ମାର୍କ 1:26 - ପବିତ୍ର ବାଇବଲ26 ଦୁଷ୍ଟାତ୍ମା ଲୋକଟିକୁ ଦୋହଲାଇ ଦେଲା। ତା'ପରେ ସେ ଖୁବ୍ ଜୋର୍ରେ ଚିତ୍କାର କରି ସେହି ଲୋକଟି ଭିତରୁ ବାହାରି ଗଲା। Gade chapit laପବିତ୍ର ବାଇବଲ (Re-edited) - (BSI)26 ସେଥିରେ ସେହି ଅଶୁଚି ଆତ୍ମାଟା ତାହାକୁ ମୋଡ଼ି ପକାଇ ଅତି ଉଚ୍ଚ ସ୍ଵରରେ ପାଟି କରି ତାହାଠାରୁ ବାହାରିଗଲା। Gade chapit laଓଡିଆ ବାଇବେଲ26 ସେଥିରେ ସେହି ଅଶୁଚି ଆତ୍ମା ତାହାକୁ ମୋଡ଼ିପକାଇ ଅତି ଉଚ୍ଚସ୍ୱରରେ ପାଟି କରି ତାହାଠାରୁ ବାହାରିଗଲା । Gade chapit laପବିତ୍ର ବାଇବଲ (CL) NT (BSI)26 ସେହି ଭୂତ, ଲୋକଟିକୁ ଖୁବ୍ ଜୋର୍ରେ ଥରାଇ, ବିକଟ ଚିକ୍ରାର କରି ତା’ ଦେହରୁ ବାହାରି ଗଲା। Gade chapit laଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT26 ସେଥିରେ ସେହି ଅଶୁଚି ଆତ୍ମା ତାହାକୁ ମୋଡ଼ିପକାଇ ଅତି ଉଚ୍ଚସ୍ୱରରେ ପାଟି କରି ତାହାଠାରୁ ବାହାରିଗଲା। Gade chapit la |