ଲୂକ ଲିଖିତ ସୁସମାଚାର 22:51 - ପବିତ୍ର ବାଇବଲ51 ଯୀଶୁ କହିଲେ, “ବନ୍ଦ କର!” ତା'ପରେ ଯୀଶୁ ସେହି ଗ୍ଭକରଟିର କାନ ଛୁଇଁ ସୁସ୍ଥ କରିଦେଲେ। Gade chapit laପବିତ୍ର ବାଇବଲ (Re-edited) - (BSI)51 କିନ୍ତୁ ଯୀଶୁ ଉତ୍ତର ଦେଲେ, ଏତିକି ସହିଥାଅ; ପୁଣି, ସେ ତାହାର କାନ ଛୁଇଁ ତାହାକୁ ସୁସ୍ଥ କଲେ। Gade chapit laଓଡିଆ ବାଇବେଲ51 କିନ୍ତୁ ଯୀଶୁ ଉତ୍ତର ଦେଲେ,ଏତିକି ସହିଥାଅ; ପୁଣି, ସେ ତାହାର କାନ ଛୁଇଁ ତାହାକୁ ସୁସ୍ଥ କଲେ । Gade chapit laପବିତ୍ର ବାଇବଲ (CL) NT (BSI)51 କିନ୍ତୁ ଯୀଶୁ କହିଲେ, “ବନ୍ଦ କର!” ସେ ସଙ୍ଗେ ସଙ୍ଗେ ଲୋକଟିର କାନକୁ ଛୁଇଁ ତାକୁ ସୁସ୍ଥ କଲେ। Gade chapit laଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT51 କିନ୍ତୁ ଯୀଶୁ ଉତ୍ତର ଦେଲେ, “ଏତିକି ସହିଥାଅ;” ପୁଣି, ସେ ତାହାର କାନ ଛୁଇଁ ତାହାକୁ ସୁସ୍ଥ କଲେ। Gade chapit la |