5 ସେ ହ୍ର୍ତୁ ପିତର୍କେ ଆର୍ ହ୍ଚେ ବାରଗଟ୍ ଚେଲାମ୍ନ୍କେ ଦ୍କାଇ ଅଇରିଲା।
5 ସେ ପିତର୍, ଆର୍ ତାର୍ହଃଚେ ବାରଗଟ୍ ଚେଲାକେ ଦଃକାୟ୍ ଅୟ୍ଲା ।
ହ୍ଚେ ଏଗାର୍ ଗଟ୍ ହ୍ଟାଇଲା ଚେଲାମ୍ନ୍ କାମ୍କେ ବ୍ସିରିଲା ବ୍ଳ୍, ଯୀଶୁ ସେମ୍ନ୍କେ ଦ୍କାଇ ଅଇଲା ଆରେକ୍ ସେମ୍ନ୍କାର୍ ଅବିଶ୍ବାସ୍ ଆର୍ ମ୍ନ୍ ଅଟୁଆର୍ ଗିନେ ସେମ୍ନ୍କେ ଉଳ୍ଲା, କାଇତାକ୍ ସେମ୍ନ୍ ତାକେ ଆର୍ ଗଟେତର୍ ଜୀବନ୍ ଦ୍କିକ୍ରି ହେଁ ବିଷ୍ବାସ୍ କ୍ରୁକେ ମ୍ନା କ୍ଲାଇ।
ଆନ୍ଦ୍ରିୟ ଶିମୋନ୍କେ ଯୀଶୁର୍ ଲ୍ଗେ କୁଦିକ୍ରି ନିଲା। ଯୀଶୁ ଶିମୋନ୍କେ ବ୍ଲ୍କ୍ରି ଦ୍କି କଇଲା, “ତୁଇ ଯୋହନାର୍ ହଇସି ଶିମୋନ୍, ମ୍ତର୍ ତୁଇ କେଫା ନାଉଁଏ ଡାକ୍ହୁଟ୍ସି।” ଇ କେଫା ନାଉର୍ ଅର୍ତ ଅଇଲି ପିତର୍ ବଲେକ୍ ଟେଳା।
ମ୍ତର୍ ସ୍ବୁ ଲକ୍ମ୍ନ୍ ତାକେ ଦ୍କୁ ନ୍ହାର୍ଲାଇ, ଜୁଇସ୍ବୁ ଲକ୍ମ୍ନ୍ ଇଶ୍ଵରାର୍ ବାବିରିଲା ସାକି, ସେମ୍ନ୍କେ ଅମୁକ୍ମ୍ନ୍କେ ସେ ଦ୍କାଇ ଅଇଲାଆଚେ, ଇଶ୍ୱର୍ ତାକେ ଉଟାଇଲା ହ୍ଚେ ଅମିମ୍ନ୍ ତାର୍ସ୍ଙ୍ଗ୍ ମିସିକ୍ରି କାଇଆଚୁ ହିଇଆଚୁ।
ମୁଇ ଜାଣୁଲେ ଯେ, ତୁମିମ୍ନ୍ ସ୍ବୁଲକ୍ କ୍ଉଆ କ୍ଉଇ ଅମ୍ଲାସ୍, “ମୁଇ ପାଉଲାର୍ ଚେଲା,” ଆର୍ କେ କ୍ମ୍ଲାଇ “ମୁଇ ଆପୋଲାର୍ ଚେଲା,” କେ କ୍ମ୍ଲାଇ “ମୁଇ ପିତରାର୍ ଚେଲା,” କେ କ୍ମ୍ଲାଇ “ମୁଇ ଖ୍ରୀଷ୍ଟର୍ ଚେଲା”।
କାଇତାକ୍, ପାଉଲ୍ କ୍ଉଅ କି ଆପୋଲ୍ କ୍ଉଅ, କି ପିତର୍ କ୍ଉଅ କି ହୁର୍ତିବି କ୍ଉଅ, ଜୀବନ୍ କ୍ଉଅ କି ମ୍ର୍ନ୍ କ୍ଉଅ କି ଅବାର୍ କ୍ଉଅ କି ଆର୍ ଆଗାର୍ ବିଷୟେ କ୍ଉଅ, ସ୍ବୁ ତୁମାର୍ମ୍ନ୍କାର୍ ଅଦିକାର୍।
ବିନ୍ସ୍ବୁ ହ୍ଟାଇଲା ଚେଲାମ୍ନ୍କାର୍ ହର୍, କାଇରି ପିତର୍ ଆର୍ ମାପ୍ରୁର୍ ବାଇସି ମ୍ନ୍କାର୍ ହର୍, ମୁଇ କାଇରି ଗଟେକ୍ ବିଶ୍ବାସି ମାଇଜିକେ ବିବା ଅଇ ତାର୍ସ୍ଙ୍ଗ୍ ବୁଲୁକେ ମର୍ ଅଦିକାର୍ ନାଇ କି?