ପ୍ରକାଶିତ 9:16 - ଓଡିଆ ବାଇବେଲ16 ଅଶ୍ୱାରୋହୀ ସୈନ୍ୟମାନଙ୍କ ସଂଖ୍ୟା କୋଡ଼ିଏ କୋଟି; ମୁଁ ସେମାନଙ୍କ ସଂଖ୍ୟା ଶୁଣିଲି । Gade chapit laପବିତ୍ର ବାଇବଲ (Re-edited) - (BSI)16 ଅଶ୍ଵାରୋହୀ ସୈନ୍ୟମାନଙ୍କ ସଂଖ୍ୟା କୋଡ଼ିଏ କୋଟି; ମୁଁ ସେମାନଙ୍କ ସଂଖ୍ୟା ଶୁଣିଲି। Gade chapit laପବିତ୍ର ବାଇବଲ (CL) NT (BSI)16 ପୁଣି ମୁଁ ଦେଖିଲି, ଗୋଟିଏ ବିରାଟ ଅଶ୍ୱାରୋହୀ। ସୈନ୍ୟବାହିନୀ। ସେମାନଙ୍କର ସଂଖ୍ୟା କୋଡ଼ିଏ କୋଟି ବୋଲି ମୋତେ ଜଣାଇ ଦିଆଗଲା। Gade chapit laଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT16 ଅଶ୍ୱାରୋହୀ ସୈନ୍ୟମାନଙ୍କ ସଂଖ୍ୟା କୋଡ଼ିଏ କୋଟି; ମୁଁ ସେମାନଙ୍କ ସଂଖ୍ୟା ଶୁଣିଲି। Gade chapit laପବିତ୍ର ବାଇବଲ16 ଅଶ୍ୱାରୋହୀ ସୈନ୍ୟ କୋଡ଼ିଏ କୋଟି ବୋଲି ମୁଁ ଶୁଣିବାକୁ ପାଇଲି। Gade chapit la |