୧ କରନ୍ତି 2:4 - ବ୍ଡ଼୍ ହ୍ର୍ଜା ବାଇବଲ4 ମର୍ ଶିକ୍ୟା ଆର୍ ବାକ୍ୟ ମାନାଇର୍ ବୁଦି ଗ୍ଯାନ୍ ହର୍ ନ୍ରିଲି, ମ୍ତର୍ ସେରି ଇଶ୍ଵରାର୍ ଆତ୍ମାର୍ ଶ୍କ୍ତିର୍ ସ୍ଙ୍ଗ୍ ପର୍ଚାର୍ ଅଇଲି। အခန်းကိုကြည့်ပါ။ସଃର୍ଗାର୍ ବାଟ୍ ନଃଉଁଆ ନିଅମ୍4 ଇତାର୍ ଗିନେ ମର୍ ସିକ୍ୟା ଆର୍ ମର୍ ପର୍ଚାର୍ ଗିଆନାର୍ ସୁନ୍ଦୁର୍ କଃତା ମିସ୍ଲାର୍ ନଃୟ୍କଃରି ଇସ୍ୱରାର୍ ଆତ୍ମାର୍ ସଃକାତ୍ ଆର୍ ସଃତ୍ ହଃର୍ମାଣ୍ରିଲାର୍ ଅୟ୍ରିଲି । အခန်းကိုကြည့်ပါ။ |
ଅମି ତୁମୁକ୍ମ୍ନ୍କେ ଯୀଶୁର୍ ବିଷୟେ ସୁବ୍କ୍ବର୍ କଇଆଚୁ, ମ୍ତର୍ ଅମି କେବଳ୍ ଶ୍ବ୍ଦ ବ୍ଯବହାର୍ ନ୍କେରୁ। ସେ ସୁବ୍କ୍ବର୍ ଅମି ଶ୍କ୍ତି ଆର୍ ପବିତର୍ ଆତ୍ମା ସ୍ଙ୍ଗ୍ ଆଣି ଆଚୁ। ଅମି ଜ୍ନ୍କ୍ଲେକ୍ ହେଁ ଜାଣିଆଚୁ ଯେ ସେରି ସ୍ତ୍। ତୁମିମ୍ନ୍ ଜାଣିଆଚାସ୍ ଯେ, ଅମି ତୁମାର୍ମ୍ନ୍କାର୍ ସ୍ଙ୍ଗ୍ ରିଲାବ୍ଳ୍ କ୍ନ୍କ୍ରି ଜୀବନ୍ ବିତାଉତି ରିଲୁ। ସେନ୍କ୍ରି ଜୀବନ୍ ବିତାମ୍କେ ତୁମୁକ୍ମ୍ନ୍ ସାଇଜ କ୍ରୁକେ ମ୍ନ୍ରିଲି।
ମ୍ତର୍ ଇଶ୍ଵର୍ ଇ ବବିଶତ୍ କ୍ତା କ୍ଉତା ଲକ୍ମ୍ନ୍କେ କଇରିଲା ଯେ ସେମ୍ନ୍କାର୍ ସେବାକାମ୍ ତାକାର୍ ନିଜାର୍ ହାଇଁ ନାଇ ମ୍ତର୍ ତୁମାର୍ ହାଇଁ। ସେ କ୍ବର୍ ଅମ୍ଲି ଯୀଶୁ ଖ୍ରୀଷ୍ଟର୍ ବିଷୟ୍ରେ ଗଟେକ୍ ସୁବ୍କ୍ବର୍ ଜାଇରି ତୁମିମ୍ନ୍ ଅବେ ଶୁଣିଆଚାସ୍। ତୁମୁକେ ଲକ୍ମ୍ନ୍କେ ସୁବ୍କ୍ବର୍ ପର୍ଚାର୍ କ୍ରୁକେ ଇଶ୍ଵର୍ ସ୍ର୍ଗେ ହ୍ଣି ତାର୍ ପବିତର୍ ଆତ୍ମା ସାଇଜ କ୍ରୁକେ ହ୍ଟାଇଲା। ଇରି ଅତେକ୍ ଚାନିଆକାମ୍ ଯେ ସ୍ର୍ଗାର୍ ଦୂତ୍ମ୍ନ୍ ହେଁ ଇ ଗଟ୍ଣା ସ୍ବୁ ଦ୍କୁକେ ବେସି ଇଚାକ୍ର୍ତି।