Biblia Todo Logo
Bib sou entènèt

- Piblisite -




ଗଣନା ପୁସ୍ତକ 26:45 - ପବିତ୍ର ବାଇବଲ

45 ବରିୟର ପରିବାରଗୁଡ଼ିକ ହେଲେ ଏହିମାନେ: ହେବରଠାରୁ ହେବରୀୟ ଗୋଷ୍ଠୀ; ମଲକୀୟେଲଠାରୁ ମଲକୀୟେଲୀୟ ଗୋଷ୍ଠୀ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

45 ବରୀୟର ସନ୍ତାନ ଏମାନେ; ହେବରଠାରୁ ହେବରୀୟ ବଂଶ; ମଲକୀୟେଲଠାରୁ ମଲକୀୟେଲୀୟ ବଂଶ।

Gade chapit la Kopi

ଓଡିଆ ବାଇବେଲ

45 ବରୀୟର ସନ୍ତାନ ଏମାନେ; ହେବରଠାରୁ ହେବରୀୟ ବଂଶ; ମଲ୍‍କୀୟେଲଠାରୁ ମଲ୍‍କୀୟେଲୀୟ ବଂଶ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

45 ବରୀୟର ସନ୍ତାନ ଏମାନେ; ହେବରଠାରୁ ହେବରୀୟ ବଂଶ; ମଲ୍‍କୀୟେଲଠାରୁ ମଲ୍‍କୀୟେଲୀୟ ବଂଶ।

Gade chapit la Kopi




ଗଣନା ପୁସ୍ତକ 26:45
3 Referans Kwoze  

ଆଶେରର ପୁତ୍ରମାନେ ଥିଲେ, ଯିମ୍ନା, ଯି‌ଶ୍‌ବା, ଯି‌ଶ୍‌ବି, ବରୀୟ ଓ ସେମାନଙ୍କର ଭଉଣୀ, ସେରହ ଏବଂ ବରୀୟର ପୁତ୍ର ହେବର ଓ ମ‌ଲ୍‌କୀୟେଲ ଥିଲେ।


ଆଶେର ପରିବାରବର୍ଗର ପରିବାରଗୁଡ଼ିକ ହେଲେ: ଯିମ୍ନଠାରୁ ଯିମ୍ନୀୟ ଗୋଷ୍ଠୀ; ଯି‌ସ୍‌ବିଠାରୁ ଯି‌ସ୍‌ବୀୟ ଗୋଷ୍ଠୀ; ବରିୟଠାରୁ ବରିୟୀୟ ଗୋଷ୍ଠୀ।


ଆଶେରର ମଧ୍ୟ ଏକ କନ୍ୟା ଥିଲା, ତା'ର ନାମ ସାରହ।


Swiv nou:

Piblisite


Piblisite