୧ ଯୋହନ 2:22 - ଓଡିଆ ବାଇବେଲ22 ଯୀଶୁ ଯେ ଖ୍ରୀଷ୍ଟ ଅଟନ୍ତି, ଏହା ଯେ ନାସ୍ତି କରେ, ତାହାଠାରୁ ଆଉ ମିଥ୍ୟାବାଦୀ କିଏ ? ଯେ ପିତା ଓ ପୁତ୍ରଙ୍କୁ ନାସ୍ତି କରେ, ସେ ତ ସେହି ଭଣ୍ଡଖ୍ରୀଷ୍ଟ । Gade chapit laପବିତ୍ର ବାଇବଲ (Re-edited) - (BSI)22 ଯୀଶୁ ଯେ ଖ୍ରୀଷ୍ଟ ଅଟନ୍ତି, ଏହା ଯେ ନାସ୍ତି କରେ, ତାହାଠାରୁ ଆଉ ମିଥ୍ୟାବାଦୀ କିଏ? ଯେ ପିତା ଓ ପୁତ୍ରଙ୍କୁ ନାସ୍ତି କରେ, ସେ ତ ସେହି ଖ୍ରୀଷ୍ଟାରି। Gade chapit laପବିତ୍ର ବାଇବଲ (CL) NT (BSI)22 ତେବେ ମିଥ୍ୟାବାଦୀ କିଏ? ଯୀଶୁଙ୍କୁ ତ୍ରାଣକର୍ତ୍ତା ଖ୍ରୀଷ୍ଟ ବୋଲି ଯେ ସ୍ୱୀକାର କରେ ନାହିଁ, ସେ ମିଥ୍ୟାବାଦୀ। ପୁଣି ସେ ଖ୍ରୀଷ୍ଟଙ୍କ ଶତ୍ରୁ -ପିତା ଈଶ୍ୱବର ଓ ତାଙ୍କ ପୁତ୍ର ଯୀଶୁ, ଉଭୟଙ୍କୁ ସେ ପ୍ରତ୍ୟାଖ୍ୟାନ କରେ। Gade chapit laଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT22 ଯୀଶୁ ଯେ ଖ୍ରୀଷ୍ଟ ଅଟନ୍ତି, ଏହା ଯେ ନାସ୍ତି କରେ, ତାହାଠାରୁ ଆଉ ମିଥ୍ୟାବାଦୀ କିଏ? ଯେ ପିତା ଓ ପୁତ୍ରଙ୍କୁ ନାସ୍ତି କରେ, ସେ ତ ସେହି ଭଣ୍ଡଖ୍ରୀଷ୍ଟ। Gade chapit laପବିତ୍ର ବାଇବଲ22 ତେବେ ମିଥ୍ୟାବାଦୀ କିଏ? ଯୀଶୁ ଯେ ଖ୍ରୀଷ୍ଟ ଅଟନ୍ତି, ଏହା ଯେ ଅସ୍ୱୀକାର କରେ, ସେ ହେଉଛି ମିଥ୍ୟାବାଦୀ। ସେ ଖ୍ରୀଷ୍ଟଙ୍କର ଶତ୍ରୁ। ସେ ପରମ ପିତା ଓ ପୁତ୍ର ଦୁହିଁଙ୍କୁ ଅସ୍ୱୀକାର କରେ। Gade chapit la |