ପରମ ଗୀତ 5:13 - ପବିତ୍ର ବାଇବଲ13 ତାଙ୍କର ଗଣ୍ଡଦେଶ ସୁଗନ୍ଧି ଲତାର କିଆରି ସ୍ୱରୂପ ସୁଗନ୍ଧି ତୃଣର ତଟ ସ୍ୱରୂପ। ତାଙ୍କର ଓଷ୍ଠାଧର କଇଁଫୁଲ ତୁଲ୍ୟ ତହିଁରୁ ଦ୍ରବ ଗନ୍ଧରସ ଝରେ। Gade chapit laପବିତ୍ର ବାଇବଲ (Re-edited) - (BSI)13 ତାଙ୍କର ଗଣ୍ତଦେଶ ସୁଗନ୍ଧି ଲତାର କିଆରି ସ୍ଵରୂପ, ସୁଗନ୍ଧି ତୃଣର ତଟ ସ୍ଵରୂପ; ତାଙ୍କର ଓଷ୍ଠାଧର ଶୋଶନ୍ ପୁଷ୍ପ ତୁଲ୍ୟ, ତହିଁରୁ ଦ୍ରବ ଗନ୍ଧରସ କ୍ଷରେ। Gade chapit laଓଡିଆ ବାଇବେଲ13 ତାଙ୍କର ଗାଲ ସୁଗନ୍ଧି ଲତାର କିଆରି ସ୍ୱରୂପ, ସୁଗନ୍ଧି ତୃଣର ତଟ ସ୍ୱରୂପ; ତାଙ୍କର ଓଷ୍ଠାଧର କଇଁଫୁଲ ତୁଲ୍ୟ, ତହିଁରୁ ଦ୍ରବ ଗନ୍ଧରସ କ୍ଷରେ। Gade chapit laଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT13 ତାଙ୍କର ଗାଲ ସୁଗନ୍ଧି ଲତାର କିଆରି ସ୍ୱରୂପ, ସୁଗନ୍ଧି ତୃଣର ତଟ ସ୍ୱରୂପ; ତାଙ୍କର ଓଷ୍ଠାଧର କଇଁଫୁଲ ତୁଲ୍ୟ, ତହିଁରୁ ଦ୍ରବ ଗନ୍ଧରସ କ୍ଷରେ। Gade chapit la |