେତା ଗୁରୁ ରେତି, ମ୍‌ତର୍ ତୁମାର୍ ଗଟେକ୍ ହ୍‌କା ଉବା। ତୁମାର୍ ଲ୍‌ଗେ ସୁବ୍‌କ୍‌ବର୍ ପର୍‍ଚାର୍ କ୍‍ରି ଯୀଶୁ ଖ୍ରୀଷ୍ଟର୍ ଲ୍‌ଗେ ମୁଇ ତୁମାର୍ ଉବାହର୍ ଅଇଲେଆଚି।

အခန်းကိုကြည့်ပါ။ ကော်ပီ

ସଃର୍ଗାର୍‌ ବାଟ୍‌ ନଃଉଁଆ ନିଅମ୍‌

15 କାୟ୍‌ତାକ୍‌ବଃଲେକ୍‌ ତୁମିମଃନାର୍‌ ଜଦି କ୍ରିସ୍ଟର୍‌ କଃତା ଦଃସ୍‌ଅଃଜାର୍‌ ସିକାଉତା ଲକ୍‌ ରେତି, ଅୟ୍‌ଲେକ୍‌ ହେଁ ତୁମିମଃନ୍‌କାର୍‌ ଗଟେକ୍‌ ଉବାଦି; କାୟ୍‌ତାକ୍‌ବଃଲେକ୍‌ କ୍ରିସ୍ଟ ଜିସୁର୍‌ ସଃଙ୍ଗ୍ ମୁଁୟ୍‌ ତୁମିମଃନ୍‌କେ ନିକ କବୁରେ ପର୍ଚାର୍‌ କଃରି ତୁମାର୍‌ ଉବାଦି ହର୍‌ ଅୟ୍‌ଲେ ଆଚି ।

အခန်းကိုကြည့်ပါ။ ကော်ပီ




୧ କରନ୍ତି 4:15
25 ပူးပေါင်းရင်းမြစ်များ  

ଜୁଇତି ଖ୍ରୀଷ୍ଟର୍ ନାଉଁ ହେଁ ଲକ୍‍ମ୍‍ନ୍ ଶୁଣିନ୍‌କେର୍‌ତି ସେ ଜ୍‌ଗାଇ ମ୍‌ନ୍‌କେ ମୁଇ ଖ୍ରୀଷ୍ଟ ଯୀଶୁର୍‌ ସୁବ୍‌କ୍‌ବର୍ ପର୍‍ଚାର୍ କ୍‌ରୁକେ ମ୍‌ନ୍ କ୍‌ରିନ୍ଦ୍। ଅନ୍‌କ୍‌ରି କି ବିନ୍‌ଲକ୍ ଦ୍ବାରା ଆରମ୍ କ୍‌ରିରିଲା କୁନାଦି ଉହ୍‌ରେ ଜ୍‌ନ୍‌କ୍‌ରି ମୁଇ ଆର୍ ତରେକ୍ କାମ୍ ନ୍‌କେରି।


ମ୍‌ତର୍ ଇଶ୍ଵର୍ ତୁମୁକେ ଖ୍ରୀଷ୍ଟ ଯୀଶୁର୍ ସ୍‌ଙ୍ଗ୍ ଗଟେକ୍ କ୍‌ଲାଆଚେ, ଆର୍ ସେ ଖ୍ରୀଷ୍ଟକେ ହ୍‌କା ଅମାର୍ ଗ୍ଯାନ୍ ହର୍ ଦ୍‌ର୍‌ମ୍ ପବିତ୍‌ର ଆର୍ ମୁକ୍‌ତି କ୍‌ଲାଆଚେ।


ଏ ବାଇମ୍‌ନ୍, ମୁଇ ତୁମାର୍ ଲ୍‌ଗେ ସୁବ୍‌କ୍‌ବର୍ ପର୍‍ଚାର୍ କ୍‌ରିରିଲେ, ସେରି ତୁମୁକେ ଏତାଇ ଦ୍‌ଇନ୍ଦ୍ ବ୍‌ଲି ମ୍‌ନ୍‌କ୍‌ରୁଲେ, ସେରି ତୁମି ମାନିରିଲାସ୍ ଆର୍ ସେତି ତୁମାର୍ ବିଶ୍ବାସ୍ ଡାଟ୍ ଆଚେ।


ମକେ ଦିଆଅଇରିଲା ଇଶ୍ଵରାର୍ ଆଶ୍‌ରିବାଦାର୍ ଦାନ୍ ହର୍ ମୁଇ ଗଟେକ୍ ବୁଦିମାନ୍ ଲକ୍‌ହର୍ କୁନାଦି ହ୍‌କାଇଲେ ଆଚି, ମ୍‌ତର୍ ବିନ୍‌ଲକ୍ ଇ କୁନାଦି ଉହ୍‌ରେ ଗ୍‍ର୍ ତିଆର୍ କ୍‌ରୁଲା, ସେ ତିଆର୍ କର୍‍ତା ଲକ୍ ଇବିଷୟ୍ ଜାଗ୍‌ରତ୍ ଅଉଅ।


ମୁଇ ଲାଗାଇ ଆଚି, ଆର୍ ଆପୋଲ୍ ହାଣି ଚ୍‌ହାଇ ଆଚେ, ମ୍‌ତର୍ ଇଶ୍ଵର୍ ଗ୍‌ଚ୍‌କେ ବାଡାଇ ଆଚେ।


ଗ୍‌ଚ୍ ଲାଗାଉତା ମାନାଇ ଆର୍ ହାଣି ଚ୍‌ହାଉତା ମାନାଇ ବିତ୍‌ରେ କାଇ ଉଣା ଅଦିକ୍ ନାଇ, କାଇତାକ୍ ନିଜାର୍ ନିଜାର୍ କାମ୍ ହର୍‌ ଇଶ୍ଵର୍ ସେମ୍‌ନ୍‌କେ ଇନାମ୍ ଦ୍‌ଇଦ୍।


ତୁମାର୍ ତ୍‌ଇହ୍‌ଣି ଇସ୍‌ବୁ ହାମ୍‌କେ ଅମାର୍ ଅଦିକାର୍ ଆଚେ, ତ୍‌ବେ ବିନ୍‌ଲକାର୍ ତ୍‌ଇହ୍‌ଣି ତୁମାର୍ ଉହ୍‌ରେ ବେସି ଅମାର୍ ଅଦିକାର୍। ମ୍‌ତର୍ ଅମି ତୁମୁକେ ସେ ଅଦିକାରେ କଇ ନ୍‌କେରୁ, କାଇତାକ୍ ଖ୍ରୀଷ୍ଟର୍ ସୁବ୍‌କ୍‌ବର୍ ପର୍‍ଚାର୍ କ୍‌ରୁକେ କାଇ ବାଦାନ୍‌ଉଅ ବ୍‌ଲି ବାବିକ୍‌ରି ଅମିମ୍‌ନ୍ ସ୍‌ବୁ ସ୍‌ମ୍ବାଳି ଆଚୁ।


ସେନ୍‍କ୍‌ରି ସୁବ୍‌କ୍‌ବର୍ ପର୍‍ଚାର୍ କ୍‌ର୍‌ତା ମାନାଇ, ସେ କାମେ ହ୍‌ଣି ତାର୍ କାଦିକେ ହାଇଦ୍ ଇରି ମାପ୍‌ରୁ ଆଦେଶ୍ ଦିଲାଆଚେ।


କାଇତାକ୍ ମୁଇ ଯଦି ସୁବ୍‌କ୍‌ବର୍ ପର୍‍ଚାର୍ କ୍‌ରୁଲେ ବ୍‌ଲି ଗ୍‌ର୍‌ବ୍ କ୍‌ର୍‌ତାର୍ ମର୍ ଅଦିକାର୍ ନାଇ, କାଇତାକ୍ ଇରି ପର୍‍ଚାର୍ କ୍‌ରୁକେ ମୁଇ ଆଦେଶ୍ ହାଇଆଚି, ଯଦି ପର୍‍ଚାର୍ ନ୍‌କେରି ତ୍‌ବେ ମୁଇ ଡ୍‌ଣ୍ତ୍ ହାଉତା ଯଗ୍ଯ।


ତ୍‌ବେ ମର୍ ଇନାମ୍ କାଇରି? ମର୍ ଇନାମ୍ ଇରି ଯେ ସୁବ୍‌କ୍‌ବର୍ ପର୍‍ଚାର୍ କ୍‌ଲାବ୍‌ଳ୍ ମୁଇ କାର୍ ସାଇଜ ବିନା ସୁବ୍‍କ୍‍ବର୍ ପର୍‍ଚାର୍ କ୍‌ରୁହାରି? ଅନ୍‌କ୍‌ରି ସ୍‌ବୁ କ୍‌ବର୍ ପର୍‍ଚାର୍ ଗିନେ ମର୍ ଜୁଇରି ହାଉତା କ୍‌ତା, ସେରି ମୁଇ ଦାବି କ୍‌ରିନ୍‌କେରି।


ସୁବ୍‌କ୍‌ବର୍ ପର୍‍ଚାର୍ କ୍‍ରି ସେତିହ୍‍ଣି ଆଶିର୍‌ବାଦ୍‌ ହାମ୍‌କେ ମୁଇ ଇସ୍‌ବୁ କ୍‌ଲେଆଚି।


କାଇତାକ୍ ଅମିମ୍‌ନ୍ ନିଜେ ନିଜ୍‍କେ ପର୍‌ଚାର୍ କ୍‍ରି ନ୍‌କେରୁ, ମ୍‍ତର୍ ଖ୍ରୀଷ୍ଟ ଯୀଶୁ ଯେ ମାପ୍‌ରୁ, ଆରେକ୍‌, ଯୀଶୁର୍ ଲାଗି ଅମିମ୍‌ନ୍ ଯେ ତୁମାର୍‌ମ୍‌ନ୍‌କାର୍ ସେବାକ୍‌ର୍‌ତା ଲକ୍, ଇରି ଅମି ପର୍‌ଚାର୍ କ୍‌ରୁନ୍ଦ୍।


ଯୀଶୁ ଖ୍ରୀଷ୍ଟ ଆସ୍‌ତା ହ୍‌ତେକ୍ ମୋଶାର୍ ନିୟମ୍ ଅମାର୍ ଜ୍‌ତୁନ୍ କ୍‌ର୍‌ତି ରିଲି, ତାର୍‌ହ୍‌ଚେ ଅମିମ୍‌ନ୍ ବିଶ୍‍ବାସାର୍ ଗିନେ ଇଶ୍ଵରାର୍ ଲ୍‌ଗେ ଦ୍‌ର୍‌ମ୍ ଲକ୍‌ ଅମ୍‌ହାରୁ।


ଅବେ ବିଶ୍‍ବାସାର୍ ଦିନ୍ ଆସିଆଚେ ଅମିମ୍‌ନ୍ ଆରେକ୍‌ ମୋଶାର୍ ନିୟମାର୍ ଅଦିନେ ନାଇ।


ଏ ମର୍ ଲାଡାର୍ ହିଲାମ୍‌ନ୍, ମୁଇ ଆରେକ୍‌ ହିଲା ଜ୍‍ର୍‍ନ୍‌ କ୍‌ର୍‌ତା ଦୁକାହର୍ ଦୁକ୍ ବଗୁଲେ। ଆର୍ ଜୁଇ ହ୍‌ତେକ୍ ତୁମିମ୍‍ନ୍ ସ୍‌ତ୍‌କ୍‌ରି ଖ୍ରୀଷ୍ଟର୍ ହ୍‌ର୍ ଅଇ ନ୍‌କେରାସ୍ ସେ ହ୍‌ତେକ୍ ମୁଇ ଇ ଦୁକା ବଗିନ୍ଦ୍‌।


ଦିନ୍ ଆସେଦ୍ ଲକ୍‍ମ୍‍ନ୍ ସ୍‌ତ୍ ଶିକ୍ଯାକେ ନ୍‍ଶୁଣ୍‌ତି, କାଇତାକ୍ ସେମ୍‍ନ୍ ତାକାର୍ ନିଜାର୍ ଇଚା ହୁରାକ୍‌ରୁକେ ମ୍‌ନ୍‌କ୍‌ର୍‌ତି, ଆର୍ ଅନ୍‌କ୍‌ରି ଇଚାକେ ହୁରା କ୍‌ର୍‌ତାର୍ ବ୍‌ଲି କ୍‌ଉତିରିଲା ମିଚ୍‌କ୍‍ତା କ୍‌ଉତା ଲକ୍‌ମ୍‍ନ୍‌କେ ସେମ୍‍ନ୍ ମ୍‌ନ୍‌କ୍‌ର୍‌ତି।


ତୀତସ୍, ମର୍ ବିଶ୍‌ବାସାର୍‌ ହିଲା, ତ୍‌କେ ଅମାର୍ ଉବା ଇଶ୍ଵର୍ ଆର୍ ଉଦାର୍‌‌କ୍‌ର୍‌ତା ଖ୍ରୀଷ୍ଟ ଯୀଶୁର୍‌ ଆଶିର୍‌ବାଦ୍‌ ଆର୍ ଶାନ୍‌ତି ମିଳ।


ମୁଇ ପାଉଲ୍ ଇରି ମୁଇ ମର୍ ନିଜାର୍ ଆତେ ଲେକୁଲେ। ମୁଇ ତାର୍ ରୁଣ୍ ସୁଜିନ୍, ତୁଇ ସେରି ଜାଣି ଆଚ୍‌ସି ଯେ, ଯଦି ମୁଇ ତକେ ସାଇଜ କ୍‍ରି ନ୍‌ରିଲେକ୍, ତୁଇ ତର୍‍ଗିନେ ନ୍ଉଆ ଜୀବନ୍ ନ୍‌ହାଇଲିସ୍ ହ୍‍ଣି, ତ୍‍ବେ ତୁଇ ତର୍ ନିଜାର୍ ଜୀବନ୍‍କେ ମର୍‍ଲ୍‌ଗେ ରୁଣି ଆଚ୍‌ସି।


ସ୍‌ତ୍ ବାକ୍ୟ ଦ୍ୱାରା ସେ ଅମୁକେ ଜୀବନ୍ ଦାନ୍ ଦେମ୍‌କେ ତିର୍‌କ୍‍ଲା, ଇଶ୍ଵର୍ ବ୍‌ନାଇଲା ସ୍‌ବୁ ବିଷୟ୍ ବିତ୍‌ରେ ଅମୁକ୍‌ମ୍‌ନ୍ ସ୍‌ବ୍‌କାର୍ ତ୍ଇହ୍‍ଣି ଅଦିକ୍ ଉହ୍‌ରେ କ୍‌ରୁକେ ତାର୍ ଇଚାରିଲି।


ତୁମି ନ୍‌ଉଁଆ ଜୀବନ୍ ହାଇଆଚାସ୍। ଇ ନ୍‌ଉଁଆ ଜୀବନ୍ ମ୍‌ର୍‌ତା ବିୟାନ୍‌ ତ୍‌ଇହ୍‌ଣି ଆସିନ୍‌କେରେ ମ୍‌ତର୍ ଜାଇରି କ୍‌ବେ ମ୍‌ରିନ୍‌କେରେ, ସେତିହ୍‍ଣି ଆସିଆଚେ। ଜାଇରି ସ୍‌ବୁଦିନ୍ ହାଇଁ ର୍‌ଇଦ୍, ଇଶ୍ଵରାର୍ ସେ ଜୀବନ୍ ସୁବ୍‌କ୍‌ବର୍ ଲାଗି ତୁମି ଆର୍ ଗଟେତର୍ ଜଲମ୍ ଅଇଆଚାସ୍।


ကြှနျုပျတို့နောကျလိုကျပါ:

ကြော်ငြာတွေ


ကြော်ငြာတွေ