ପ୍ରକାଶିତ 7:5 - ଓଡିଆ ବାଇବେଲ5 ଯିହୂଦା ବଂଶରୁ ବାର ହଜାର, ରୂବେନ ବଂଶରୁ ବାର ହଜାର, ଗାଦ ବଂଶରୁ ବାର ହଜାର, Gade chapit laପବିତ୍ର ବାଇବଲ (Re-edited) - (BSI)5 ଯିହୁଦା ବଂଶରୁ ଦ୍ଵାଦଶ ସହସ୍ର, ରୁବେନ ବଂଶରୁ ଦ୍ଵାଦଶ ସହସ୍ର, ଗାଦ ବଂଶରୁ ଦ୍ଵାଦଶ ସହସ୍ର, Gade chapit laପବିତ୍ର ବାଇବଲ (CL) NT (BSI)5-8 ପ୍ରତ୍ୟେକ ଗୋଷ୍ଠୀରୁ ବାର ହଜାର ହିସାବରେ ସମୁଦାୟ ୧,୪୪,୦୦୦ ଜଣ: ଯିହୁଦା, ରୁବେନ୍, ଗାଦ୍, ଆଶେର୍, ନପ୍ତାଲୀ, ମାନାଶେ, ଶିମିୟୋନ, ଲେବୀ, ଇଷାଖାର, ଜେବୁଲନ, ଯୋଷେଫ, ବେଞ୍ଜାମିନ୍। Gade chapit laଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT5 ଯିହୂଦା ବଂଶରୁ ବାର ହଜାର, ରୂବେନ ବଂଶରୁ ବାର ହଜାର, ଗାଦ ବଂଶରୁ ବାର ହଜାର, Gade chapit laପବିତ୍ର ବାଇବଲ5 ଯିହୂଦା ପରିବାରବର୍ଗରୁ 12,000 ରୁବେନ ପରିବାରବର୍ଗରୁ 12,000 ଗାଦ୍ ପରିବାରବର୍ଗରୁ 12,000 Gade chapit la |