ଲୂକ ଲିଖିତ ସୁସମାଚାର 17:14 - ପବିତ୍ର ବାଇବଲ14 ଯୀଶୁ ଲୋକମାନଙ୍କୁ ଦେଖି କହିଲେ, “ତୁମ୍ଭେମାନେ ଯାଇ ନିଜ ଦେହକୁ ଯାଜକମାନଙ୍କୁ ଦେଖାଅ।” ସେହି ଦଶ ଜଣ ଲୋକ ଯାଜକଙ୍କ ପାଖକୁ ଗଲାବେଳେ ସୁସ୍ଥ ହୋଇଗଲେ। Gade chapit laପବିତ୍ର ବାଇବଲ (Re-edited) - (BSI)14 ପୁଣି, ସେ ସେମାନଙ୍କୁ ଦେଖି କହିଲେ, ତୁମ୍ଭେମାନେ ଯାଇ ଆପଣା ଆପଣାକୁ ଯାଜକମାନଙ୍କୁ ଦେଖାଅ। ଆଉ, ସେମାନେ ଯାଉ ଯାଉ ଶୁଚି ହେଲେ। Gade chapit laଓଡିଆ ବାଇବେଲ14 ପୁଣି, ସେ ସେମାନଙ୍କୁ ଦେଖି କହିଲେ, ତୁମ୍ଭେମାନେ ଯାଇ ନିଜ ନିଜକୁ ଯାଜକମାନଙ୍କୁ ଦେଖାଅ । ଆଉ ସେମାନେ ଯାଉ ଯାଉ ଶୁଚି ହେଲେ । Gade chapit laପବିତ୍ର ବାଇବଲ (CL) NT (BSI)14 ଯୀଶୁ ସେମାନଙ୍କୁ ଦେଖି କହିଲେ, “ଯାଅ, ତୁମର ଯାଜକ ତୁମମାନଙ୍କୁ ପରୀକ୍ଷା କରି ଦେଖନ୍ତୁ।” ବାଟରେ ଯାଉଁ ଯାଉଁ ସେମାନେ ସୁସ୍ଥ ହେଲେ। Gade chapit laଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT14 ପୁଣି, ସେ ସେମାନଙ୍କୁ ଦେଖି କହିଲେ, “ତୁମ୍ଭେମାନେ ଯାଇ ନିଜ ନିଜକୁ ଯାଜକମାନଙ୍କୁ ଦେଖାଅ।” ଆଉ ସେମାନେ ଯାଉ ଯାଉ ଶୁଚି ହେଲେ। Gade chapit la |