ମାର୍କ 14:6 - ପବିତ୍ର ବାଇବଲ6 ଯୀଶୁ କହିଲେ, “ସେହି ସ୍ତ୍ରୀ ଲୋକଟିକୁ ହଇରାଣ କର ନାହିଁ। ତାକୁ ଛାଡ଼ିଦିଅ। ସେ ମୋ’ ପାଇଁ ଗୋଟିଏ ବହୁତ ଭଲ କାମ କରିଛି। Gade chapit laପବିତ୍ର ବାଇବଲ (Re-edited) - (BSI)6 କିନ୍ତୁ ଯୀଶୁ କହିଲେ, ତାହାକୁ ଛାଡ଼ିଦିଅ; କାହିଁକି ତାହାକୁ କଷ୍ଟ ଦେଉଅଛ? ସେ ମୋʼ ପ୍ରତି ଉତ୍ତମ କର୍ମ କରିଅଛି। Gade chapit laଓଡିଆ ବାଇବେଲ6 କିନ୍ତୁ ଯୀଶୁ କହିଲେ, ତାହାକୁ ଛାଡ଼ିଦିଅ; କାହିଁକି ତାହାକୁ କଷ୍ଟ ଦେଉଅଛ ? ସେ ମୋ ପ୍ରତି ଉତ୍ତମ କର୍ମ କରିଅଛି । Gade chapit laପବିତ୍ର ବାଇବଲ (CL) NT (BSI)6 କିନ୍ତୁ ଯୀଶୁ କହିଲେ, “ତାକୁ ଏତେ ହଇରାଣ କରୁଛ କାହିଁକି? ସେ ମୋ’ ପାଇଁ ଗୋଟିଏ ଅତି ସୁନ୍ଦର କାର୍ଯ୍ୟ କରିଛି। Gade chapit laଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT6 କିନ୍ତୁ ଯୀଶୁ କହିଲେ, “ତାହାକୁ ଛାଡ଼ିଦିଅ; କାହିଁକି ତାହାକୁ କଷ୍ଟ ଦେଉଅଛ? ସେ ମୋ ପ୍ରତି ଉତ୍ତମ କର୍ମ କରିଅଛି। Gade chapit la |