ଲୂକ ଲିଖିତ ସୁସମାଚାର 2:12 - ଓଡିଆ ବାଇବେଲ12 ଆଉ ତୁମ୍ଭମାନଙ୍କ ନିମନ୍ତେ ଏହା ଚିହ୍ନସ୍ୱରୁପ ହେବ, ତୁମ୍ଭେମାନେ ଜଣେ ଶିଶୁଙ୍କୁ ଲୁଗାରେ ଗୁଡ଼ା ହୋଇ ଗୁହାଳକୁଣ୍ଡରେ ଶୋଇଥିବାର ଦେଖିବ । Gade chapit laପବିତ୍ର ବାଇବଲ (Re-edited) - (BSI)12 ଆଉ, ତୁମ୍ଭମାନଙ୍କ ନିମନ୍ତେ ଏହା ଚିହ୍ନସ୍ଵରୂପ ହେବ, ତୁମ୍ଭେମାନେ ଜଣେ ଶିଶୁଙ୍କୁ ଲୁଗାରେ ଗୁଡ଼ା ହୋଇ ଗୁହାଳକୁଣ୍ତରେ ଶୋଇଥିବାର ଦେଖିବ। Gade chapit laପବିତ୍ର ବାଇବଲ (CL) NT (BSI)12 “ତୁମ୍ଭେମାନେ ଏହି ସଙ୍କେତ ଦେଖି ତାଙ୍କୁ ଚିହ୍ନିବ:- “ଶିଶୁଟିଏ ଲୁଗାରେ ଗୁଡ଼ା ହୋଇ ଗୋଟିଏ ଗୁହାଳ କୁଣ୍ଡରେ ଶୋଇ ଥିବାର ଦେଖିବ।” Gade chapit laଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT12 ଆଉ ତୁମ୍ଭମାନଙ୍କ ନିମନ୍ତେ ଏହା ଚିହ୍ନସ୍ୱରୂପ ହେବ, ତୁମ୍ଭେମାନେ ଜଣେ ଶିଶୁଙ୍କୁ ଲୁଗାରେ ଗୁଡ଼ା ହୋଇ ଗୁହାଳକୁଣ୍ଡରେ ଶୋଇଥିବାର ଦେଖିବ। Gade chapit laପବିତ୍ର ବାଇବଲ12 ତୁମ୍ଭେମାନେ ତାହାଙ୍କୁ ଚିହ୍ନି ପାରିବା ପାଇଁ ଏହା ହେଉଛି ସଙ୍କେତ: “ତୁମ୍ଭେମାନେ ଗୋଟିଏ ଶିଶୁକୁ କନାରେ ଗୁଡ଼ାଇ ହୋଇ ଗୋରୁ କୁଣ୍ଡରେ ଶୋଇଥିବାର ଦେଖିବ।” Gade chapit la |