21 ମୁଇ ପାଉଲ୍ ମର୍ ନିଜାର୍ ଆତେ ଇସ୍ବୁ ଲେକୁଲେ, ଆର୍ ମୁଇ ହେଁ ତୁମୁକେ ଜୁଆର୍ ଜାଣାମ୍ଲେ।
21 ମୁୟ୍ଁ ପାଉଲ୍ ନିଜାର୍ ଆତେ ଇ ସଃବୁ ଲେକି ଦନ୍ୟବାଦ୍ ଜାଣାଉଁଲେ ।
ମୁଇ ତର୍ତ୍ତୀୟ ପାଉଲାର୍ ଲାଗି ଇ ଚିଟି ଲେକିଆଚି, ମୁଇ ମାପ୍ରୁ ନାଉଁଏ ତୁମୁକ୍ମ୍ନ୍ ଜୁଆର୍ ଜାଣାଇ।
ଦ୍କା, କ୍ନ୍କ୍ରି ବ୍ଡ୍ ବ୍ଡ୍ ଅକ୍ଷର୍ କ୍ରି ମୁଇ ମର୍ ନିଜାର୍ ଆତେ ତୁମାର୍ ଲ୍ଗେ ଇ ଚିଟି ଲେକୁଲେ।
ମୁଇ ପାଉଲ୍, ନିଜେ ଆତେ ଲେକି ତୁମୁକ୍ମ୍ନ୍କେ ଜୁଆର୍ ଜାଣାମ୍ଲେ, ମୁଇ ଜେଲ୍ଲ୍ଗେ ର୍ଇ ଦୁକ୍ ବଗ୍ଲାର୍ ଏତାଉଆ, ତୁମାର୍ମ୍ନ୍କାର୍ ତ୍ଇ ଇଶ୍ଵରାର୍ ଦୟା ରେଅ, ଆମେନ୍।
ମାପ୍ରୁ ତୁମାର୍ ସ୍ବୁଲକାର୍ ଲ୍ଗେ ରେଉଅ, ମୁଇ ପାଉଲ୍ ମର୍ ନିଜାର୍ ଆତେ ଇରି ଲେକୁଲେ ଆର୍ ଜୁଆର୍ ଜାଣାମ୍ଲେ। ମର୍ ସ୍ବୁ ଚିଟି ମୁଇ ଅନ୍କ୍ରି ଲେକିକ୍ରି ସନ୍ତକ୍ କ୍ରୁଲେ।
ମୁଇ ପାଉଲ୍ ଇରି ମୁଇ ମର୍ ନିଜାର୍ ଆତେ ଲେକୁଲେ। ମୁଇ ତାର୍ ରୁଣ୍ ସୁଜିନ୍, ତୁଇ ସେରି ଜାଣି ଆଚ୍ସି ଯେ, ଯଦି ମୁଇ ତକେ ସାଇଜ କ୍ରି ନ୍ରିଲେକ୍, ତୁଇ ତର୍ଗିନେ ନ୍ଉଆ ଜୀବନ୍ ନ୍ହାଇଲିସ୍ ହ୍ଣି, ତ୍ବେ ତୁଇ ତର୍ ନିଜାର୍ ଜୀବନ୍କେ ମର୍ଲ୍ଗେ ରୁଣି ଆଚ୍ସି।