ଲୂକ ଲିଖିତ ସୁସମାଚାର 1:27 - ଓଡିଆ ବାଇବେଲ27 ଦାଉଦଙ୍କ ବଂଶର ଯୋଷେଫ ନାମକ ଜଣେ ପୁରୁଷଙ୍କ ସହିତ ତାହାଙ୍କର ବିବାହ ନିର୍ବନ୍ଧ ହୋଇଥିଲା; ସେହି କନ୍ୟାଙ୍କ ନାମ ମରୀୟମ । Gade chapit laପବିତ୍ର ବାଇବଲ (Re-edited) - (BSI)27 ଦାଉଦଙ୍କ ବଂଶର ଯୋଷେଫ ନାମକ ଜଣେ ପୁରୁଷଙ୍କ ସହିତ ତାଙ୍କର ବିବାହ ନିର୍ବନ୍ଧ ହୋଇଥିଲା; ସେହି କନ୍ୟାଙ୍କ ନାମ ମରୀୟମ। Gade chapit laପବିତ୍ର ବାଇବଲ (CL) NT (BSI)27 ସେ ମରିୟମ ନାମ୍ନୀ ଏକ କୁମାରୀଙ୍କ ନିକଟକୁ ବାର୍ତ୍ତା ନେଇ ଆସିଥିଲେ। ଦାଉଦ ରାଜା ବଂଶଜ ଯୋସେଫଙ୍କ ସହିତ ମରିୟମଙ୍କ ବିବାହ ନିର୍ବନ୍ଧ ହୋଇଥିଲା। Gade chapit laଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT27 ଦାଉଦଙ୍କ ବଂଶର ଯୋଷେଫ ନାମକ ଜଣେ ପୁରୁଷଙ୍କ ସହିତ ତାହାଙ୍କର ବିବାହ ନିର୍ବନ୍ଧ ହୋଇଥିଲା; ସେହି କନ୍ୟାଙ୍କ ନାମ ମରୀୟମ। Gade chapit la |