୨ କରିନ୍ଥୀୟ 9:9 - ଓଡିଆ ବାଇବେଲ9 ଯେପରି ଲେଖା ଅଛି, "ସେ ମୁକ୍ତ ହସ୍ତରେ ବିତରଣ କରିଅଛି, ସେ ଦରିଦ୍ରମାନଙ୍କୁ ଦାନ ଦେଇଅଛି, ତାହାର ଧାର୍ମିକତା ଅନନ୍ତକାଳସ୍ଥାୟୀ ।'' Gade chapit laପବିତ୍ର ବାଇବଲ (Re-edited) - (BSI)9 ଯେପରି ଲେଖାଅଛି, “ସେ ମୁକ୍ତହସ୍ତରେ ବିତରଣ କରିଅଛି, ସେ ଦରିଦ୍ରମାନଙ୍କୁ ଦାନ ଦେଇଅଛି, ତାହାର ଧାର୍ମିକତା ଚିରକାଳସ୍ଥାୟୀ।” Gade chapit laପବିତ୍ର ବାଇବଲ (CL) NT (BSI)9 ଧର୍ମଶାସ୍ତ୍ରରେ ଉଲ୍ଲେଖ ଅଛି, “ଅଭାବଗ୍ରସ୍ତ ଲୋକମାନଙ୍କୁ ସେ ଉଦାର ଭାବରେ ଦାନ କରନ୍ତି; ତାଙ୍କ କୃପା ଚିରସ୍ଥାୟୀ।” Gade chapit laଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT9 ଯେପରି ଶାସ୍ତ୍ରରେ ଲେଖାଅଛି, “ସେ ମୁକ୍ତ ହସ୍ତରେ ବିତରଣ କରିଅଛି, ସେ ଦରିଦ୍ରମାନଙ୍କୁ ଦାନ ଦେଇଅଛି, ତାହାର ଧାର୍ମିକତା ଅନନ୍ତକାଳସ୍ଥାୟୀ।” Gade chapit laପବିତ୍ର ବାଇବଲ9 ଶାସ୍ତ୍ରରେ ଏହା ଲେଖା ଅଛି: “ଯିଏ ଉଦାର ଭାବରେ ଗରିବମାନଙ୍କୁ ଦିଏ ତା'ର ଦୟା ସର୍ବଦା ପାଇଁ ରହି ଥାଏ।” Gade chapit la |