Biblia Todo Logo
Bib sou entènèt

- Piblisite -




ଯିହୋଶୂୟ 21:29 - ପବିତ୍ର ବାଇବଲ

29 ଯର୍ମୂତ୍ ଓ ତା'ର ତଳଭୂମି ଐନ-ଗନ୍ନିମ ଓ ତା'ର ତଳଭୂମି ଏହିପରି ଭାବରେ ଗ୍ଭରିଟି ନଗର ଦେଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

29 ଯର୍ମୂତ୍ ଓ ତହିଁ ତଳିଭୂମି, ଐନ-ଗନ୍ନିମ ଓ ତହିଁ ତଳିଭୂମି, ଏହି ଚାରି ନଗର ଦେଲେ।

Gade chapit la Kopi

ଓଡିଆ ବାଇବେଲ

29 ଯର୍ମୂତ ଓ ତହିଁ ତଳିଭୂମି, ଐନ୍‍-ଗନ୍ନୀମ୍‍ ଓ ତହିଁ ତଳିଭୂମି, ଏହି ଚାରି ନଗର ଦେଲେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

29 ଯର୍ମୂତ୍‍ ଓ ତହିଁ ତଳିଭୂମି, ଐନ୍‍-ଗନ୍ନୀମ୍‍ ଓ ତହିଁ ତଳିଭୂମି, ଏହି ଚାରି ନଗର ଦେଲେ।

Gade chapit la Kopi




ଯିହୋଶୂୟ 21:29
7 Referans Kwoze  

ଯର୍ମୂତର ରାଜା 1 ଲାଖୀ‌ଶ୍‌ର ରାଜା 1


ତେଣୁ ଯିହୋଶୂୟଙ୍କର ଲୋକମାନେ ସେହି ପାଞ୍ଚ ଜଣ ରାଜାଙ୍କୁ ଗୁମ୍ଫା ମଧ୍ୟରୁ ବାହାରକୁ ଆଣିଲେ। ସେମାନେ ଥିଲେ ଯିରୁଶାଲମର, ହିବ୍ରୋଣର, ଯର୍ମୂତର, ଲାଖୀ‌ଶ୍‌ର ଏବଂ ଇଗ୍ଲୋନର ରାଜାମାନେ।


ଆଦୋନିଷେଦକ୍, ଯିରୁଶାଲମର ରାଜା ହିବ୍ରୋଣର ରାଜା ହୋହମ୍ ଓ ଯର୍ମୂତର ରାଜା କିରାମ୍ ଓ ଲାଖୀ‌ଶ୍‌ର ରାଜା ଯାଫିୟ ଓ ଇଗ୍ଲୋନ ରାଜା ଦବୀର ନିକଟକୁ କହି ପଠାଇଲା।


ସାନୋହ, ଐ‌ନ୍‌ଗନ୍ନୀମ୍, ତପୂହ, ଐନମ୍,


ଇଷାଖର ପରିବାରବର୍ଗକୁ କିଶିୟୋନ ଓ ତହିଁର ତଳଭୂମି, ଦାବରତ୍ ଓ ତା'ର ତଳଭୂମି,


ଏବଂ ଆଶେର ବଂଶରୁ ମିଶାଲ୍ ଓ ତା'ର ତଳଭୂମି, ଅ‌‌ବ୍‌‌ଦୋନ୍ ଓ ତା'ର ତଳଭୂମି।


ରେମତ୍ ଐନ୍-ଗନ୍ନୀମ୍ ଐ‌ନ୍‌-ହଦ୍ଦା ଓ ବୈ‌ଥ୍‌ପ‌ତ୍‌ସେସ୍।


Swiv nou:

Piblisite


Piblisite