ମାଥିଉ 26:5 - ପବିତ୍ର ବାଇବଲ5 କିନ୍ତୁ ବୈଠକରେ ସେମାନେ କଥାବାର୍ତ୍ତା ହେଲେ, “ଆମ୍ଭେ ନିସ୍ତାରପର୍ବ ସମୟରେ ଏସବୁ କରିବା ଉଚିତ୍ ହେବ ନାହିଁ। କାରଣ ଲୋକମାନେ ଏଥିରେ ରାଗିଯାଇ ପାରନ୍ତି ଓ ଦଙ୍ଗାହଙ୍ଗାମା କରି ପାରନ୍ତି।” Gade chapit laପବିତ୍ର ବାଇବଲ (Re-edited) - (BSI)5 କିନ୍ତୁସେମାନେ କହିଲେ, ପର୍ବ ସମୟରେ ନୁହେଁ, କାଳେ ଲୋକଙ୍କ ମଧ୍ୟରେ ଗଣ୍ତଗୋଳ ହେବ। Gade chapit laଓଡିଆ ବାଇବେଲ5 କିନ୍ତୁ ସେମାନେ କହିଲେ, ପର୍ବ ସମୟରେ ନୁହେଁ, କାଳେ ଲୋକଙ୍କ ମଧ୍ୟରେ ଗଣ୍ଡଗୋଳ ହେବ । Gade chapit laପବିତ୍ର ବାଇବଲ (CL) NT (BSI)5 କିନ୍ତୁ ସେମାନେ କହିଲେ, “ଏ କାର୍ଯ୍ୟ ଆମେ ପର୍ବବେଳେ କରିବା ଅନୁଚିତ। ସେତେବେଳେ ଲୋକେ ଶାନ୍ତି ଭଙ୍ଗ କରିପାରନ୍ତି।” Gade chapit laଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT5 କିନ୍ତୁ ସେମାନେ କହିଲେ, ପର୍ବ ସମୟରେ ନୁହେଁ, କାଳେ ଲୋକଙ୍କ ମଧ୍ୟରେ ଗଣ୍ଡଗୋଳ ହେବ। Gade chapit la |