14 ସେତାର୍ଗିନେ, ଏ ମର୍ ସାଙ୍ଗମ୍ନ୍, ତୁମିମ୍ନ୍ ମୁର୍ତି ହୁଜା କ୍ର୍ତା ତ୍ଇହ୍ଣି ଦୁରିରିଆ।
14 ଏ ମର୍ ଲାଡାର୍ ବାୟ୍ବେଣିମଃନ୍, ମୁର୍ତିହୁଜା ଚାଡିଦିଆସ୍ ।
ମ୍ତର୍ ସେମ୍ନ୍ ଜ୍ନ୍କ୍ରି ମୁର୍ତିମ୍ନ୍କାର୍ ଲ୍ଗେ ହୁଜା କ୍ରିରିଲା କାଦି ନ୍କାଅତ୍, ଦାରିକାମ୍ ନ୍କେରତ୍ ଆର୍ ଗ୍ଳାହିଚି କ୍ରି ମାରିରିଲା ଜ୍ତୁର୍ ମାସ୍ ନ୍କାଅତ୍, ବ୍ନି ନ୍କାଅତ୍ ଇ ସ୍ବୁ ଆଦେଶ୍ ଦେଇକ୍ରି ସେମ୍ନ୍କାର୍ ଲ୍ଗେ ଗଟେକ୍ ଚିଟି ଲେକା।
ତୁମାର୍ମ୍ନ୍କାର୍ ଲାଗି ବୁଲ୍ କ୍ରିରିଲା ଲକ୍ମ୍ନ୍କେ ନିଜାର୍ ବାଟ୍ ହ୍ଣି ଡ୍ଣ୍ଡ୍ ଦିଆସ୍ନାଇ। ତାକେ ଇଶ୍ଵରାର୍ ରିସା ଦ୍ୱାରା ଡ୍ଣ୍ଡ୍ ହାମ୍କେ ଜାଗା। ପବିତର୍ ଶାସ୍ତର୍ ଲ୍ଗେ ଲେକାଆଚେ ଇଶ୍ଵର୍ କ୍ଇଆଚେ “ଡ୍ଣ୍ଡ୍ ଦେତାର୍ ମର୍ କାମ୍ ମୁଇ ଲକ୍ମ୍ନ୍କେ ତାକ୍ର୍ ଇନାମ୍ ଦ୍ଇନ୍ଦ୍।”
ତୁମୁକ୍ମ୍ନ୍କେ ମୁଇ ବୁଦିରିଲା ଲକ୍ବ୍ଲି ବାବି ଇସ୍ବୁ ଲେକୁଲେ, ମୁଇ ଜୁଇରି କ୍ମ୍ଲେ ସେରି ନିଜେ ବିଚାର୍ କ୍ରା।
ମୁଇ କାଇରି କ୍ମ୍କେ ଚେଷ୍ଟା କ୍ରୁଲେ? ମୁଇ କାଇରି କ୍ମ୍ଲେ ମୁର୍ତି ହୁଜାକ୍ଲା ବଗ୍ କାଇ ମୁଲ୍ଯ ଆଚେକି ଆର୍ ମୁର୍ତିମ୍ନ୍ ସ୍ତ୍ ଇଶ୍ଵର୍ ବ୍ଲି?
ଦ୍ର୍ମ୍ ଶାସ୍ତର୍ ଲ୍ଗେ ଲେକାଆଚେ, “ଲକ୍ମ୍ନ୍ ବଜି କାମ୍କେ ବ୍ସ୍ଲାଇ, ଆର୍ ତାର୍ ହ୍ଚେ ଉଟି ଗିତ୍ନାଟ୍ କ୍ରୁକେ ଲାଗ୍ଲାଇ।”
ମ୍ତର୍ ମର୍ କ୍ଉତାର୍ ଅର୍ତ ଅଇଲି, ଯେ ଯଦି ତୁମାର୍ କୁଇ ସାଙ୍ଗ ମୁଇ ବିଶ୍ବାସି କଇଦ୍ ଆର୍ ଦାରିକାମ୍, ଲ୍ବ୍, ମୁର୍ତି ହୁଜା, ଲିନ୍ଦା କ୍ର୍ତା ଲକ୍, ମ୍ଦୁଆ, ଚର୍କାମ୍ କ୍ରେଦ୍, ତ୍ବେ ତାର୍ସ୍ଙ୍ଗ୍ ମିଳାମିସା କ୍ରାନାଇ। ଆର୍ ଅନ୍କ୍ରି ଲକ୍ମ୍ନ୍କାର୍ ସ୍ଙ୍ଗ୍ କାଦି କାହାନାଇ।
ମୁଇ କାଇତାକ୍ ଅନ୍କ୍ରି କ୍ମ୍ଲେ ବ୍ଲେକ୍ ମୁଇ ତୁମୁକେ ଲାଡ୍ ନ୍କେରି କି? ମୁଇ ତୁମୁକ୍ କ୍ତେକ୍ ଲାଡ୍ କ୍ରୁଲେ ସେରି ଇଶ୍ଵର୍ ହ୍କା ଜାଣୁଲା।
ଆରେକ୍ ମୁଇ ତୁମୁକ୍ମ୍ନ୍କେ ସାଇଜ କ୍ରୁକେ ମୁଇ ମର୍ ସ୍ବୁ ଜୀବନ୍ ଦେମ୍କେ ରାଜି ଆଚି, କାଇତାକ୍ ମୁଇ ମର୍ ନିଜ୍କେ ହେଁ ସ୍ର୍ଦାଇ ସ୍ହ୍ରି ଦେମ୍କେ ତିଆର୍ ଅଇଲେଆଚି। ମୁଇ ତୁମୁକ୍ ବେଶି ଲାଡ୍ କ୍ରୁଲେ ମ୍ତର୍ ତୁମିମ୍ନ୍ କାଇରି ମକେ ଅଳକ୍ ଲାଡ୍ କ୍ରାସ୍?
ଅବେହ୍ତେକ୍ ତୁମିମ୍ନ୍ ବାବୁଲାସ୍ ଯେ, ଅମିମ୍ନ୍ ତୁମୁକ୍ମ୍ନ୍କେ ଅମାର୍ ଦସ୍କେ ଲୁକାଇକ୍ରି ଆସୁଲୁ ବ୍ଲି, ନାଇ ସେନ୍କ୍ରି ନଇ ଅମିମ୍ନ୍ ଇଶ୍ଵରାର୍ ଇଚାତ୍ଇ ଖ୍ରୀଷ୍ଟ ଯୀଶୁ କଇଲା ହର୍ ତୁମୁକ୍ମ୍ନ୍କେ କ୍ମ୍ଲୁ। ମ୍ତର୍ ଏ ସାଙ୍ଗମ୍ନ୍ ଅମିମ୍ନ୍ ଜୁଇସ୍ବୁ କ୍ମ୍ଲୁ ସେସ୍ବୁ ତୁମାର୍ ବ୍ଲାର୍ ଗିନେ କ୍ମ୍ଲୁ।
ସେତାର୍ଲାଗି ମାପ୍ରୁ ଇରି କଇଦ୍, “ତୁମିମ୍ନ୍ ସେମ୍ନ୍କାର୍ ତ୍ଇହ୍ଣି ବାରି ଆଶା, ଆରେକ୍ ଅଶୁଚି ଜିନିଷ୍ ଚୁଆ ନାଇ, ଆରେକ୍, ମୁଇ ତୁମୁକ୍ମ୍ନ୍କେ ନିଜାର୍ କ୍ରିନ୍ଦ୍।”
ତ୍ବେ, ଏ ମର୍ ଲାଡାର୍ ବାଇମ୍ନ୍, ଇରିସ୍ବୁ ଶପତ୍ ହାଇରିଲାର୍ ଲାଗି ଆଶା ଅମିମ୍ନ୍ ଅମାର୍ ଗ୍ଗାଳ୍ ଆର୍ ଆତ୍ମା ସ୍ବୁ ଅଚୁଆ ତ୍ଇହ୍ଣି ନିର୍ମୁଳ୍ କ୍ରି ଇଶ୍ଵର୍କେ ଡିରି ସ୍ନ୍ମାନ୍ ଦେଇ ପବିତର୍ ତ୍ଇ ସିଦ୍ ଅମା।
ଏ ମର୍ ଲାଡାର୍ ବାଇ ଆର୍ ବେଣିମ୍ନ୍! ମୁଇ ତୁମୁକେ ବ୍ଲ୍ ହାମ୍ଲେ, ଆର୍ ଦ୍କୁକେ ଇଚା କ୍ରୁଲେ। ତୁମାର୍ ଗିନେ ମୁଇ ବେସି ସ୍ର୍ଦା ଅମ୍ଲେ, ଆର୍ ତୁଇ ମର୍ ମୁକୁଟ୍ ହ୍ର୍ ବାଇ ବେଣିମ୍ନ୍ ମର୍ ଆଦେଶ୍ ହର୍ ମାପ୍ରୁର୍ ଲ୍ଗେ ତିର୍ଅଇକ୍ରି ରିଆ।
ମୁଇ ପାଉଲ୍, ଆର୍ ମର୍ଲ୍ଗେ ଯୀଶୁ ଖ୍ରୀଷ୍ଟର୍ ଗିନେ ଜେଇଲେ ରେତା ବିଶ୍ବାସି ବାଇ ତୀମଥି ସ୍ଙ୍ଗ୍, ମୁଇ ଇଚିଟି ଅମାର୍ ଲାଡାର୍ ସ୍ଙ୍ଗ୍ ଆର୍ ମିସିକ୍ରି କାମ୍ କ୍ର୍ତା ବାଇ ଫିଲିମନ୍କେ ଲେକୁଲେ।
ଲାଡାର୍ ସାଙ୍ଗମ୍ନ୍ ଅମି ଅନ୍କ୍ରି କ୍ତା କଇଲେକ୍ ହେଁ ତୁମାର୍ ଉହ୍ରେ ଅମାର୍ ବ୍ର୍ସା ଆଚେ, ତୁମିମ୍ନ୍ ଉଦାର୍ ହାମ୍କେ ବାଚି ଅଇକ୍ରି ଆଚାସ୍।
ଏ ମର୍ ଲାଡାର୍ ବାଇମ୍ନ୍ ତୁମିମ୍ନ୍ ଇ ଜ୍ଗତ୍ ତ୍ଇ ବିଦେଶୀ ଆର୍ ଅଳକ୍ ଦିନ୍ ବାସା କ୍ର୍ତା ଲକ୍ ହ୍ର୍। ତ୍ବେ ତୁମାର୍ମ୍ନ୍କାର୍ ଗ୍ଗାଳ୍ ଇଚା କ୍ର୍ତେରିଲା କ୍ରାପ୍କାମେ ହ୍ଣି ଦୁରିରିଆ। ଇ କାମ୍ ସ୍ବୁ ତୁମାର୍ ଆତ୍ମାର୍ ବିରୁଦେ ଯୁଜ୍ କ୍ର୍ତି।
ଏ ଲାଡାର୍ ବାଇମନ୍, ଜୁଇରି ତୁମାର୍ ହ୍ରୁଦୟ୍ରେ ଇଶ୍ଵରାର୍ ଜାଗା ନ୍ଇଦ୍ ତୁମିମ୍ନ୍ ସେ ମୁର୍ତିମ୍ନ୍କାର୍ ତ୍ଇହ୍ଣି ଦୁରିରିଆ।
ହୁର୍ତିବିରେ ରେତା ସ୍ବୁ ଲକ୍ମ୍ନ୍ ସେ ପଶୁକେ ହୁଜା କ୍ର୍ତି। ହୁର୍ତିବି ଆଗେହ୍ଣି ଇ ଲକ୍ମ୍ନ୍କାର୍ ନାଉଁ ମେଣ୍ଢା ଯେ କି ଯୀଶୁ ଜୀବନାର୍ ଶାସ୍ତର୍ ଲଗେ ଲେକା ଅଇନ୍କେରେ, ଇ ମେଣ୍ଢା ଯେ କି ଯୀଶୁକେ ମାରିରିଲାଇ।
ଅଇଲେକ୍ ହେଁ ଅଳକ୍ ବିଷୟେ ତୁମାର୍ ବିରୁଦେ ମର୍କ୍ତା ଆଚେ, ତୁମାର୍ ଦ୍ଳ୍ ବିତ୍ରେ କ୍ତେକ୍ ଲକ୍ ବିଲିୟମ୍ ବବିଶତ୍ କ୍ତା କ୍ଉତା ଲକାର୍ ଶିକ୍ଯାର୍ ହ୍ଚେ ଜ୍ମ୍ଲାଇ, ଇ ବିଲୀୟାମ ବାଲାକ୍ ର୍ଜାର୍ ମୁର୍ତିକେ ହୁଜାଦିଲା ବଗ୍ କାମ୍କେ ଆର୍ ଦାରିକାମ୍ ପାପ୍ କ୍ରି ଇସ୍ରାଏଲାର୍ ଲକ୍ମ୍ନ୍କେ ପାପ୍ କ୍ର୍ତାର୍ ଶିକାଇରିଲା।
ମ୍ତର୍ ଜୁଇ ଲକ୍ମ୍ନ୍ ଡିର୍କୁଣା, ଅବିସ୍ବାସି, ଗୁର୍ନା କ୍ର୍ତା ଲକ୍, ମାନାଇମାରୁ, ଦାରିକାମ୍ କ୍ର୍ତା ଲକ୍, ଜାଦୁ ମ୍ତର୍ କ୍ଉତାଲକ୍, ଆର୍ ମୁର୍ତି ହୁଜା କ୍ର୍ତା ଲକ୍, ଆର୍ ମିଚ୍କ୍ତା କ୍ଉତାଲକ୍ ସ୍ବ୍କେ ଲାଗ୍ତା ଗନ୍ଦ୍କ୍ ଜୟ୍ ଗାଡେ ଜାଗା ମିଳେଦ୍। ଇରିହ୍କା ଅମ୍ଲି ଦୁଇ ଲ୍ମବ୍ର୍ ମ୍ର୍ନ୍।”
ମ୍ତର୍ ଗୁର୍ନାକାମ୍ କ୍ର୍ତା ଲକ୍, କ୍ରାପ୍ କ୍ତା କ୍ଉତାଲକ୍, ଦାରିକାମ୍ କ୍ର୍ତା ଲକ୍, ମାନାଇ ମାର୍ତା ଲକ୍, ମୁର୍ତି ହୁଜା କ୍ର୍ତା ଲକ୍, ମିଚ୍ କେ ସ୍ର୍ଦା ଅଉତା ଲକ୍, ଆର୍ ସ୍ବୁବ୍ଳ୍ ମିଚ୍ କ୍ଉତାଲକ୍ ସ୍ହରାର୍ ହ୍ଦାଇ ରେଅତ୍।