Biblia Todo Logo
Bib sou entènèt

- Piblisite -




ଲୂକ ଲିଖିତ ସୁସମାଚାର 3:24 - ପବିତ୍ର ବାଇବଲ

24 ଏଲୀ ମ‌ତ୍‌ଥାତଙ୍କର ପୁତ୍ର। ମ‌ତ୍‌ଥାତ ଲେବୀଙ୍କ ପୁତ୍ର। ଲେବୀ ମ‌ଲ୍‌ଖୀଙ୍କ ପୁତ୍ର। ମ‌ଲ୍‌ଖୀ ଯନ୍ନୟଙ୍କର ପୁତ୍ର। ଯନ୍ନୟ ଯୋଷେଫଙ୍କର ପୁତ୍ର।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

24 ଏଲୀ ମତ୍ଥାତଙ୍କ ପୁତ୍ର; ମତ୍ଥାତ ଲେବୀଙ୍କ ପୁତ୍ର, ଲେବୀ ମଲ୍ଖୀଙ୍କ ପୁତ୍ର, ମଲ୍ଖୀ ଯନ୍ନୟଙ୍କ ପୁତ୍ର, ଯନ୍ନୟ ଯୋଷେଫଙ୍କ ପୁତ୍ର,

Gade chapit la Kopi

ଓଡିଆ ବାଇବେଲ

24 ଏଲୀ ମତ୍ଥାତଙ୍କ ପୁତ୍ର, ମତ୍ଥାତ ଲେବୀଙ୍କ ପୁତ୍ର, ଲେବୀ ମଲ୍‌ଖୀଙ୍କ ପୁତ୍ର, ମଲ୍‌ଖୀ ଯନ୍ନୟଙ୍କ ପୁତ୍ର, ଯନ୍ନୟ ଯୋଷେଫଙ୍କ ପୁତ୍ର,

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

24 ହେଲୀ ମାଥାଥଙ୍କ ପୁତ୍ର, ମାଥାଥ ଲେବିଙ୍କ ପୁତ୍ର, ଲେବି ମଲ୍ଖୀଙ୍କ ପୁତ୍ର, ମଲ୍ଖୀ ଯାନାଇଙ୍କ ପୁତ୍ର,

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

24 ଏଲୀ ମତ୍ଥାତଙ୍କ ପୁତ୍ର, ମତ୍ଥାତ ଲେବୀଙ୍କ ପୁତ୍ର, ଲେବୀ ମଲ୍‌ଖୀଙ୍କ ପୁତ୍ର, ମଲ୍‌ଖୀ ଯନ୍ନୟଙ୍କ ପୁତ୍ର, ଯନ୍ନୟ ଯୋଷେଫଙ୍କ ପୁତ୍ର,

Gade chapit la Kopi




ଲୂକ ଲିଖିତ ସୁସମାଚାର 3:24
2 Referans Kwoze  

ଯୀଶୁ ଉପଦେଶ ପ୍ରଦାନ କାର୍ଯ୍ୟ ଆରମ୍ଭ କରିବା ବେଳକୁ ତାହାଙ୍କୁ ପ୍ରାୟ ତିରିଶ୍ ବର୍ଷ ବୟସ ହୋଇଥିଲା। ଲୋକଙ୍କ ଧାରଣା ଅନୁସାରେ ଯୀଶୁ ଯୋଷେଫଙ୍କ ପୁତ୍ର। ଯୋଷେଫ ଏଲୀଙ୍କ ପୁତ୍ର ଥିଲେ।


ଯୋଷେଫ ମତ୍ତିଥ୍ୟାଙ୍କର ପୁତ୍ର। ମତ୍ତିଥ୍ୟା ଆମୋସଙ୍କର ପୁତ୍ର। ଆମୋସ ନାହୂମଙ୍କର ପୁତ୍ର। ନାହୂସ ହେସ୍ଳୀଙ୍କ ପୁତ୍ର। ହେସ୍ଳୀ ନଗୟଙ୍କର ପୁତ୍ର।


Swiv nou:

Piblisite


Piblisite