୧ ତୀମଥି 5:15 - ଓଡିଆ ବାଇବେଲ15 କାରଣ ଏବେ ମଧ୍ୟ କେହି କେହି ଖ୍ରୀଷ୍ଟଙ୍କ ଠାରୁ ଦୂର ହୋଇ ଶୟତାନର ଅନୁଗାମୀ ହୋଇଅଛନ୍ତି । Gade chapit laପବିତ୍ର ବାଇବଲ (Re-edited) - (BSI)15 କାରଣ ଏବେ ମଧ୍ୟ କେହି କେହି ଶୟତାନର ପଶ୍ଚାଦ୍ବର୍ତ୍ତୀ ହୋଇ ବିପଥଗାମୀ ହୋଇଅଛନ୍ତି। Gade chapit laପବିତ୍ର ବାଇବଲ (CL) NT (BSI)15 ଇତିମଧ୍ୟରେ କେତେକ ଅଳ୍ପବୟସ୍କା ବିଧବା ଶୟତାନର ଚକ୍ରାନ୍ତରେ ପଡ଼ି ପଥଭ୍ରଷ୍ଟ ହୋଇଛନ୍ତି। Gade chapit laଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT15 କାରଣ ଏବେ ମଧ୍ୟ କେହି କେହି ଖ୍ରୀଷ୍ଟଙ୍କଠାରୁ ଦୂର ହୋଇ ଶୟତାନର ଅନୁଗାମୀ ହୋଇଅଛନ୍ତି। Gade chapit laପବିତ୍ର ବାଇବଲ15 ଏଥିପୂର୍ବରୁ କେତେ ଜଣ ଯୁବତୀ ବିଧବା ଶୟତାନର ପଥରେ ଯାଇଛନ୍ତି। Gade chapit la |