୨ କରିନ୍ଥୀୟ 3:10 - ଓଡିଆ ବାଇବେଲ10 ଯେଣୁ ଯାହା ଗୌରବଯୁକ୍ତ ହୋଇଥିଲା, ତାହା ସେଥିରୁ ଅତି ଅଧିକ ଗୌରବଯୁକ୍ତ ବିଷୟର ତୁଳନାରେ ଗୌରବବିହୀନ ହୋଇଅଛି । Gade chapit laପବିତ୍ର ବାଇବଲ (Re-edited) - (BSI)10 ଯେଣୁ ଯାହା ଗୌରବଯୁକ୍ତ ହୋଇଥିଲା, ତାହା ସେଥିରୁ ଅତି ଅଧିକ ଗୌରବଯୁକ୍ତ ବିଷୟର ତୁଳନାରେ ଗୌରବବିହୀନ ହୋଇଅଛି। Gade chapit laପବିତ୍ର ବାଇବଲ (CL) NT (BSI)10 ଆମେ କହିପାରୁ, ଅତୀତରେ ଯାହା ଗୌରବଯୁକ୍ତ ଥିଲା, ଉଜ୍ଜ୍ୱଳତର ଏକ ମହିମାର ଆବିର୍ଭାବ ହେତୁ ଏବେ ତାହା ମଳିନ ପଡ଼ି ଯାଇଛି। Gade chapit laଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT10 ଯେଣୁ ଯାହା ଗୌରବଯୁକ୍ତ ହୋଇଥିଲା, ତାହା ସେଥିରୁ ଅତି ଅଧିକ ଗୌରବଯୁକ୍ତ ବିଷୟର ତୁଳନାରେ ଗୌରବବିହୀନ ହୋଇଅଛି। Gade chapit laପବିତ୍ର ବାଇବଲ10 ପୁରାତନ ସେବାରେ ମହିମା ଥିଲା, କିନ୍ତୁ ଅଧିକ ମହିମାଯୁକ୍ତ ନୂତନ ସେବା ସହିତ ତୁଳନା କଲେ, ସେହି ପ୍ରଥମ ମହିମା କିଛି ନୁହେଁ। Gade chapit la |