5 ବିନ୍ବିନ୍ କ୍ରି ସେବା କ୍ରୁଲାଇ, ମ୍ତର୍ ଗଟେକ୍ ସେ ମାପ୍ରୁର୍ ଆରାଦନା ଅମ୍ଲି।
5 ସେବାକାମ୍ ବିନ୍ ବିନ୍ ରଃକମାର୍ ଆଚେ, ମଃତର୍ ମାପ୍ରୁ ଗଟେକ୍ ।
ଆର୍ ତୁମିମ୍ନ୍ ନେତା ବ୍ଲି ଚିନାଇ ଅଉଆନାଇ, କାଇତାକ୍ ତୁମାର୍ମ୍ନ୍କାର୍ ନେତା ଏକ୍ଲା, ସେ ଖ୍ରୀଷ୍ଟ।
ତୁମିମ୍ନ୍ ଜାଣାସ୍ ଯେ ଇଶ୍ଵରାର୍ ଜୁଇ ବାକ୍ୟ ଇସ୍ରାଏଲ୍ ଲକ୍ମ୍ନ୍କେ ଦ୍ଇରିଲା ସେ ସ୍ମାନ୍ ଶାନ୍ତିର୍ ବାକ୍ୟ ସୁବ୍କ୍ବର୍ ଯୀଶୁ ଖ୍ରୀଷ୍ଟ ଅମାର୍ ଲ୍ଗେ ପର୍ଚାର୍ କ୍ଲାଆଚେ, ସେ ଯୀଶୁ ସ୍ବୁଲକାର୍ ମାପ୍ରୁ।
ପବିତର୍ ଆତ୍ମାର୍ ଦାନ୍ ବିନ୍ବିନ୍ ପର୍କାର୍ ଆଚେ, ମ୍ତର୍ ଆତ୍ମା ଗଟେକ୍।
ଇଶ୍ଵରାର୍ କାମ୍ ବିନ୍ବିନ୍ ପର୍କାର୍, ମ୍ତର୍ ସେ ସ୍ମାନ୍ ଇଶ୍ଵର୍ ହ୍କା ଯେ କି ଅମୁକେ ଶ୍କ୍ତି ଦ୍ଇଦ୍।
ମ୍ତର୍ ଅମାର୍ ଗଟେକ୍ ହ୍କା ଇଶ୍ଵର୍ ଆଚେ, ଯେ କି ଅମାର୍ ଉବା, ସେ ହ୍କା ସ୍ବୁ ବିଷୟ୍ ସୁସ୍ଟି କ୍ଲାଆଚେ, ତାର୍ ଗିନେ ଅମିମ୍ନ୍ ବାଚିଆଚୁ। ଆର୍ ଅମାର୍ ଗଟେକ୍ ହ୍କା ମାପ୍ରୁ ଯୀଶୁ ଖ୍ରୀଷ୍ଟ, ତାର୍ଗିନେ ଇସ୍ବୁ ସୁସ୍ଟି ଅଇଲିଆଚେ, ଆର୍ ତାର୍ ଗିନେ ଅମି ବାଚିଆଚୁ।
ଆରେକ୍ ଇଶ୍ଵରାର୍ ମଇମାର୍ ଗିନେ ସ୍ବୁଲକ୍ “ଯୀଶୁ ଖ୍ରୀଷ୍ଟ ହ୍କା ମାପ୍ରୁ” ବ୍ଲି କ୍ଉତି।