Biblia Todo Logo
Bib sou entènèt

- Piblisite -




ଗଣନା ପୁସ୍ତକ 33:32 - ପବିତ୍ର ବାଇବଲ

32 ତା'ପରେ ସେମାନେ ବନେୟାକନରୁ ଯାତ୍ରା କରି ହୋର୍ହଗି‌‌ଦ୍‌‌‌ଗଦରେ ଛାଉଣି ସ୍ଥାପନ କଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

32 ଓ ସେମାନେ ବନେୟାକନରୁ ଯାତ୍ରା କରି ହୋର୍ହଗିଦ୍ଗଦରେ ଛାଉଣି ସ୍ଥାପନ କଲେ

Gade chapit la Kopi

ଓଡିଆ ବାଇବେଲ

32 ଓ ସେମାନେ ବନେୟାକନରୁ ଯାତ୍ରା କରି ହୋର୍ହଗିଦ୍‍ଗଦରେ ଛାଉଣି ସ୍ଥାପନ କଲେ

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

32 ଓ ସେମାନେ ବନେୟାକନରୁ ଯାତ୍ରା କରି ହୋର୍ହଗିଦ୍‍ଗଦରେ ଛାଉଣି ସ୍ଥାପନ କଲେ

Gade chapit la Kopi




ଗଣନା ପୁସ୍ତକ 33:32
6 Referans Kwoze  

ଏହା ପରେ ସେଠାରୁ ସେମାନେ ଗୁ‌ଦ୍‌ଗୋଦାକୁ ଯାତ୍ରା କଲେ ଓ ଗୁ‌ଦ୍‌ଗୋଦାରୁ ଜଳସ୍ରୋତମୟ ଦେଶ ଯଟବାଥାକୁ ଯାତ୍ରା କଲେ।


ଏତ୍ସରଙ୍କର ତିନୋଟି ପୁତ୍ର ଥିଲେ, ସେମାନେ ହେଲେ, ବିଲହନ୍, ସାବନ୍ ଓ ଯାକନ୍।


ପୁଣି ସେମାନେ ମଷେରୋତରୁ ଯାତ୍ରା କରି ବନେୟାକନରେ ଛାଉଣି ସ୍ଥାପନ କଲେ।


ପୁଣି ସେମାନେ ହୋର୍ହଗି‌‌ଦ୍‌‌‌ଗଦରୁ ଯାତ୍ରା କରି ଯ‌‌ଟ୍‌‌ବାଥାରେ ଛାଉଣି ସ୍ଥାପନ କଲେ।


ଏହା ପରେ ଇସ୍ରାଏଲ ସନ୍ତାନଗଣ ବେରୋତ୍-ବନେୟାକନଠାରୁ ମୋଷେରତକୁ ଯାତ୍ରା କଲେ, ସେ ସ୍ଥାନରେ ହାରୋଣ ମଲେ ଓ ସେହି ସ୍ଥାନରେ ସେ କବର ପାଇଲେ। ପୁଣି ତାଙ୍କର ପୁତ୍ର ଇଲିୟାସର ତାଙ୍କ ପଦରେ ଯାଜକ କର୍ମ କଲା।


ଏତ୍‌ସରଙ୍କର ପୁତ୍ରମାନେ ଥିଲେ: ବି‌ଲ୍‌ହନ୍, ସାବନ୍ ଓ ଯାକନ୍। ଦୀଶନର ପୁତ୍ରମାନେ ଥିଲେ: ଊସ୍ ଓ ଅରାଣ।


Swiv nou:

Piblisite


Piblisite