Biblia Todo Logo
Bib sou entènèt

- Piblisite -




ଗଣନା ପୁସ୍ତକ 22:39 - ପବିତ୍ର ବାଇବଲ

39 ଏହା ପରେ ବିଲିୟମ ବାଲାକ୍ ସହିତ ଗମନ କରି କିରିୟତ ହୁଷୋତରେ ଉପସ୍ଥିତ ହେଲା।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

39 ଏଉତ୍ତାରେ ବିଲୀୟମ ବାଲାକ ସହିତ ଗମନ କରି କିରୀୟତ୍-ହୁଷୋତରେ ଉପସ୍ଥିତ ହେଲା।

Gade chapit la Kopi

ଓଡିଆ ବାଇବେଲ

39 ଏଉତ୍ତାରେ ବିଲୀୟମ୍‍ ବାଲାକ ସହିତ ଗମନ କରି କିରୀୟଥ୍‍-ହୁଷୋତରେ ଉପସ୍ଥିତ ହେଲା।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

39 ଏଉତ୍ତାରେ ବିଲୀୟମ୍‍ ବାଲାକ ସହିତ ଗମନ କରି କିରୀୟଥ୍‍-ହୁଷୋତରେ ଉପସ୍ଥିତ ହେଲା।

Gade chapit la Kopi




ଗଣନା ପୁସ୍ତକ 22:39
3 Referans Kwoze  

ତହୁଁ ବିଲିୟମ ବାଲାକଙ୍କୁ କହିଲା, “ମୁଁ ତୁମ୍ଭ ନିକଟକୁ ଆସିଛି, ମାତ୍ର ପରମେଶ୍ୱର, ମୋ’ ମୁଖରେ ଯେଉଁ ବାକ୍ୟ ଦେବେ ତାହା ହିଁ ମୁଁ କହିବି।”


ତହୁଁ ବାଲାକ୍ କିଛି ଗାଈ ଓ ମେଷ ବଳିଦାନ କରି ବିଲିୟମ ତାହାର (ବାଲାକ୍) ସଙ୍ଗୀ ଅଧିପତିମାନଙ୍କୁ ମାଂସ ଦେଲେ।


ମୋୟାବର ଲୋକମାନେ ସେମାନଙ୍କର ପ୍ରାର୍ଥନା ସ୍ଥଳୀକୁ ଯିବେ। ସେଠାରେ ସେମାନେ ପ୍ରାର୍ଥନା କରିବାକୁ ଚେଷ୍ଟା କରିବେ। ମାତ୍ର ସେମାନେ ଏତେ ଦୁର୍ବଳ ଯେ ସେଥିରେ ସେମାନେ କୃତାର୍ଥ ହେବେ ନାହିଁ।


Swiv nou:

Piblisite


Piblisite