ରୋମୀୟ 15:11 - ପବିତ୍ର ବାଇବଲ11 ଶାସ୍ତ୍ର ଏ ଭଳି ମଧ୍ୟ କୁହେ, “ତୁମ୍ଭେ ଅଣଯିହୂଦୀମାନେ ପ୍ରଭୁଙ୍କର ପ୍ରଶଂସା ଗାନ କର, ସମସ୍ତ ଲୋକେ ମଧ୍ୟ ପ୍ରଭୁଙ୍କର ପ୍ରଶଂସା କରିବା ଉଚିତ୍।” Gade chapit laପବିତ୍ର ବାଇବଲ (Re-edited) - (BSI)11 ପୁନଶ୍ଚ, “ହେ ବିଜାତି ସମସ୍ତେ ପ୍ରଭୁଙ୍କ ପ୍ରଶଂସା କର, ଆଉ, ଲୋକ ସମସ୍ତେ ତାହାଙ୍କର ପ୍ରଶଂସା କରନ୍ତୁ।” Gade chapit laଓଡିଆ ବାଇବେଲ11 ପୁନଶ୍ଚ, "ହେ ଅଣଯିହୂଦୀ ସମସ୍ତେ ପ୍ରଭୁଙ୍କ ପ୍ରଶଂସା କର, ଆଉ, ଲୋକ ସମସ୍ତେ ତାହାଙ୍କର ପ୍ରଶଂସା କରନ୍ତୁ ।" Gade chapit laପବିତ୍ର ବାଇବଲ (CL) NT (BSI)11 ପୁନଶ୍ଚ, “ସମସ୍ତ ଜାତିର ଲୋକମାନେ ତାଙ୍କର ସ୍ତୁତିଗାନ କରନ୍ତୁ।” Gade chapit laଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT11 ପୁନଶ୍ଚ, “ହେ ଅଣଯିହୁଦୀ ସମସ୍ତେ ପ୍ରଭୁଙ୍କ ପ୍ରଶଂସା କର, ଆଉ, ଲୋକମାନେ ସମସ୍ତେ ତାହାଙ୍କର ପ୍ରଶଂସା କରନ୍ତୁ।” Gade chapit la |