ଲୂକ ଲିଖିତ ସୁସମାଚାର 1:4 - ପବିତ୍ର ବାଇବଲ4 ମୁଁ ଏଗୁଡ଼ିକ ଲେଖିବା ଫଳରେ ତୁମ୍ଭେମାନେ ଜାଣି ପାରିବ ଯେ ଆପଣଙ୍କୁ ଯାହାସବୁ ଶିକ୍ଷା ଦିଆଯାଇଛି, ତାହା ସତ୍ୟ। Gade chapit laପବିତ୍ର ବାଇବଲ (Re-edited) - (BSI)4 ଯେପରି ଆପଣ ଯେସମସ୍ତ ବିଷୟ ଶିକ୍ଷା ପ୍ରାପ୍ତ ହୋଇଅଛନ୍ତି, ସେସବୁର ନିଶ୍ଚୟତା ଜ୍ଞାତ ହୋଇ ପାରନ୍ତି। Gade chapit laଓଡିଆ ବାଇବେଲ4 ଯେପରି ଆପଣ ଯେ ସମସ୍ତ ବିଷୟ ଶିକ୍ଷା ପାଇଅଛନ୍ତି, ସେ ସବୁର ନିଶ୍ଚୟତା ଜାଣି ପାରନ୍ତି । Gade chapit laପବିତ୍ର ବାଇବଲ (CL) NT (BSI)4 ଏ ସମ୍ପର୍କରେ ତୁମେ ଯେଉଁ ସମସ୍ତ ବିଷୟ ଅବଗତ ହୋଇଛ, ତାହାର ପୂର୍ଣ୍ଣ ସତ୍ୟତା ଯେପରି ଉପଲବ୍ଧି କରିପାର, ସେଥିପାଇଁ ମୁଁ ଏହା ଲେଖୁଛି। Gade chapit laଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT4 ଯେପରି ଆପଣ ଯେ ସମସ୍ତ ବିଷୟ ଶିକ୍ଷା ପାଇଅଛନ୍ତି, ସେସବୁର ନିଶ୍ଚୟତା ଜାଣି ପାରନ୍ତି। Gade chapit la |