Biblia Todo Logo
Bib sou entènèt

- Piblisite -




ନିହିମୀୟା 10:8 - ପବିତ୍ର ବାଇବଲ

8 ମାସିୟ, ବି‌‌‌‌ଲ୍‌‌‌‌‌‌‌ଗୟ, ଶମୟିୟ, ଏମାନେ ସମସ୍ତେ ଯାଜକ ଥିଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

8 ମାସୀୟ, ବିଲ୍ଗୟ, ଶମୟୀୟ; ଏମାନେ ଯାଜକ ଥିଲେ।

Gade chapit la Kopi

ଓଡିଆ ବାଇବେଲ

8 ମାସିୟ, ବିଲ୍‍ଗୟ, ଶମୟୀୟ; ଏମାନେ ଯାଜକ ଥିଲେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

8 ମାସିୟ, ବିଲ୍‍ଗୟ, ଶମୟୀୟ; ଏମାନେ ଯାଜକ ଥିଲେ।

Gade chapit la Kopi




ନିହିମୀୟା 10:8
7 Referans Kwoze  

ଆଉ ମାସେୟ, ଶମୟିୟ, ଇଲିୟାସର, ଉଷି, ଯିହୋହାନନ୍, ମ‌‌‌‌ଲ୍‌‌‌‌‌‌‌କିୟ, ଏଲମ୍ ଓ ଏଷର ସମସ୍ତେ ଠିଆ ହୋଇ ରହିଲେ। ସେତେବେଳେ ଗାୟକମାନେ ଓ ସେମାନଙ୍କର ଅଧ୍ୟକ୍ଷ ଯିଷ୍ରିହିୟ ଗାନ କଲେ।


ଶମ୍ମୁୟ, ବି‌‌‌‌ଲ୍‌‌‌‌‌‌‌ଗା ପରିବାରର ମୁଖ୍ୟ ଥିଲେ। ଯିହୋନାଥନ, ଶମୟିୟ ପରିବାରର ମୁଖ୍ୟ ଥିଲେ।


ସେମାନଙ୍କ ପରେ ଇ‌‌‌‌‌‌ମ୍‌‌‌‌‌‌ମୋରର ପୁତ୍ର ସାଦୋକ୍ ଆପଣା ଗୃହ ସମ୍ମୁଖରେ ଭଗ୍ନ ଅଂଶ ଗଠନ କଲେ। ତା'ପରେ ପୂର୍ବଦ୍ୱାରପାଳ ଶିଖନିୟର ପୁତ୍ର ଶମୟିୟ ଜୀର୍ଣ୍ଣ ପ୍ରାଚୀର ଗଠନ କଲେ।


ହାରିମର ବଂଶଧରମାନଙ୍କ ମଧ୍ୟରୁ ମାସେୟ ଓ ଏଲିୟ ଓ ଶମୟିୟ, ଯିହୀୟେଲ ଓ ଉଷିୟ।


ମଶୁଲ୍ଲମ୍, ଅବିୟ, ମିୟାମୀନ,


ଲେବୀୟଗଣ ଯଥା: ଅସନିୟର ପୁତ୍ର ଯେଶୂୟ, ହେନାଦଦର ସନ୍ତାନଗଣ ମଧ୍ୟରୁ ବିନ୍ନୁୟି ଓ କ‌‌‌‌‌ଦ୍‌‌‌‌‌ମିୟେଲ୍।


Swiv nou:

Piblisite


Piblisite