Biblia Todo Logo
Bib sou entènèt

- Piblisite -




ଯିହୋଶୂୟ 21:42 - ପବିତ୍ର ବାଇବଲ

42 ଏହି ପ୍ରତ୍ୟେକ ସହର ସହିତ ତା'ର ଚତୁର୍ପାର୍ଶ୍ୱରେ ତଳଭୂମି ଥିଲା। ଏହା ସମସ୍ତ ପଶୁମାନଙ୍କ ପାଇଁ କ୍ଷେତ ଥିଲା।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

42 ଏହି ପ୍ରତ୍ୟେକ ନଗରର ଚାରିଆଡ଼େ ତଳିଭୂମି ଥିଲା; ଏରୂପେ ଏହି ସମସ୍ତ ନଗର ଥିଲା।

Gade chapit la Kopi

ଓଡିଆ ବାଇବେଲ

42 ଏହି ପ୍ରତ୍ୟେକ ନଗରର ଚାରିଆଡ଼େ ତଳିଭୂମି ଥିଲା; ଏରୂପେ ଏହି ସମସ୍ତ ନଗର ଥିଲା।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

42 ଏହି ପ୍ରତ୍ୟେକ ନଗରର ଚାରିଆଡ଼େ ତଳିଭୂମି ଥିଲା; ଏରୂପେ ଏହି ସମସ୍ତ ନଗର ଥିଲା।

Gade chapit la Kopi




ଯିହୋଶୂୟ 21:42
2 Referans Kwoze  

ଏହିପରି ଭାବରେ ଲେବୀୟମାନେ ଅଠଗ୍ଭଳିଶ୍‌ଟି ସହର ଓ ତଳଭୂମି ପାଇଲେ। ଏହି ସମସ୍ତ ଅଞ୍ଚଳ ଅନ୍ୟ ବଂଶଧରଙ୍କର ଅଧିକାରରେ ଥିଲା।


ଏହିପରି ଭାବରେ ସଦାପ୍ରଭୁ ଯେଉଁ ପ୍ରତିଜ୍ଞା କରିଥିଲେ ଇସ୍ରାଏଲୀୟବାସୀଙ୍କ ସମ୍ମୁଖରେ ତାକୁ ପୁରଣ କଲେ। ସେ ସେମାନଙ୍କର ପୂର୍ବପୁରୁଷମାନଙ୍କୁ ପ୍ରତିଜ୍ଞା କରିଥିବା ଜାଗା ସେମାନଙ୍କୁ ଦେଲେ। ଲୋକମାନେ ସେ ଜମିକୁ ନିଜ ଅଧିକାରକୁ ନେଲେ ଓ ସେଠାରେ ବାସ କଲେ।


Swiv nou:

Piblisite


Piblisite