Biblia Todo Logo
အွန်လိုင်း သမ္မာကျမ်းစာ

- ကြော်ငြာတွေ -




୧ କରନ୍ତି 3:5 - ବ୍‌ଡ଼୍ ହ୍‌ର୍‌ଜା ବାଇବଲ

5 ଆପୋଲ୍ କେ? ଆର୍ ପାଉଲ୍‌କେ? ଅମିମ୍‌ନ୍ ଇଶ୍ଵରାର୍ ଦ୍‌ଙ୍ଗ୍‌ଳାମ୍‌ନ୍, ଜାର୍‌ଗିନେ ତୁମିମ୍‍ନ୍ ଯୀଶୁକେ ବିଶ୍ବାସ୍‌ କ୍‍ରିଆଚାସ୍। ଇଶ୍ଵର୍ ଅମୁକ୍ ଜୁଇସ୍‌ବୁ କାମ୍ କ୍‌ରୁକେ ବାଚିଆଚେ, ଅମିମ୍‌ନ୍ ସେ ସ୍‌ବୁକାମ୍ କ୍‌ରୁଲୁ।

အခန်းကိုကြည့်ပါ။ ကော်ပီ

ସଃର୍ଗାର୍‌ ବାଟ୍‌ ନଃଉଁଆ ନିଅମ୍‌

5 ପାଉଲ୍‌ କେ ଆର୍‌ ଆପଲ୍‌ କେ ? ସେମଃନ୍‌ତ ସେବାକାରି ମଃନ୍, ଜୁୟ୍‌ମଃନାର୍‌ କଃରୁକେ ହଃତିଲକେ ମାପ୍ରୁ ଜଃନ୍‌କଃରି ଦଃୟ୍‌ ଆଚେ, ସେହଃର୍କାରେ ତୁମିମଃନ୍‌କେ ସଃତ୍‌ କଃରିଆଚାସ୍‌ ।

အခန်းကိုကြည့်ပါ။ ကော်ပီ




୧ କରନ୍ତି 3:5
30 ပူးပေါင်းရင်းမြစ်များ  

ସେ ଗଟେଲକ୍‌କେ ହାଁଚ୍ ତୋଡା, ବିନ୍ ଗଟେଲକ୍‌କେ ଦୁଇ ତୋଡା, ଆର୍ ଗଟେଲକ୍‌କେ ଗଟେକ୍ ତୋଡା, ଅନ୍‌କ୍‌ରି ସ୍‍ବୁ ଲକ୍‌କେ ତାର୍ ଶ୍‍କ୍‍ତି‌ର୍ ହର୍ ଦ୍‌ଇ ବିଦେଶ୍‍କେ ଗ୍‍ଲା।


ଯୀଶୁର୍ ସେବାକାମ୍ ଆରମେହ୍‌ଣି ଜୁଇ ଲକ୍‌ମ୍‌ନ୍‌ ଦ୍‍କି ରିଲାଇ, ଆର୍ ହ୍‌ଚେ ସେମ୍‍ନ୍ ଇଶ୍ଵରାର୍ ବାକ୍ୟର୍ ପର୍‍ଚାର୍ କ୍‌ର୍‌ତା ଲକ୍ ଅଇଲାଇ। ସେମ୍‍ନ୍ ଆମୁକେ କୁଇରି କଇରିଲାଇ, ସ୍‍ମାନ୍ ସେରି ସେ ସେମ୍‍ନ୍ ଲେକ୍‍ଲାଇ।


ଡୁବେନ୍ ଯୋହନ୍ ଉତର୍‍ଦିଲା, “ଇଶ୍ୱର୍‌ ଗଟେଲକ୍‌କେ ଜ୍‌ତେକ୍ ଦେଇଦ୍ ସେ ସ୍‌ତେକ୍ ହାଇଦ୍।


ସ୍‌ଡେବ୍‌ଳ୍ ଆଲେକ୍‌ଜାଣ୍ତ୍ରିଆ ସ୍‌ହରେ ଜ୍‍ର୍‍ନ୍‌ ଅଇରିଲା ଆପୋଲ୍ଲ ନାଉର୍ ଗଟେଲକ୍ ଯିହୁଦି ଏଫିସୀ ସ୍‌ହର୍‌କେ ଆଇଲା। ସେ ଗଟେକ୍ ବ୍‍ଲ୍‌କ୍‍ତା କ୍ଉତାଲକ୍, ଆର୍ ଦ୍‌ର୍‌ମ୍ ଶାସ୍‌ତର୍ ବିଷୟେ ତାର୍ ବେସିଶ୍‌କ୍‌ତି ଶାଳିରିଲା।


ଜ୍‌ଡେବ୍‌ଳ୍ ଆପୋଲ୍ଲ କରନ୍ତିର୍ ସ୍‌ହରେ ରିଲା, ସ୍‌ଡେବ୍‌ଳ୍ ପାଉଲ୍ ଡଙ୍ଗୁର୍ ଦେଶ୍ ବାଟ୍ ଅଇ ଏଫିସ ସ୍‌ହର୍‌କେ ଆଇଲା, ଆର୍ ସେତି ସେ କ୍‍ତେକ୍ ଚେଲାମ୍‍ନ୍‍କେ ବେଟ୍ ହାଇଲା।


ଇଶ୍ଵର୍ ମକେ ଖ୍ରୀଷ୍ଟ ଯୀଶୁର୍ ଗଟେକ୍ ସେବାକ୍‌ର୍‌ତା ଲକ୍ ଅଇ ଯିହୁଦି ନଇଲା ଲକ୍‌ମ୍‍ନ୍‌କେ ସାଇଜ କ୍‌ରୁକେ ବାଚିଆଚେ, ସେ ମକେ ସୁବ୍‌କ୍‌ବରାର୍ ଜାଜକ୍ ହର୍ ପର୍‌ଚାର୍ କ୍‌ରୁକେ ବାଚିଆଚେ। ଇରି କ୍‌ର୍‌ତା ଉଦେସ୍ ଅଇଲି ଯେ, ଯିହୁଦି ଚାଡି ବିନ୍‍ଜାତି ଲକ୍ ମାନ୍‌ସି କ୍‌ର୍‌ତା ଦାନ୍ ହର୍ ଅଉତି ଜୁଇରି କି ଇଶ୍ଵର୍ ନିଜାର୍ କ୍‍ରେଦ୍। ଇ ଦାନ୍ ଲକ୍‍ମ୍‍ନ୍ ଇଶ୍ଵରାର୍ ହାଇଁ ପବିତର୍ ଆତ୍ମାର୍ ଦ୍ୱାରା ପବିତର୍‌ ଅଇଲା।


ଇଶ୍ଵର୍ ମ୍‌ଣ୍ତଳିଲ୍‌ଗେ ହ୍‌ର୍‌ତୁ ହ୍‌ଟାଇଲା ଚେଲାକେ, ହ୍‌ଚେ ବବିଶତ୍ କ୍‌ତା କ୍‌ଉତା ଲକ୍‌କେ, ତାର୍‌ହ୍‌ଚେ ଶିକ୍ୟା ଦେତା ଗୁରୁମ୍‌ନ୍‌କେ ବାଚ୍‌ଲା ଆଚେ। ତାର୍‌ହ୍‌ଚେ ଚମ୍‌ତ୍‍କାର୍ କାମ୍ କ୍‌ର୍‌ତା ମାନାଇକେ, ରଗ୍ ନିକା କ୍‌ର୍‌ତା ଲକେ, ସାଇଜ କ୍‌ର୍‌ତା ଲକେ, ନେତାମ୍‍ନ୍‌କେ, ହ୍‌ଚେ ବିନ୍‌ବିନ୍ ବାଷାଇ କ୍‌ତା କ୍‌ଉତା ମାନାଇକେ ସେ ବାଚ୍‌ଲା ଆଚେ।


ମ୍‌ତର୍ ବାଇ ଆପୋଲାର୍ ବିଷୟେ ତୁମୁକେ ଜାଣାମ୍‌ଲେ ଯେ, ତାକେ ମୁଇ ଗାଦାତର୍ ବାଇମ୍‌ନ୍‌କାର୍ ସ୍‌ଙ୍ଗ୍ ତୁମାର୍ ଲ୍‌ଗେ ଆସୁକେ କଇଆଚି, ମ୍‌ତର୍ ଅବେ ସେ ତୁମାର୍ ଲ୍‌ଗେ ଆସୁକେ ମ୍‌ନ୍ ନ୍‌କେରେ, ମ୍‌ତର୍ ହ୍‌ଚେ ସୁଜଗ୍‌ ହାଇଲେକ୍ ସ୍‌ତ୍‌କ୍‌ରି ସେ ତୁମାର୍ ଲ୍‌ଗେ ଆସେଦ୍।


ମକେ ଦିଆଅଇରିଲା ଇଶ୍ଵରାର୍ ଆଶ୍‌ରିବାଦାର୍ ଦାନ୍ ହର୍ ମୁଇ ଗଟେକ୍ ବୁଦିମାନ୍ ଲକ୍‌ହର୍ କୁନାଦି ହ୍‌କାଇଲେ ଆଚି, ମ୍‌ତର୍ ବିନ୍‌ଲକ୍ ଇ କୁନାଦି ଉହ୍‌ରେ ଗ୍‍ର୍ ତିଆର୍ କ୍‌ରୁଲା, ସେ ତିଆର୍ କର୍‍ତା ଲକ୍ ଇବିଷୟ୍ ଜାଗ୍‌ରତ୍ ଅଉଅ।


କାଇତାକ୍, ପାଉଲ୍ କ୍‌ଉଅ କି ଆପୋଲ୍ କ୍‌ଉଅ, କି ପିତର୍ କ୍‌ଉଅ କି ହୁର୍‌ତିବି କ୍‌ଉଅ, ଜୀବନ୍ କ୍‌ଉଅ କି ମ୍‌ର୍‌ନ୍‌ କ୍‌ଉଅ କି ଅବାର୍ କ୍‌ଉଅ କି ଆର୍ ଆଗାର୍ ବିଷୟେ କ୍‌ଉଅ, ସ୍‌ବୁ ତୁମାର୍‌ମ୍‌ନ୍‌କାର୍ ଅଦିକାର୍।


ଗ୍‌ଚ୍ ଲାଗାଉତା ମାନାଇ ଆର୍ ହାଣି ଚ୍‌ହାଉତା ମାନାଇ ବ୍‍ଡ୍‍ନଇ, ମ୍‌ତର୍ ଯେ ବାଡାମ୍‌ଲା ସେ ହ୍‌କା ବ୍‌ଡ୍, ସେ ଅମ୍‌ଲା ଅମାର୍ ଇଶ୍ଵର୍।


ମୁଇ ଯଦି ମର୍ ଇଚାରେ ସୁବ୍‍କ୍‍ବର୍ ପର୍‍ଚାର୍ କ୍‌ଲେହ୍‌ଣି, ତ୍‌ବେ ମୁଇ ଇନାମ୍ ହାଇଲେହ୍‌ଣି, ମ୍‌ତର୍ ଇଶ୍ଵର୍ ମକେ ଇ ଆଦେଶ୍ ଦିଲାଆଚେ ଲାଗି, ମୁଇ ସ୍‌ତ୍‌କ୍‌ରି ପର୍‍ଚାର୍ କ୍‌ରିନ୍ଦ୍।


ମୁଇ କାଇରି ବ୍‌ୟା ହର୍ କ୍‌ମ୍‌ଲେ, ସେମ୍‌ନ୍ କାଇରି ଖ୍ରୀଷ୍ଟର୍ ଦାସ୍? ତ୍‌ବେ ମୁଇ ସେମ୍‌ନ୍‌କାର୍ ତ୍‌ଇହ୍‌ଣି ଅଦିକ୍ ବେଶି ଖ୍ରୀଷ୍ଟର୍ ବ୍‌ଡ୍ ଦାସ୍ ବ୍‌ଲି ବାବୁଲେ, କାଇତାକ୍ ମୁଇ ସେମ୍‌ନ୍‌କାର୍ ତ୍‌ଇହ୍‌ଣି ଅଦିକ୍ କ୍‌ଷ୍ଟ ହ୍‌ଳ୍‌ଲେ ଆଚି, ଆର୍ ଅଦିକ୍ ଜ୍‌ଇଲେ ରିଲେଆଚି, ଆର୍ ବେସି କର୍‌ଡା ସ୍‌ଙ୍ଗ୍ ମାଡ୍ କାଇଲେ ଆଚି, ଆର୍ ହେଁ ଅଦିକ୍ ସମୟ୍ ମ୍‌ର୍‌ତା ଉହ୍‌ରେ ରିଲେ।


ଆରେକ୍‌, ତୁମାର୍ ବଦୁଲ୍‌ଲା ଜୀବନ୍ ଗଟେକ୍ ଚିଟି ହର୍ ଜୁଇରି ଖ୍ରୀଷ୍ଟ ଲେକିଆଚେ, ଇ ଚିଟି ହ୍‌କା ଅମାର୍ ସେବା କାମାର୍ ହ୍‍ଳ୍। ସେରି ସିରା ତ୍‌ଇ ନାଇ କି ଟେଳାର୍ ହାଟାଇ ଲେକା ଅଇନ୍‌କେରେ, ମ୍‍ତର୍ ଜୀବନ୍ ଇଶ୍ଵରାର୍ ପବିତର୍ ଆତ୍ମା ସ୍‌ଙ୍ଗ୍ ଅମାର୍ ହ୍ରୁଦୟାର୍ ହାଟାଇ ଲେକା ଅଇଆଚେ।


ସେ ତ ଅମୁକ୍‌ମ୍‌ନ୍‌କେ ଲେକା ଅଇଲା ନିୟମାର୍ ସେବାକ୍‌ର୍‌ତା ଲକ୍ କ୍‍ରି ନ୍‌କେରେ, ମ୍‍ତର୍ ପବିତର୍ ଆତ୍ମାକେ ବ୍‌ଲେକ୍ ନ୍‌ଉଁଆ ନିୟମାର୍ ସେବାକ୍‌ର୍‌ତା ଲକ୍ ଅମ୍‌କେ ଶ୍‌କ୍‌ତି ଦ୍‌ଇଆଚ୍‌ତି, କାଇତାକ୍ ଲେକା ଅଇଲା ନିୟମ୍ ମ୍‌ର୍‌ନ୍ ଡ୍‌ଣ୍ତ୍ ଆଣେଦ୍, ମ୍‍ତର୍ ପବିତର୍ ଆତ୍ମା ଜୀବନ୍ ଦ୍‌ଇଦ୍।


ଅବେ, ଅମିମ୍‌ନ୍‌ ଇଶ୍ଵରାର୍ ଲାଡେ ଇ ମାପ୍‌ରୁର୍ ସୁବ୍‍କ୍‍ବର୍ ପର୍‌ଚାର୍ କ୍‌ର୍‌ତା କାମ୍ ହାଇଆଚୁ, ସେତାର୍‍ଗିନେ ଅମିମ୍‌ନ୍ ନିରାସ୍ ଅଇ ଇ କାମ୍ ନ୍‌ଚାଡୁ।


କାଇତାକ୍ ଅମିମ୍‌ନ୍ ନିଜେ ନିଜ୍‍କେ ପର୍‌ଚାର୍ କ୍‍ରି ନ୍‌କେରୁ, ମ୍‍ତର୍ ଖ୍ରୀଷ୍ଟ ଯୀଶୁ ଯେ ମାପ୍‌ରୁ, ଆରେକ୍‌, ଯୀଶୁର୍ ଲାଗି ଅମିମ୍‌ନ୍ ଯେ ତୁମାର୍‌ମ୍‌ନ୍‌କାର୍ ସେବାକ୍‌ର୍‌ତା ଲକ୍, ଇରି ଅମି ପର୍‌ଚାର୍ କ୍‌ରୁନ୍ଦ୍।


ମ୍‍ତର୍ ବ୍‍ଡ୍ ଶ୍‌କ୍‌ତି ଯେ ଇଶ୍ଵରାର୍, ଆରେକ୍‌, ସେରି ଯେ ଅମାର୍‌ମ୍‌ନ୍‌କାର୍‌ ତ୍ଇହ୍‍ଣି ବାରି ନ୍‌କେରେ, ଇରି ଜ୍‌ନ୍‌କ୍‌ରି ଜାଣା ହ୍‌ଳେଦ୍, ଇତାର୍ ଲାଗି ଅମିମ୍‌ନ୍ ଇ ଦ୍‍ନ୍ ତିଆର୍ କ୍‍ଲା ମାଟି ଟାଙ୍ଗାର୍ ହର୍ ହାଇଲୁ ଆଚୁ।


ମ୍‌ତର୍ ସ୍‌ବୁ ବିଷୟ୍ ଇଶ୍ଵରାର୍ ତ୍ଇହ୍‍ଣି ଅଇଆଚେ, ଇଶ୍ଵର୍ ଖ୍ରୀଷ୍ଟକେ ତାର୍ ଆର୍ ଅମାର୍ ବିତ୍‌ରେ ଶାନ୍‌ତି ତିଆର୍ କ୍‌ରୁକେ ଆର୍ ଗଟେତର୍ ମିସାମ୍‌କେ ହ୍‌ଟାଇ ଆଚେ। ଆର୍ ସେ ଶାନ୍‌ତି ତିଆର୍ କ୍‌ର୍‌ତା କାମ୍ ଅମୁକ୍‌ମ୍‌ନ୍ ମିଳିଆଚେ।


ଅମିମ୍‌ନ୍ ଇଶ୍ଵର୍ ସ୍‌ଙ୍ଗ୍ କାମ୍ କ୍‌ର୍‌ତେ ରିଲୁ ଲାଗି ତୁମୁକ୍‍ମ୍‌ନ୍‍କେ ଗ୍‌ଉଆରି କ୍‌ରୁନ୍ଦ୍ ଯେ, ଇଶ୍ଵରାର୍ ତ୍ଇହ୍‍ଣି ଜୁଇ ଆଶିର୍‌ବାଦ୍‌ ତୁମିମ୍‍ନ୍ ହାଇଆଚାସ୍ ସେରି ଜ୍‌ନ୍‌କ୍‌ରି ବେକାର୍ ଅଇନ୍‌କେରେ।


ମ୍‌ତର୍ ଇଶ୍ଵରାର୍ ଆରାଦନା କ୍‌ର୍‌ତା ଲକ୍ ହ୍‌ର୍ ଅମିମ୍‌ନ୍ ହୁରା ବାବ୍‌ରେ ନିଜ୍‍କେ ବ୍‍ଲ୍ ବ୍‌ଲି ଦ୍‍କାଇ ହାରୁ ଆର୍ ଦୁକ୍‍କ୍‍ଷ୍ଟ, ବ୍‌ଡ୍ ସମସ୍ଯା ବିତ୍‌ରେ ଆର୍ ଇନସ୍ତା ତ୍ଇହ୍‍ଣି ସାସ୍‌ଦ୍‌ରି ଆଚୁ।


ଇଶ୍ଵର୍ ତାର୍ ଚମ୍‌ତ୍‍କାର୍ କାମ୍ କର୍‍ତା ଶ୍‌କ୍‌ତିକେ ମକେ ଗଟେକ୍ ବ୍‍ଡ୍ ଅନୁଗ୍ର ଦାନ୍ ହର୍ ଦିଲାଆଚେ, ସେତାର୍‍ଗିନେ ମୁଇ ସୁବ୍‌କ୍‌ବର୍ ପର୍‍ଚାର୍ କ୍‌ର୍‌ତାଲକ୍ ଅଇଲେଆଚି।


ତୁମିମ୍‍ନ୍ ଶୁଣିରିଲା ସୁବ୍‍କ୍‍ବର୍ ଉହ୍‌ରେ ବିଶ୍‍ବାସ୍ କ୍‌ଲେକ୍ ଖ୍ରୀଷ୍ଟ ଇ କାମ୍‍କ୍‍ରି ଚାଲେଦ୍। ତୁମିମ୍‍ନ୍ ନିଜାର୍ ବିସ୍‌ବାସେ ଡାଟ୍ ଆର୍ ସ୍‌ତ୍‌ବ୍‌ଲି ମାନିରିଲା ସୁବ୍‌କ୍‌ବର୍ ତୁମୁକ୍‌ମ୍‌ନ୍ ଜୁଇ ବ୍‌ର୍‌ସା ଦେଇଆଚେ ସେତିହ୍‍ଣି ବେମ୍‌ରି ଅଉଆନାଇ। ସେ ସ୍‌ମାନ୍ ସୁବ୍‌କ୍‌ବର୍ ସ୍‌ବୁ ସ୍‌ର୍‌ଗ୍ ତ୍‌ଳେ ରେତା ଲକ୍‌କେ କ୍‌ଉଆ ଅଇଆଚେ, ମୁଇ ସେବାକ୍‌ର୍‌ତା ପାଉଲ୍ ସେ ସ୍‌ମାନ୍ ସୁବ୍‌କ୍‌ବର୍ କ୍‍ମ୍‍କେ ସାସ୍ କ୍‌ଲେଆଚେ।


ଇଶ୍ଵର୍ ମକେ ମ୍‌ଣ୍ତଳିର୍ ଗଟେକ୍ ସେବାକ୍‌ରତା ଲକ୍ ଅଉତାର୍ ହାଇଁ ଇ ଦାଇତ୍ ଦ୍‌ଇଆଚେ, ସେନ୍‌କାର୍ ତୁମୁକ୍‌ମ୍‌ନ୍ ସାଇଜ କ୍‌ରୁଲେ। ମର୍ କାମ୍ ଅମ୍‌ଲି ତୁମୁକ୍‌ମ୍‌ନ୍ ହୁରାହୁରି ବାବେ ଇଶ୍ଵରାର୍ ଶିକ୍ୟା ଦେତାର୍‌।


ଅମାର୍‌ମ୍‌ନ୍‌କାର୍‌ ଜୁଇ ମାପ୍‌ରୁ ଖ୍ରୀଷ୍ଟ ଯୀଶୁ ମକେ ଇଚା କ୍‌ଲାଆଚେ, ତାକେ ମୁଇ ଦନ୍ୟବାଦ୍‌ ଦେମ୍‍ଲେ ଯେ, ସେ ମକେ ବ୍‌ର୍‌ସା ର୍‌କି ସେବାକାମ୍ କାମ୍ କ୍‌ରୁକେ ବାଚିଆଚେ, ଆର୍ ସେ ମକେ ଶ୍‌କ୍‌ତି ଦ୍‌ଇଦେ।


ତୁମାର୍ ବିତ୍‌ରେ ସ୍‌ବୁ ଲକ୍ ଗଟେକ୍ ଗଟେକ୍ ଦୟାର୍ ଦାନ୍ ଇଶ୍ଵରାର୍ ତ୍‌ଇହ୍‌ଣି ହାଇଆଚାସ୍, ଇଶ୍ଵର୍ ସ୍‌ବୁ ପର୍‌କାର୍ ତାର୍ ଦୟା ତୁମୁକେ ଦ୍‌କାଇଆଚେ, ତୁମି ତାର୍ ଦୟାର୍ ଦାନ୍‌ମ୍‌ନ୍ ହୁରା ଦାଇତାର୍ ସ୍‌ଙ୍ଗ୍ ଇଶ୍ଵରାର୍ ସେବାକ୍‌ର୍‌ତା ଲକ୍ ହର୍ ବ୍ଯବହାର୍ କ୍‍ରା, ତ୍‌ବେ ବ୍‍ଲ୍ ସେବାକ୍‌ର୍‌ତା ଲକ୍ ଅଇ, ନିଜାର୍ ନିଜାର୍ ସେବା କାମେ ଲାଗାଉଆ।


ကြှနျုပျတို့နောကျလိုကျပါ:

ကြော်ငြာတွေ


ကြော်ငြာတွေ