Biblia Todo Logo
Bib sou entènèt

- Piblisite -




ଯିହୋଶୂୟ 21:24 - ପବିତ୍ର ବାଇବଲ

24 ଅୟାଲୋନ ଓ ତା'ର ତଳଭୂମି, ଗାଥ୍‌ରିମ୍ମୋନ ଓ ତା'ର ତଳଭୂମି ଏହିପରି ଭାବରେ ଗ୍ଭରି ନଗର ଦେଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

24 ଅୟାଲୋନ ଓ ତହିଁ ତଳିଭୂମି, ଗାଥ୍ରିମ୍ମୋନ ଓ ତହିଁ ତଳିଭୂମି, ଏହି ଚାରି ନଗର ଦେଲେ।

Gade chapit la Kopi

ଓଡିଆ ବାଇବେଲ

24 ଅୟାଲୋନ ଓ ତହିଁ ତଳିଭୂମି, ଗାଥ୍‍-ରିମ୍ମୋନ ଓ ତହିଁ ତଳିଭୂମି, ଏହି ଚାରି ନଗର ଦେଲେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

24 ଅୟାଲୋନ୍‍ ଓ ତହିଁ ତଳିଭୂମି, ଗାଥ୍‍-ରିମ୍ମୋନ ଓ ତହିଁ ତଳିଭୂମି, ଏହି ଚାରି ନଗର ଦେଲେ।

Gade chapit la Kopi




ଯିହୋଶୂୟ 21:24
6 Referans Kwoze  

ଅୟାଲୋନ୍ ଓ ଗାଥ୍-ରିମ୍ମୋନ୍ ମଧ୍ୟ ସେମାନଙ୍କୁ ଦିଆଯାଇଥିଲା। ସେମାନେ ସେହି ନଗରୀଗୁଡ଼ିକ ସହିତ କ୍ଷେତ୍ରଗୁଡ଼ିକ ମଧ୍ୟ ପାଇଲେ।


ଶା‌ଲ୍‌ବୀମ୍, ଅୟାଲୋନ୍ ଓ ଯି‌ତ୍‌ଲା,


ସେହି ଦିନ ସଦାପ୍ରଭୁ ଇମୋରୀୟମାନଙ୍କୁ ଇସ୍ରାଏଲୀୟଗଣଙ୍କୁ ହସ୍ତାନ୍ତର କଲେ। ଯିହୋଶୂୟ ସଦାପ୍ରଭୁଙ୍କୁ ପ୍ରାର୍ଥନା କଲେ। ତା'ପରେ ସେ ଇସ୍ରାଏଲୀୟମାନଙ୍କ ଉପସ୍ଥିତିରେ ଆଜ୍ଞା ଦେଲେ। “ହେ ସୂର୍ଯ୍ୟ ତୁମ୍ଭେ ଗିବିୟୋନ ଉପରେ ସ୍ତବ୍ଧ ହୁଅ। ହେ ଚନ୍ଦ୍ର ତୁମ୍ଭେ ଅୟାଲୋନ୍ ଭୂମିରେ ସ୍ତବ୍ଧ ହୁଅ।”


ଯିହୂଦ୍, ବନେବରକ ଓ ଗାଥ୍-ରିମ୍ମୋନ୍।


ଦାନ ପରିବାରବର୍ଗ ଇ‌ଲ‌ତ୍‌କୀ ଓ ଗିବ୍ବଥୋନ୍ ସେମାନଙ୍କୁ ଦେଲେ।


ମନଃଶିର ଅର୍ଦ୍ଧ ବଂଶରୁ ତାନକ୍ ଓ ତା'ର ତଳଭୂମି, ଗାଥ୍‌ରିମ୍ମୋନ ଓ ତା'ର ତଳଭୂମି ଏହିପରି ଦୁଇଟି ନଗର ଦେଲେ।


Swiv nou:

Piblisite


Piblisite