୧ କରନ୍ତି 1:6 - ବ୍ଡ଼୍ ହ୍ର୍ଜା ବାଇବଲ6 ଖ୍ରୀଷ୍ଟ ତୁମୁକେ ଜୁଇସ୍ବୁ ଶ୍କ୍ତିଦିଲାଆଚେ, ସେରି ଜାଣାଇଦ୍ ଯେ ଯୀଶୁ ଖ୍ରୀଷ୍ଟର୍ ସୁବ୍କ୍ବର୍ ସ୍ତ୍। အခန်းကိုကြည့်ပါ။ସଃର୍ଗାର୍ ବାଟ୍ ନଃଉଁଆ ନିଅମ୍6 କ୍ରିସ୍ଟର୍ ସଃବୁ ବିସୟ୍ ତୁମିମଃନ୍କାର୍ ବିତ୍ରେ ତିର୍ କଃରାଅୟ୍ଆଚେ အခန်းကိုကြည့်ပါ။ |
ମ୍ତର୍ ମର୍ଗିନେ ଜୁଇ ଗଟ୍ଣା ଗଟୁକେ ଜାତିରିଲି ସେ ଗଟ୍ଣାର୍ ଗିନେ ମୁଇ ଚିନ୍ତା କ୍ରୁଲେ, ଇଶ୍ଵରାର୍ ତ୍ଇହ୍ଣି ଜୁଇ ଦୟା ସୁବ୍ କ୍ବରାର୍ ହାକ୍ ସାକି ଦେମ୍କେ, ଯୀଶୁର୍ ତ୍ଇହ୍ଣି ଜୁଇରି ପର୍ଚାର୍ କ୍ରୁକେ ଆଦେଶ୍ ହାଇଆଚି, ସେରି ହୁରା କ୍ର୍ତା ହ୍ତେକ୍ ମୁଇ ପର୍ଚାର୍ କ୍ର୍ତି ର୍ଇନ୍ଦ୍, ଇତାର୍ଗିନେ ମୁଇ ନିଜାର୍ ଜୀବନ୍କେ ବ୍ଡ୍ ନ୍କେରି ସାନ୍ ମ୍ନେ କ୍ରୁଲେ।
ତ୍ବେ ସେମ୍ନ୍ ପାଉଲାର୍ ସ୍ଙ୍ଗ୍ ବେଟ୍ ଅମ୍କେ ଦିନ୍ ଟିକ୍ କ୍ଲାଇ, ଆର୍ ସେଦିନ୍ ଗାଦି ଲକ୍ମ୍ନ୍ ସ୍ବୁ ପାଉଲ୍କେ ବେଟ୍ ହାମ୍କେ ଆଇଲାଇ। ସ୍କାଳ୍ ହ୍ଣି ରାତି ହ୍ତେକ୍ ଇଶ୍ଵରାର୍ ରାଇଜାର୍ ବିଷୟେ ସେ ଆସ୍ଲା ଲକ୍କେ ବୁଜାଇଲା, ମୋଶାର୍ ବିଦିବିଦାନ୍ ତ୍ଇହ୍ଣି ଆର୍ ବବିଶତ୍ କ୍ତା କ୍ଉତା ଲକ୍ମ୍ନ୍କାର୍ ଲେକିରିଲା ବାକ୍ୟ ତ୍ଇହ୍ଣି ବାକ୍ୟ ବୁଜାଇଲା, ଜ୍ନ୍କ୍ରି ସେମ୍ନ୍ ଯୀଶୁ ଖ୍ରୀଷ୍ଟର୍ ଲ୍ଗେ ବିଶ୍ବାସ୍ କ୍ରତ୍ବ୍ଲି।
ମାପ୍ରୁ ଯୀଶୁ ଆସ୍ତା ଦିନ୍ ଇ ଗଟ୍ଣା ଗଟେଦ୍। ନିଜାର୍ ପବିତର୍ ଲକ୍ମ୍ନ୍କାର୍ ଲ୍ଗେ ମଇମା ହାଉତାର୍ ଗିନେ ଯୀଶୁ ଆସେଦ୍। ଜୁଇସ୍ବୁ ଲକ୍ମ୍ନ୍ ବିଶ୍ବାସ୍ କ୍ଲାଇ ଆତ୍ତି, ସେମ୍ନ୍ ଯୀଶୁକେ ଦ୍କି ସ୍ର୍ଦା ଅଉତି। ଜ୍ନ୍କ୍ରି ତୁମିମ୍ନ୍ ଅମି କଇଲା କ୍ତାକେ ବିଶ୍ବାସ୍ କ୍ରିଆଚାସ୍, ସେତାର୍ଗିନେ ସେ ବିଶ୍ବାସି ମ୍ଣ୍ତଳି ଦ୍ଳେ ତୁମିମ୍ନ୍ ହେଁ ରିଆସ୍।
ତାର୍ ହ୍ଚେ ମୁଇ ସେ ଦୂତ୍କେ ଜୁଆର୍ କ୍ରୁକେ ହାଦ୍ତ୍ଳେ ଡୁଳ୍ଲେ। ମ୍ତର୍ ସେ ମକେ କଇଲା, “ମକେ ଜୁଆର୍ କ୍ର୍ନାଇ। ମୁଇ ତୁମାର୍ ଆର୍ ଖ୍ରୀଷ୍ଟକେ ବିଶ୍ବାସ୍ କ୍ର୍ତା ଲକ୍ ଆର୍ ଯୀଶୁର୍ ସାକି ବାଇମ୍ନ୍କାର୍ ହର୍ ଗଟେକ୍ ଇଶ୍ଵରାର୍ ସେବାକ୍ର୍ତା ଦାସ୍। ସେତାକ୍ ଇଶ୍ଵର୍କେ ମଇମା କ୍ର୍। କାଇତାକ୍ ଇଶ୍ଵରାର୍ ଆତ୍ମା ହ୍କା ଲକ୍ମ୍ନ୍କେ ଶ୍କ୍ତି ଦ୍ଇଦ୍ ଯୀଶୁର୍ ବିଷୟରେ ବିନ୍ ଲକ୍ମ୍ନ୍ କ୍ମ୍କେ।”