ମାର୍କ 12:16 - ପବିତ୍ର ବାଇବଲ
16 ସେମାନେ ରୂପାଟଙ୍କାଟିଏ ନେଇ ଆସିଲେ। ଯୀଶୁ ସେମାନଙ୍କୁ ପଗ୍ଭରିଲେ, “ମୁଦ୍ରାଟି ଉପରେ କାହାର ଛବି ଅଙ୍କିତ ହୋଇଛି? ତା’ ଉପରେ କାହାର ନାମ ଲେଖା ଯାଇଛି?” ସେମାନେ କହିଲେ, “ଏହା କାଇସରଙ୍କ ଛବି ଓ କାଇସରଙ୍କ ନାମ।”
Gade chapit la Kopi
16 ତହିଁରେ ସେମାନେ ତାହା ଆଣିଲେ। ସେ ସେମାନଙ୍କୁ ପଚାରିଲେ, ଏହି ମୂର୍ତ୍ତି ଓ ନାମ କାହାର? ସେମାନେ ତାହାଙ୍କୁ କହିଲେ, କାଇସରଙ୍କର।
Gade chapit la Kopi
16 ତହିଁରେ ସେମାନେ ତାହା ଆଣିଲେ । ଯୀଶୁ ସେମାନଙ୍କୁ ପଚାରିଲେ, ଏହି ମୂର୍ତ୍ତି ଓ ନାମ କାହାର ? ସେମାନେ ତାହାଙ୍କୁ କହିଲେ, କାଇସରଙ୍କର ।
Gade chapit la Kopi
16 ସେମାନେ ମୁଦ୍ରାଟିଏ ଆଣିବାରୁ ଯୀଶୁ ପଚାରିଲେ, “ଏହା ଉପରେ କାହାର ପ୍ରତିକୃତି ଓ ନାମ ରହିଛି?” “ସମ୍ରାଟଙ୍କ”ର ବୋଲି ସେମାନେ ଉତ୍ତର ଦେଲେ।
Gade chapit la Kopi
16 ତହିଁରେ ସେମାନେ ତାହା ଆଣିଲେ। ଯୀଶୁ ସେମାନଙ୍କୁ ପଚାରିଲେ, “ଏହି ମୂର୍ତ୍ତି ଓ ନାମ କାହାର?” ସେମାନେ ତାହାଙ୍କୁ କହିଲେ, କାଇସରଙ୍କର।
Gade chapit la Kopi