Biblia Todo Logo
Bib sou entènèt

- Piblisite -




ମାଥିଉ 1:3 - ପବିତ୍ର ବାଇବଲ

3 ଯିହୂଦା, ଫେରସ ଓ ସେରହଙ୍କ ବାପା। (ତାମର, ସେମାନଙ୍କ ମା) ଫେରସ ହିଷ୍ରୋଣଙ୍କ ବାପା। ହିଷ୍ରୋଣ ଅରାମଙ୍କ ବାପା।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

3 ଯିହୁଦା ତାମରଙ୍କ ଗର୍ଭରୁ ପେରସ ଓ ସେରହଙ୍କୁ ଜନ୍ମ ଦେଲେ, ପେରସ ହିଷ୍ରୋଣଙ୍କୁ ଜନ୍ମ ଦେଲେ,

Gade chapit la Kopi

ଓଡିଆ ବାଇବେଲ

3 ଯିହୂଦା ତାମରଙ୍କ ଗର୍ଭରୁ ପେରସ ଓ ସେରହଙ୍କୁ ଜନ୍ମ ଦେଲେ, ପେରସ ହିଷ୍ରୋଣଙ୍କୁ ଜନ୍ମ ଦେଲେ,

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

3 ଯିହୁଦା ଓ ଥାମାରଙ୍କ ପୁତ୍ର ଫେରସ ଓ କେରହ; ଫେରସଙ୍କ ପୁତ୍ର ହେସ୍ରୋଣ;

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

3 ଯିହୂଦା ତାମରଙ୍କ ଗର୍ଭରୁ ପେରସ ଓ ସେରହଙ୍କୁ ଜନ୍ମ ଦେଲେ, ପେରସ ହିଷ୍ରୋଣଙ୍କୁ ଜନ୍ମ ଦେଲେ,

Gade chapit la Kopi




ମାଥିଉ 1:3
13 Referans Kwoze  

ଯିହୁଦାର ପୁତ୍ର, ଏର, ଓନନ୍, ଶେଲା, ପେରସ୍ ଓ ସେରହ। କିନ୍ତୁ ଏର ଏବଂ ଓନନ୍ କିଣାନ ଦେଶରେ ମରିଥିଲେ, ପେରସର ପୁତ୍ର ହିଷ୍ରୋନ୍ ଓ ହାମୂଲ ଥିଲେ।


ଯିହୁଦାଙ୍କର ପୁତ୍ରଗଣଙ୍କ ତାଲିକା ଏହିପରି ଅଟେ। ସେମାନେ ଥିଲେ ପେରସ, ହିଷ୍ରୋଣ, କର୍ମି, ହୂର ଓ ଶୋବଲ୍।


ନହଶୋନ ଅମ୍ମୀନାଦାବଙ୍କ ପୁତ୍ର। ଅମ୍ମୀନାଦାବ ଅଦ୍ମୀନଙ୍କ ପୁତ୍ର। ଅଦ୍ମୀନ ଅର୍ଣ୍ଣୀଙ୍କ ପୁତ୍ର। ଅର୍ଣ୍ଣୀ ହେସ୍ରୋଣଙ୍କ ପୁତ୍ର। ହେସ୍ରୋଣ ଫେରସଙ୍କ ପୁତ୍ର। ଫେରସ ଯିହୂଦାଙ୍କ ପୁତ୍ର।


ଯିରୁଶାଲମରେ ବାସ କରୁଥିବା ସେରହର ଲୋକମାନେ ଥିଲେ, ଯୁୟେଲ ଓ ତାଙ୍କର ଆତ୍ମୀୟମାନେ। ସେମାନେ ସମୁଦାୟ 690 ଜଣ ଥିଲେ।


ଏହା ପରେ ଯିହୁଦା ତା'ର ପୁତ୍ର ବଧୁ ତାମରକୁ କହିଲା, “ତୁମ୍ଭେ ତୁମ୍ଭର ପିତୃ ଗୃହକୁ ଯାଅ, ମୋର କନିଷ୍ଠ ପୁତ୍ର ଶେଲା ଯୁବକ ନ ହେବା ପର୍ଯ୍ୟନ୍ତ ବିବାହ କର ନାହିଁ।” ଯିହୁଦା ଭୟ କଲା ଯେ, ତା'ର ଭାଇମାନଙ୍କ ପରି ଶେଲା ହିଁ ମରିଯିବ। ଏଣୁ ତାମର ତା’ ପିତୃ ଗୃହକୁ ଯାଇ ବାସ କଲା।


ଯିହୁଦା ତା'ର ପ୍ରଥମ ପୁତ୍ରକୁ ବିବାହ ଦେବା ପାଇଁ ଏକ ସ୍ତ୍ରୀ ପାଇଲା। ଯାହାର ନାମ ତାମର ଥିଲା।


ଅବ୍ରହାମ ଇ‌‌ସ୍‌‌ହାକଙ୍କ ବାପା। ଇ‌‌ସ୍‌‌ହାକ ଯାକୁବଙ୍କ ବାପା। ଯାକୁବ, ଯିହୂଦା ଓ ତାହାଙ୍କ ଭାଇମାନଙ୍କର ବାପା।


ଅରାମ ଅମ୍ମୀନାଦାବ ବାପା। ଅମ୍ମୀନାଦାବ ନହଶୋନଙ୍କ ବାପା। ନହଶୋନ ସଲମୋନଙ୍କ ବାପା।


Swiv nou:

Piblisite


Piblisite