ଲୂକ ଲିଖିତ ସୁସମାଚାର 10:26 - ଓଡିଆ ବାଇବେଲ26 ସେଥିରେ ଯୀଶୁ ତାହାଙ୍କୁ କହିଲେ, ମୋଶାଙ୍କ ବ୍ୟବସ୍ଥାରେ କ'ଣ ଲେଖା ଅଛି ? ତୁମ୍ଭେ କିପରି ପାଠ କରୁଅଛ ? Gade chapit laପବିତ୍ର ବାଇବଲ (Re-edited) - (BSI)26 ସେଥିରେ ସେ ତାଙ୍କୁ କହିଲେ, ବ୍ୟବସ୍ଥାରେ କଅଣ ଲେଖା ଅଛି? ତୁମ୍ଭେ କିପରି ପାଠ କରୁଅଛ? Gade chapit laପବିତ୍ର ବାଇବଲ (CL) NT (BSI)26 ଯୀଶୁ ତାକୁ ଉତ୍ତର ଦେଲେ, “ଧର୍ମଶାସ୍ତ୍ର କ’ଣ କହେ? ତୁମେ ସେଗୁଡ଼ିକ କିପରି ବୁଝିଛ?” Gade chapit laଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT26 ସେଥିରେ ଯୀଶୁ ତାହାଙ୍କୁ କହିଲେ, “ମୋଶାଙ୍କ ବ୍ୟବସ୍ଥାରେ କଅଣ ଲେଖାଅଛି? ତୁମ୍ଭେ କିପରି ପାଠ କରୁଅଛ?” Gade chapit laପବିତ୍ର ବାଇବଲ26 ଏହା ଶୁଣି ଯୀଶୁ ତାହାଙ୍କୁ କହିଲେ, “ବ୍ୟବସ୍ଥାଶାସ୍ତ୍ରରେ କ’ଣ ଲେଖାଅଛି? ସେଥିରେ ତୁମ୍ଭେ କ’ଣ ପଢ଼ୁଛ?” Gade chapit la |